୧ ଡିସେମ୍ବରରୁ ବଦଳିଯିବ ୩୯୯ ବାଲା JIO ପ୍ଲାନ୍ , ଏବେ ଏତିକି ଟଙ୍କାରେ ମିଳିବ ୮୪ ଦିନର ବୈଧତା ସହ ଜିଓର ଏହି ପ୍ଲାନ୍…
ଟେଲିକମ୍ ଜଗତରେ ଏହି ଦିନରେ ହଇଚଇ ହୋଇଛି , ଏବେ ରିଲାୟନ୍ସ ଜିଓ ଗ୍ରାହକଙ୍କୁ ଆଇୟୁସି ଚାର୍ଜ ନେବା ଆରମ୍ଭ କରିଦେଇଛି , ଏହାପରେ ଏୟାରଟେଲ୍ ଓ ଭୋଡାଫୋନ୍ ବି ୧ ଡିସେମ୍ବରରୁ ନିଜ ଟାରିଫ୍ ପ୍ଲାନ୍ ରେ ବୃଦ୍ଧି କରିବାର ଘୋଷଣା କରିସାରିଛନ୍ତି , ଆଗାମୀ ମାସରୁ ଏହି ସବୁ କମ୍ପାନୀ ପ୍ଲାନ୍ସରେ ୩୦ ପ୍ରତିଶତ ବୃଦ୍ଧି କରିବାର ପରେ ଦାମ ବଢିବାର ଆଶା ଦୃଢୀଭୁତ ହୋଇଛି । ଟେଲିକମ୍ ଜଗତେ ଏହି ସମୟରେ ସବୁ କମ୍ପାନୀ ୩୯୯ ବାଲା ପ୍ଲାନ୍ କୁ ଉପଲ୍ଲବ୍ଧ କରାଇଛନ୍ତି , ଯାହା ଦ୍ୱାରା ଗ୍ରାହକଙ୍କୁ ଅନଲିମିଟେଡ୍ ଭଏସ୍ କଲ୍ ଓ ଇଣ୍ଟରନେଟ୍ ସେବା ଲାଭ ମିଳୁଛି , ଗ୍ରାହକଙ୍କ ଦ୍ୱରା ଏହି ଅଫରକୁ ବହୁତ ପସନ୍ଦ କରାଯାଉଛି , କିନ୍ତୁ ୧ ଡିସେମ୍ବରରୁ ପ୍ରାୟ ୩୦ ପ୍ରତିଶତ ପ୍ଲାନ୍ ବୃଦ୍ଧି କୁ ନେଇ ଏବେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ,
ଏବେ ଗ୍ରାହକଙ୍କୁ ୩୯୯ ଟଙ୍କାର ପ୍ଲାନ୍ ଉପରେ ୩୦ ପ୍ରତିଶତ ମାନେ ୫୧୯ ଟଙ୍କା ଦେବାକୁ ହେବ , ଏହି ଦାମ୍ ର ବୃଦ୍ଧି ରେ ପ୍ଲାନ୍ ର ବେନିଫିଟ୍ସ ଉପରେ ପ୍ରଭାବ ପକାଇବ ଏହି ବିଷୟରେ କିଛି ସୁଚନା ମିଳିପାରିନାହିଁ , କିନ୍ତୁ ଏୟାରଟେଲ୍ ଓ ଭୋଡାଫୋନ୍ ଗ୍ରାହକଙ୍କ ପାଇଁ ଏକ ଜବରଦସ୍ତ ଝଟକା ଦେଇପାରେ , କାରଣ ଗ୍ରାହକ ଏବେ ପର୍ଯ୍ୟନ୍ତ ଶସ୍ତା ଅଫରର ଲାଭ ଉଠାଉଥିଲେ , କିନ୍ତୁ ଏବେ ତାଙ୍କୁ ଅଧିକା ଦାମ୍ ଦେବାକୁ ପଡିବ ।
ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ୩୯୯ ଟଙ୍କା ପ୍ଲାନ୍ ପ୍ରାୟ ସମାନ ବେନିଫିଟ୍ ଉପଲ୍ଲବ୍ଧ କରାଉଛନ୍ତି , ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ୍ ଲୋକାଲ୍ ଓ ଏସ୍ ଟିଡି କଲ୍ସର ସୁବିଧା ସହ ୧,୪ ଜିବି କିମ୍ବା ୧,୫ ଜିବି ଡାଟା ବ୍ୟବହାର କରିବାକୁ ପ୍ରତିଦିନ ମିଳୁଛି , ପ୍ରତିଦିନ ୧୦୦ ଟି ଲୋକାଲ୍ ଓ ଏସ୍ ଟିଡି ଏସ୍ ଏମ୍ ଏସ୍ ସୁବିଧା ବି ଫ୍ରୀ ରେ ପାଉଛନ୍ତି , କମ୍ପାନୀ ଦ୍ୱାରା ୩୦ ପ୍ରତିଶତ ବୃଦ୍ଧିକୁ ନେଇ ଗ୍ରାହକଙ୍କ ପାଇଁ ଏହା ଚିନ୍ତାର୍ ବିଷୟ ହୋଇପାରେ,