ସୁପ୍ରିମ କୋର୍ଟଙ୍କ ଏକ ବଡ ଫଇସଲା – ପାର୍କିଙ୍ଗ୍ ଗାଡି ଚୋରି ହେବାର ମୁଖ୍ୟ ଦାୟୀ ରହିବେ ହୋଟେଲ୍ ମାଲିକ , ଦେବାକୁ ହେବ ଏହାପାଇଁ କ୍ଷତିପୁରଣ – ନିଶ୍ଚୟ ସେୟାର କରିବେ..
ବହୁତ ଥର ହୋଟେଲ୍ ବାହାରେ ପାର୍କିଙ୍ଗ୍ ସୁବିଧା ହୋଇଥାଏ କିନ୍ତୁ ସେଠାରେ ଲେଖା ହୋଇଥାଏ କି ବାହାନ ନିଜ ରିକ୍ସରେ ଠିଆ କରନ୍ତୁ , ଏହାକୁ ନେଇକରି ସୁପ୍ରିମକୋର୍ଟ ଗାଇଡ୍ ଲାଇନ୍ସ ଜାରି କରିଛନ୍ତି , କୋର୍ଟଙ୍କର କହିବା କଥା କି ହୋଟେଲ୍ ର ପାର୍କିଙ୍ଗ୍ ରୁ ଗାଡି ଚୋରୀ ହୋଇଥାଏ ତେବେ ପୁରା ଭରଣା ହୋଟେଲ୍ ମାଲିକ କରିବେ । ତାହା ସହ କୋର୍ଟ ବି କହିଲେ କି ଗାଡିର ମାଲିକ ଗାଡିର ଚାବି ପାର୍କିଙ୍ଗ୍ ପରେ ହୋଟେଲ୍ ଷ୍ଟାଫ୍ କୁ ଦେଇଥାଏ , ଓ ଏହି ସମୟରେ ଗାଡି ଚୋରି ହୋଇଯାଏ , କିମ୍ବା ଗାଡିର କୋଣସି କ୍ଷତି ହୋଇଯାଏ ତେବେ ହୋଟେଲ୍ ବାଲା ଏହାର କ୍ଷତିପୁରଣ ଦେବେ ।
ରାଷ୍ଟ୍ରିୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ନିର୍ଣ୍ଣୟକୁ ମାନିକରି କୋର୍ଟ ଏହି କଥାକୁ କହିଥିଲେ, ଆପଣଙ୍କୁ କହିଦେବୁ କି ଦିଲ୍ଲୀର ତାଜ ହୋଟେଲ୍ ରେ ୧୯୯୮ ରେ ଜଣେ ବ୍ୟକ୍ତି ମାରୁତି ଜେନ୍ କାର୍ ପାର୍କିଙ୍ଗ୍ ରୁ ଚୋରି ହୋଇଯାଇଥିଲା , ଯାହାପରେ ଉପଭୋକ୍ତା ଆୟୋଗର ମ୍ୟାନେଜ୍ ମେଣ୍ଟ କୁ ଦାୟୀ ମାନିଥିଲେ , ଆୟୋଗ କହିଲେ କି ହୋଟେଲ୍ ପାର୍କିଙ୍ଗ୍ ରେ ଗ୍ରାହକ ଯେଉଁସ୍ଥିତିରେ ବାହାନ ପାର୍କ କରିଥିଲେ ସେହି ସ୍ଥିତିରେ ବାହାନ ମିଳିବା ଦରକାର , ଦିଲ୍ଲୀର ତାଜ ହୋଟେଲ୍ ରେ ଉପଭୋକ୍ତା ଆୟୋଗ ୨,୮ ଲକ୍ଷର ଜୋରିମାନା ଲଗାଇଥିଲେ ,
ସୁପ୍ରିମ୍ କୋର୍ଟ କହିଲେ କି ହୋଟେଲ୍ ବାଲା ଏହା କହିକରି ବଞ୍ଚିପାରିବେ ନାହିଁ କି ପାର୍କିଙ୍ଗ୍ ସର୍ଭିସ୍ ଫ୍ରୀ ଅଛି , କୋର୍ଟ କହିଲେ କି ଗ୍ରାହକ ରୁ ରୁମ୍ , ଫୁଡ୍ , ଏଣ୍ଟ୍ରି, ଫିସ୍ ଆଦି ନାଁରେ ପୂର୍ବରୁ ସର୍ଭିସ୍ ପଇସା ନିଆଯାଏ , କୋର୍ଟ ଏହା ବି ସଫା କରିଲେ କି ଯେବେ କ୍ଷତି ପୁରଣ ରାଶି ଦେବ ତେବେ ଗ୍ରାହକ ପାଖରେ କିଛି ଯଥେଷ୍ଟ ପ୍ରମାଣ ରହିବା ଜରୁରୀ , କୋର୍ଟର ଏହି ଫଇସଲା ଦ୍ୱାରା ହୋଟେଲ୍ ଗ୍ରାହକଙ୍କୁ ବହୁତ ଫାଇଦା ହେବ ।