June 26, 2025

Odia Express

Here, There and Everywhere

୧୬ ବର୍ଷର ହେଲେ ମାଧୁରି ଦିକ୍ଷିତଙ୍କ ବଡ ପୁଅ ଆରିନ୍ , ସ୍ମାର୍ଟନେସ୍ ରେ ବଲିଉଡ୍ ହିରୋଙ୍କୁ ବି ପଛରେ ପକାଇଦେବେ ସେ – ଏବେ ଦେଖିନିୟନ୍ତୁ..

ମାଧୁରୀ ଦିକ୍ଷୀତ ବଲିଉଡ୍ ର ଏପରି ଏକ ଅଭିନେତ୍ରୀ ଅଟନ୍ତି ଯିଏ କି ନିଜ ହସ ଦ୍ୱାରା ଲକ୍ଷାଧିକ ଲୋକଙ୍କର ହୃଦୟ ଜିତି ପାରିଛନ୍ତି , ଦୁନିଆଁ ସାରା ଲକ୍ଷାଧିକ ଏପରି ଫ୍ୟାନ୍ସ ଅଛନ୍ତି ଯିଏକି ମାଧୁରୀଙ୍କ ହସ ପାଇଁ ଫିଦା ହୋଇଛନ୍ତି , ଦେଶ ସାରା ଲୋକେ ତାଙ୍କୁ ବହୁତ ନାଁରେ ଜାଣିଛନ୍ତି , ତାଙ୍କୁ ଲୋକେ ଧକ୍ ଧକ୍ ଗାର୍ଲ ନାଁରେ ଜାଣିଛନ୍ତି , ବହୁତ ଲୋକେ ତାଙ୍କୁ ମୋହିନୀ ନାଁରେ ବି ଡାକନ୍ତି , ମାଧୁରୀ ଦୀକ୍ଷିତ ସ୍ମାଇଲ୍ ତ ଘାତକ ଅଟେ କିନ୍ତୁ ତାଙ୍କ ଡ୍ୟାନ୍ସରେ ଲୋକେ ଫିଦା ହୋଇଛନ୍ତି , ଫିଲ୍ମରେ ସଫଳ ପାରୀ ଖେଳିସାରିଥିବା ମାଧୁରୀ ଦୀକ୍ଷିତ ୧୯୯୯ ରେ ଆମେରିକାର ଫେମସ୍ ସର୍ଜନ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ,  ଯେବେ ତାଙ୍କ ବିବାହ ହୋଇଥିଲା ତେବେ ଶ୍ରୀରାମ ନେନେଙ୍କୁ ଜଣା ନଥିଲା କି ସେ ଭାରତରେ ଏତେ ବଡ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ବୋଲି, ବାହାଘର ପରେ ମାଧୁରୀ ଙ୍କ ଦୁଇଟି ପୁଅ ହେଲେ ଜଣଙ୍କ ନାଁ ରେୟାନ୍ ଅଟେ  ଓ ଆରିନ୍ ଅଟେ , ମାଧୁରୀ ଆସିବା ଦିନରୁ ସୋସିଆଲ୍ ମିଡୀଆରେ ନିଜ ପୁଅମାନଙ୍କର ଫଟୋ ସେୟାର କରୁଥିବାର ନଜର ଆସିଛନ୍ତି ।

ଏବେ କିଛି ଦିନ ହେବ ମାଧୁରୀ ନିଜ ବଡ ପୁଅ ଆରିନ୍ ଙ୍କ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ,  ମାଧୁରୀ ପୋଷ୍ଟରେ ଲେଖିଥିଲେ କି ବିଶ୍ୱାସ ହେଉନାହିଁ କି ସମୟ ଏତେ ଜଲଦି ଆଗକୁ ମାଡିଯାଉଛି , କହିଦେବୁ କି ମାଧୁରୀଙ୍କ ବଡ ପୁଅଙ୍କ ନାଁ ଆରିନ୍ ଅଟେ  ଓ ସେ ଏବେ ୧୬ ବର୍ଷର ହୋଇସାରିଛନ୍ତି ।

ଆରିନ୍ ବିଲକୁଲ୍ ନିଜ ବାପାଙ୍କ ପରି ଦେଖାଯାଉଛନ୍ତି , ସେ ଦିନ ଆଉ ବେଶୀ ଦିନ ବାକି ନାହିଁ ଯାହାକି ଆରିନ୍ ବଲିଉଡ୍ ରେ ଡେବ୍ୟୁ କରିବେ , ସେ ନିଜର ଗୁଡ୍ ଲୁକ୍ସ ପାଇଁ ଚର୍ଚ୍ଚା ସାଉଁଟି ଛନ୍ତି , ଆରିନ୍ ଙ୍କ ବିଷୟରେ କୁହାଯାଊଛି କି ସେ ସ୍ୱଭାବରେ ବହୁତ ଶାନ୍ତ ଅଟନ୍ତି , ଓ ନିଜ ପାପାଙ୍କ ପରି ବ୍ୟବହାର ରଖନ୍ତି ।

ମାଧୁରୀ ବହୁତଥର କହନ୍ତି କି ସେ ନିଜ ଛୁଆଙ୍କୁ ବହୁତ ସଂସ୍କାର ଦେଇଛନ୍ତି , ଓ ସେ ଚାହଁନ୍ତି କି ସେ ତାଙ୍କ ଛୁଆଙ୍କୁ ଷ୍ଟାର୍ ଡମ୍ ରୁ ଦୁରେଇ ରଖିବେ , ଆମେରିକାରେ ବଢିଥିବା ପରେ ବି ଆରିନ୍ ଭାରତର ମାଟି ସହ ଜଡିତ ଅଟନ୍ତି , ସେ ନିଜ ବ୍ୟବହାର ଦ୍ୱାରା ଲୋକଙ୍କର ହୃଦୟ ଜିତିପାରିଛନ୍ତି ।

ଗୋଟେ ସମୟ ଏପରି ଥିଲା ଯେବେ ବଲିଉଡ୍ ରେ ମାଧୁରୀ ରାଜ୍ କରୁଥିଲେ,  ଏହି କଥାରେ କୌଣସି ଦୁଇଟି ରାୟ ନାହିଁକି ସେ ଏବେ ନିଜର ପରିଶ୍ରମ ବଳରେ ଏକ ମୁମ୍ବାଈରେ ଆଲିସାନ୍ ବଙ୍ଗଳା ନିର୍ମାଣ କରିସାରିଛନ୍ତି , ମାଧୁରୀ ନିଜ ସ୍ୱାମୀ ଓ ଦୁଇଟି ଛୁଆଙ୍କ ସହ ସେହି ପେଣ୍ଟ ହାଉସ୍ ରେ ରହୁଛନ୍ତି , ମାଧୁରୀ ନିଜକୁ ଶାନ୍ତ ଓ ସାଧାରଣ ମହିଳା ବୋଲି ଚାହଁନ୍ତି , ସେ ଏହିପରି ନିଜ ଛୁଆଙ୍କୁ ବି ଲାଳନପାଳନ କରନ୍ତି , ମାଧୁରୀ ବିବାହ କରିବାପରେ ଆମେରିକାରେ ସ୍ଥାୟୀ ହୋଇଯାଇଥିଲେ,  କହିଦେବୁ କି ମାଧୁରୀଙ୍କ ସ୍ୱାମୀ ଶ୍ରୀରାମ ନେନେ ଆମେରିକାରେ ଏକ ବଡ ସର୍ଜନ ଥିଲେ ,କିନ୍ତୁ ସ୍ତ୍ରୀ ଓ ଛୁଆଙ୍କ ଦେଖାଶୁଣା କରିବାକୁ ସେ ଏଠାରେ ଆସି ରହିବାକୁ ଲାଗିଲେ,  ଭାରତ ଆସିବାପରେ ସେ ଦୁଇଟି ଛୁଆଙ୍କ ସହ ମୁମ୍ବାଇର ଏକ ଜଣାଶୁଣା ସ୍କୁଲ୍ ରେ ଆଡମିସନ୍ କରାଇଛନ୍ତି ,

Leave a Reply

Your email address will not be published. Required fields are marked *