ଗାଇକୁ କପଡାର ଦୋକାନ ସହ ପ୍ରେମ ହେଇଗଲା , ସବୁଦିନ ଦୋକାନ କୁ ଆସିକରି କରିଥାଏ ଏଭଳି କାମ – ଆପଣ ମଧ୍ୟ ଦେଖିଲେ ଖୁସି ହେଇଯିବେ..
1 min readଆମ ଦେଶରେ ଗାଇକୁ ଭଗବାନଙ୍କ ଦର୍ଜା ମିଳିଛି , ଏଠାରେ ବହୁତ ଲୋକେ ଗାଇକୁ ଗୋମାତା କହିକରି ପୁଜା କରନ୍ତି , ଗାଇକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ଗୃହପାଳିତ ପଶୁ ବୋଲି ଜଣାଯାଏ , ଲୋକ ଗାଇକୁ ପୁଜା ବି କରନ୍ତି , ବହୁତ ଲୋକଙ୍କର ମାନିବା କଥା କି ଗାଇକୁ ରୁଟି ଦେବା ତାହାର ସେବା କରିବା ଓ ତାକୁ ଘରେ ପାଳିବା ବହୁତ ଶୁଭ ହୋଇଥାଏ , ଗାଇ ଏକ ଏପରି ପଶୁ ଅଟେ ଯାହା ଭାରତର ପ୍ରତ୍ୟେକ ସଡକରେ ସହଜରେ ଦେଖିବାକୁ ମିଳିଯିବେ , ସାଧାରଣତଃ ଗାଇଗୁଡିକ ରାସ୍ତାରେ ବୁଲୁଥିବାର ନଜର ଆସେ , କିନ୍ତୁ କେଉଁ ଦୋକାନ କିମ୍ବା ଘର ଭିତରେ ନୁହେଁ , ଆଜି ଆମେ ଆପଣଙ୍କୁ ଏକ ଗାଇ ସହ ସାକ୍ଷାତ କରିବାକୁ ଯାଉଛୁ , ଯାହା କପଡାର ଦୋକାନକୁ ବହୁତ ଭଲ ପାଏ , ଏହି ଗାଇ ସବୁ ଦିନ ଏହି କପଡାର ଦୋକାନରେ ଆସି ବସିପଡେ , ଆସନ୍ତୁ ଜାଣିବା ପୁରା ମାମଲାକୁ ଓ ବିସ୍ତାରରେ ଜାଣିବା କଣ ଅଛି ଏହା ବିଷୟରେ ଅଧିକା ଜାଣିବା ପାଇଁ ।
ଏହି କିଛି ଦିନ ହେବ ଇଣ୍ଟରନେଟ୍ ରେ ବହୁତ ଅଧିକା ଭାଈରାଲ୍ ହେଉଛି ଏକ ଭିଡିଓ , ଯେଉଁ ଭିଡିଓରେ ଗାଇକୁ ଦୋକାନ ଭିତରେ ଏକ ଗଦିରେ ଆରାମ କରୁଥିବାର ନଜର ଆସୁଛି, ସୁଚନା ମୁତାବିକ ଭିଡିଓ ଆନ୍ଦ୍ର ପ୍ରଦେଶର ମ୍ୟାଡୁକୁର୍ ର ଅଟେ , ଏଠାରେ ଏକ କପଡାର ଦୋକାନ ଅଛି , ଯାହାକି ସେଠାରେ ଗାଇଟି ଦିର୍ଘ ୮ ମାସ ରୁ ସବୁ ଦିନ ଆସୁଛି, ଗାଇକୁ ସବୁଦିନ ଏହି ଦୋକାନୀ ଭଲ ପାଆନ୍ତି ଓ ସବୁ ଦିନ ୨-୩ ଘଣ୍ଟା ଏଠାରେ ସେ ବିଶ୍ରାମ କରେ , ଦୋକାନୀଙ୍କୁ ଏହି ଗାଇ ଆସିବାରେ କୌଣସି ଅସୁବିଧା ହୋଇନାହିଁ , ଦୋକାନୀ କହନ୍ତି କି ଗାଇକୁ କିଛି କ୍ଷତି ପହଞ୍ଚାଇଯାଇନଥାଏ , ଏଠାରେ ବି ସେ କିଛି ଅଳିଆ କିମ୍ବା ମଳତ୍ୟାଗ କରେ ନାହିଁ , ଯେବେ ଗାଇ ଆସେ ତେବେ ଦୋକାନୀ ତାକୁ ଚାରା ଖୁଆଇ ଥାନ୍ତି , ଓ ତାଙ୍କର ପୁଜା କରନ୍ତି , ଗାଇକୁ ଦୋକାନରେ ଆସିବା ଦ୍ୱାରା ଦୋକାନୀଙ୍କ ବହୁତ ଲାଭ ହୋଇଛି , ଏବେ ଏହି ଗାଇକୁ ଦେଖିବାକୁ ଗ୍ରାହକଙ୍କର ଭିଡ ଏକାଠି ହୋଇଯାଉଛି , ଓ ଦୋକାନକୁ ବାରମ୍ବାର ଆସୁଛନ୍ତି , ଏହିପରି ଦୋକାନୀ ଓ ଗାଇ ଦୁହେଁ ଖୁସି ଅଛନ୍ତି ।
ଏହା ଏକ ଭଲ ଉଦାହରଣ ଅଟେ କି କେଉଁ ଭଳି ମଣିଷ ଓ ପଶୁର ସହ ମିଶିକରି ସମାଜରେ ରହିବେ , ଗାଇ ସେମିତି ଏକ ଶାନ୍ତ ପଶୁ ବୋଲି ଜଣାଯାଏ , ସାଧାରଣତଃ ସେ କାହାର କିଛି ବି କ୍ଷତିସାଧନ କରେ ନାହିଁ , ଗାଇକୁ ସେବା କରିଲେ ନିଜର ଏକ ଅଲଗା ସୁଖ ହୋଇଥାଏ , ଏହାକୁ ଦେଖି ମନରେ ଅଲଗା ଶାନ୍ତି ମିଳିଥାଏ , ସେମିତି ବି ଲୋକେ କୁକୁର ପାଳିବାରେ ଲୋକେ ବହୁତ ଖୁସି ଅନୁଭବ କରନ୍ତି , ଏମିତି ମାମଲାରେ ଦୋକାନୀର ପ୍ରେମ ଦେଖିକରି ଏହି ଗାଇ ପଳାଇଆସୁଛି , ନହେଲେ ଦୋକାନୀ ଗାଇକୁ ଦେଖିବା କ୍ଷଣି ତାହାକୁ ତଡିଦିଅନ୍ତି , ତାକୁ ଦୋକାନ ମଧ୍ୟରେ ପୁରାଇବାକୁ କେହି ଭାବନ୍ତି ନାହିଁ , ସେମିତି ଏହି ମାମଲା ଉପରେ ଆପଣଙ୍କ କଣ ରାୟ ଅଛି ନିଶ୍ଚିତ କମେଣ୍ଟ ବକ୍ସରେ ଆସି ଜଣାଇବେ ।
https://youtu.be/hTFvxkSr9-o