ସବୁଦିନ ସକାଳୁ ଜଲଦି ଅଫିସ୍ ଆସି ନିଜେ ଅଫିସ ସଫା କରିଥାନ୍ତି ଏହି IAS ଅଧିକାରୀ, ଜାଣନ୍ତୁ କଣ ଅଛି କାରଣ – ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ ତାଙ୍କ ପାଇଁ..
କୁହନ୍ତି ନା କାମ ଛୋଟ କିମ୍ବା ବଡ ହୋଇନଥାଏ, ଆପଣଙ୍କୁ ଖାଲି ତାର କରିବାର ମହତ୍ତ୍ୱ ବିଷୟରେ ଜଣାଥିବା ଦରକାର , ଏବେ ଧରିନିଅନ୍ତୁ ସଫାସଫି କାମ , ଆମେ ସମସ୍ତେ ଏକ ସଫା ସୁତୁରା ମାହୋଲରେ ରହିବାକୁ ପସନ୍ଦ କରିଥାଉ , ଯେବେ ଏହି କଥା ନିଜେ ସଫାସଫି କରିବାକୁ ଆସିଥାଏ ତେବେ ଆମେ ମାନେ କୁଣ୍ଠାବୋଧ କରୁ , ଯଦି କିଏ ଘରର ସଫାସଫି କିମ୍ବା ଅଫିସ୍ କୁ ସଫା ସୁତୁରା ରଖିବାର କଥା କହିବେ ତେବେ ଆମେ ତାହା କରିବାକୁ ପସନ୍ଦ କରିନଥାଉ , କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଆଇଏଏସ୍ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଯାଉଛୁ , ଯିଏ ନିଜ କ୍ୟାବିନ୍ ରେ ଝାଡୁ ମାରୁଥିବାର ନଜର ଆସିଥିଲେ , ଓ ଏହା କରିବାପାଇଁ ସେ ଅଫିସ୍ ରେ ୧୦ ମି ପୁର୍ବରୁ ପହଞ୍ଚିଯାଆନ୍ତି ।
ସାକ୍ଷାତ କରନ୍ତୁ ଡାକ୍ତର ଅଜୟ ଶଙ୍କର ପାଣ୍ତେ , ଉତ୍ତର ପ୍ରଦେଶରେ ରହୁଥିବା ଅଜୟ ସବୁଦିନ ନିଜ ଅଫିସ୍ ରେ ୧୦ ମିନିଟ୍ ପୁର୍ବରୁ ଆସି ପହଞ୍ଚିଯାଆନ୍ତି , ଯାହାଦ୍ୱାରା ସେ ନିଜ କ୍ୟାବିନ୍ ର ସଫାସଫି କରିପାରିବେ , ଯେଉଁଥିରେ ଝାଡୁ ମାରିବା ସହ ପୋଛା ମାରିବା ବି ସାମିଲ୍ ଅଛି , ଅଜୟ କହନ୍ତି କି ଏହାର ଆରମ୍ଭ ୧୯୯୩ ରେ ହୋଇଥିଲା, ଯେବେ ସେ ଆଗରାର ଏତ୍ମାଦପୁର ରେ ଏସ୍ ଡିଏମ୍ ଥିଲେ, ତେବେ ସେଠାରେ ସଫାଇ କର୍ମଚାରୀ ହଡତାଲରେ ଚାଲିଯାଇଥିଲେ, ଏମିତିରେ ଅଜୟ ନିଜେ ଝାଡୁ ହାତରେ ନେଇଥିଲେ , ଓ ସଫାସଫି କରିବାକୁ ଲାଗିଲେ , ଷ୍ଟାର୍ଟିଙ୍ଗ୍ ଯେବେ ତାଙ୍କୁ ସମସ୍ତଙ୍କୁ ଝାଡୁ ପୋଛା କରିବାକୁ କୁହାଗଲା ତେବେ ସମସ୍ତେ ହସିବାକୁ ଲାଗିଲେ , ଏମିତିରେ ସମସ୍ତଙ୍କ ପାଇଁ ସେ ଏକ ଉଦାହରଣ ହୋଇ ସଫାସଫି କାମ ଆରମ୍ଭ କରିଦେଲେ , ଏତେ ବଡ ଅଫିସର ହୋଇ ଝାଡୁ ଲଗାଉଥିବାର ଦେଖି ସମସ୍ତେ କାମ କରିବାକୁ ଲାଗିଲେ ,
ଅଜୟ କହନ୍ତି କି ସଫା ସଫି କରିବା କେଉଁ ଖରାପ କାମ ନୁହେଁ , ଆମେ ନିଜ ଘରେ ଝାଡୁ ଲଗାନ୍ତି , ଏହି ଘଟଣାପରେ ସେ ସ୍ୱଚ୍ଚତା ଅଭିଯାନ ପହେଲ୍ ବାହାର କଲେ , ସବୁ ଲୋକ ରାସ୍ତାକୁ ଆସିଗଲେ , ଓ ସହରରେ ଜମା ହୋଇଥିବା ଅଳିଆକୁ ସଫା କରିବାକୁ ଲାଗିଲେ , ଏହି ନଜରାଦେଖିକରି ସବୁ ସଫାଇ କର୍ମଚାରୀ ଚୁପ୍ ଚାପ୍ କାମ କରିବାକୁ ଲାଗିଲେ , ଅଜୟଙ୍କ ନିଳମ୍ବନ ଆଉ କେଉଁଠି ହୋଇଯାଉ ,ତାଙ୍କ ଅଫିସ୍ ବାହାରେ ଏକ ବୋର୍ଡରେ ଲେଖାଯାଇଛି କି ନିଜେ ସଫା କରନ୍ତୁ , ମଇଳା କରି ମୋର କାମ ନ ବଢାନ୍ତୁ , ନିଜ କ୍ୟାବିନ୍ ରେ କେଉଁ ସଫାଇ ବାଲା ବ୍ୟକ୍ତିଙ୍କୁ ପ୍ରବେଶ କରିବାକୁ ଦିଅନ୍ତି ନାହିଂମ୍ , ସବୁ କାମ ନିଜେ କରିଥାନ୍ତି , ଯାହାପାଇଁ ସେ ଅଫିସ୍ ୧୦ ମି ପୂର୍ବରୁ ପହଞ୍ଚିଯାଆନ୍ତି ।