November 17, 2024

Odia Express

Here, There and Everywhere

ଆପଣଙ୍କ ନାକ ଖୋଲିଥାଏ ଆପଣଙ୍କ ବିଷୟରେ ଏକ ଅନୋଖା ରହସ୍ୟ , ଏମିତି ଜାଣନ୍ତୁ ଭବିଷ୍ୟତର ସବୁ କଥା..

ସବୁ ବ୍ୟକ୍ତିର ନାକର ଗଢଣ ଅଲଗା ଅଲଗା ପ୍ରକାରର ହୋଇଥାଏ,  କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣଙ୍କ ନାକର ଗଢଣ ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ କିଛି କଥା ଜାଣିପାରିବେ , ହଁ ଆଜ୍ଞା ଆପଣଙ୍କୁ ଶୁଣିଲେ ଟିକିଏ ଅଜବ ଲାଗିବ କିନ୍ତୁ ଏହା ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ , ଆଜି ଆମେ ଆପଣଙ୍କୁ ନାକର ଗଢଣ ବିଷୟରେ କିଛି ଏପରି କଥା କହିବୁ , ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଓ ଏହା ଦ୍ୱାରା ଆପଣଙ୍କୁ ବହୁତ ପସନ୍ଦ ବି ଲାଗିପାରେ , ଏବେ ଆପଣଙ୍କୁ ଏହି ସବୁ ବିଷୟରେ ବିସ୍ତାରରେ କହିବୁ ।

୧) ଚେପେଟା ନାକ ବାଲାଙ୍କର ସ୍ୱଭାବ : ଜଣେଇଦେବୁ କି ଯେଉଁ ଲୋକଙ୍କର ନାକ ଚେପେଟା ହୋଇଥାଏ ତେବେ କେଉଁ କଥାରେ ରାଗିଗଲେ ତାଙ୍କୁ ଶାନ୍ତ କରିବାରେ ଅସୁବିଧା ହୋଇଥାଏ । ଏହି ସମୟରେ ଏମାନଙ୍କ ସ୍ୱଭାବ ବହୁତ ଖରାପ ହୋଇଥାଏ , ଏହି ସମୟରେ ଏମାନଙ୍କ ସହ କଥାବାର୍ତ୍ତା କରିବା ସମ୍ଭବପର ହୋଇପାରେ ନାହିଂମ୍ , ଏହି ଲୋକଙ୍କର ଏକ ଭଲ ଅଭ୍ୟାସ ହୋଇଥାଏ କି ଏମାନେ ସବୁବେଳେ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଚେଷ୍ଟିତ ରୁହନ୍ତି ।

୨) ଚଉଡା ନାକ ବାଲାଙ୍କର ସ୍ୱଭାବ : ଆପଣଙ୍କୁ ଜଣେଇଦେବୁ କି ଯେଉଁ ଲୋକଙ୍କର ନାକ ଚଉଡା ହୋଇଥାଏ ସେମାନେ ଯେ କୌଣସି ସମସ୍ୟାକୁ ବୁଝେଇପାରିବେ , ହଁ ଆଜ୍ଞା କହିଦେବୁ କି ଏହି ଲୋକେ ଅଲଗା ପ୍ରକାରର ଜିଜ୍ଞାସା ରହିଥାଏ , ଏମାନେ ଦୁନିଆଁର ସବୁ ଜିନିଷ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି , ଓ ଏମାନଙ୍କୁ ନୁଆ ନୁଆ ଜିନିଷ ବିଷୟରେ ଜାଣିବାକୁ ଇଚ୍ଛା ରଖନ୍ତି , ବୋଧେ ଏହି କାରଣରୁ ଏମାନେ ଜଲଦି ଲୋକଙ୍କ ଦ୍ୱାରା ଆକର୍ଷୀତ ହୋଇଥାନ୍ତି ।

୩) ଲମ୍ବା ନାକ ବାଲାଙ୍କର ସ୍ୱଭାବ : ବହୁତଥର ଦେଖିଥିବେ କି ବହୁତ ଲୋକ ନାକ ଲମ୍ବା ହୋଇଥାଏ , ଏହି ଲୋକଙ୍କର ବିଷୟରେ କୁହାଯାଏ କି ଏହି ଲୋକଙ୍କୁ କିଏ ହେଲେ ବି ଦବାଇକରି ରଖିପାରିବେ ନାହିଁ , କିନ୍ତୁ ଏମାନଙ୍କ ଅହଂଙ୍କାର ଏମାନଙ୍କ ନାକ ପରି ଉଚ୍ଚା ହୋଇଥାଏ , ଏମାନେ ବହୁତ ସ୍ୱାଭିମାନୀ ହୋଇଥାନ୍ତି , କହିବାକୁ ଗଲେ କାମ ବାହାର କରିବାକୁ ଏମାନେ ଅଧିକା ପ୍ରାଥମିକତା ଦେବାକୁ ପଡିଥାଏ ।

୪) ନାକର ଉପର ଭାଗ ଓ ତଳ ଭାଗ ସମାନ ରହିଥିବା ଲୋକଙ୍କର ସ୍ୱଭାବ : ଜଣେଇଦେବୁ କି ବହୁତ ଲୋକଙ୍କର ନାକର ଉପରି ଭାଗ ଓ ତଳ ଭାଗ ଏକା ସମାନ ହୋଇଥାଏ , କିନ୍ତୁ ଏମାନଙ୍କ ସ୍ୱଭାବ ସଂୟମତା ଉପରେ କାମ କରିନଥାଏ , ଏହି ଲୋକଙ୍କର କାମ କରିବା ସହ ଫଇସଲା ନେବାରେ ବ୍ୟସ୍ତତା ରହିଥାଏ , ଏହି ଲୋକଙ୍କର ଏକ ଭଲ କଥା ଏହା ହୋଇଥାଏ କି ଏମାନେ ନେତୃତ୍ୟ ନେବାରେ ଯୋଗ୍ୟତା ରଖିଥାନ୍ତି ,

୫) ଜଣେଇଦେବୁ କି ଯେଉଁ ଲୋକଙ୍କର ନାକ ଚଉଡା ହୋଇଥାଏ ସେମାନେ ଭିତରୁ ଅନୁଭବ କରିବାର ଯୋଗ୍ୟତା ବହୁତ ଭଲ ହୋଇଥାଏ , ଏହା ଛଡା ଏହି ଲୋକ ବହୁତ ଭଲ ବେପାରୀ ବି ହୋଇଥାନ୍ତି , ହଁ ଆଜ୍ଞା ଏହି ଲୋକ କେଉଁ ବି ଅସୁବିଧାକୁ ସହଜରେ ସମାଧାନ କରିପାରନ୍ତି ,

 

 

Leave a Reply

Your email address will not be published. Required fields are marked *