ଘରେ ବସି ୨୫ ହଜାର ରୋଜଗାର କରିବାର ମଉକା ଦେଉଛନ୍ତି ଇଶା ଅମ୍ବାନୀ , ଖାଲି କରିବାକୁ ହେବ ଏହି କାମ..
1 min readଏହି କଥା ଆମେ ସମସ୍ତେ ଜାଣିଛେ କି ଜିଓ ନିଜର ପ୍ଲାନକୁ ନେଇ ଟେଲିକମ୍ ମାର୍କେଟ୍ ରେ ତେହଲକା ମଚାଇଦେଇଛି , ଏମିତି ଶସ୍ତା ତାରିଫ୍ ପ୍ଲାନ୍ ପାଇଁ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି , କିନ୍ତୁ ଆଉଥରେ ଖୁସିଖବର ଆସିଛିକି ଜିଓ ଲଞ୍ଚ କରିବାକୁ ଥିବା କମ୍ପାନୀରେ ଆୟ କରିବାର ମଉକା ଦେଉଛି , ଏବେ ଆପଣଅ କମ୍ପାନୀ ସହ ଯୋଡି ହୋଇ ୨୫-୩୦ ହଜାର କମାଇପାରିବେ , ଏବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ , ଆପଣଙ୍କୁ କହିଦେବୁ କି ଏହା ପାଇଁ କୌଣସି ପରିଶ୍ରମ କରିବାକୁ ପଡିବ ନାହିଁ ।କହିଦେବୁ କି ଜିଓ ନେଟୱର୍କ ମଜବୁତ୍ କରିବାପାଇଁ ନୁଆ ଟାୱାର ଲଗାଇବାକୁ ଯାଉଛନ୍ତି , ଯାହା ଦ୍ୱାରା କଲ୍ ଡ୍ରପିଙ୍ଗ୍ ସମସ୍ୟା ଓ ଇଣ୍ଟରନେଟ୍ ସମସ୍ୟା ଦୂର ହୋଈଯିବ , ଏହି ନେଟୱର୍କ ଲଗାଇପାଇଁ କମ୍ପାନୀ ପୁରା ୭୪ ହଜାର କୋଟି ଟଙ୍କା ନିବେଶ କରିବାକୁ ଯାଉଛି , ଏଥିରେ ୧୬ ହଜାର କୋଟି ନିବେଶ ଏୟାରଟେଲ୍, ଓ ୫୦ ହଜାର କୋଟି ଜିଓ କରୁଛି , କମ୍ପାନୀର ଏହି ପଦକ୍ଷେପରେ ଗ୍ରାହକଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ।
ସେମିତି ଆପଣଙ୍କୁ କହିଦେବୁ କି ଜିଓ ନୁଆ ବିତ୍ତ ବର୍ଷ ମାନେ ୧ ଅପ୍ରେଲ୍ ୨୦୨୦ ରୁ ଦେଶରେ ଏକ ଲକ୍ଷ ଟାୱାର୍ ଲଗାଇବ , କହିଦେବୁ କି ଯେବେ ଜିଓ ଲଞ୍ଚ ହୋଇଥିଲା ତେବେ ସେ ଟାୱାର୍ ଲଗାଇବାପାଇଁ ଏକ ବଡଧରଣର ଇନଭେଷ୍ଟ କରିଥିଲେ , ଏବେ ଆଉଥରେ ସେ କମ୍ପାନୀ ନିବେଶ କରୁଛି ।
ଯଦି ଆପଣଙ୍କ ପାଖରେ ଜାଗା ଅଛି ତେବେ ମୋବାଇଲ୍ ଟ୍ୱାୱାର୍ ପାଇଁ ଆବେଦନ କରିପାରିବେ , ହଁ ଆଜ୍ଞା ଏହି କମ୍ପାନୀ ତରଫରୁ କରାଯାଊଥିବା ପୁରା ପକ୍ରିୟା ପରେ ଏହା ସ୍ୱିକାର କରାଯିବ କି ଆପଣଙ୍କୁ ସବୁ ମାସ ୨୫-୩୦ ହଜାର ଟଙ୍କା ଇନକମ୍ କରିବାର ଅଛି , କମ୍ପାନୀ ତରଫରୁ ଟାୱାର୍ ଲଗାଇବାପରେ ଦିଆଯାଇଥିବା ଟଙ୍କା ଗ୍ରାମିଣ ଓ ସହରୀ କ୍ଷେତ୍ରରେ ଅଲଗା ଅଲଗା ହୋଇପାରେ , ଧ୍ୟାନ ରଖନ୍ତୁ କି ଏହି ଆବେଦନ ଆପଣଛାତରେ ଲଗାଇଲେ କମ୍ ସେ କମ୍ ୫୦୦ ବର୍ଗ ଫୁଟ୍ ହେବା ଆବଶ୍ୟକ , ଯଦି ଆପଣଙ୍କ ପାଖରେ ଫ୍ଲାଟ୍ ଅଛି ତେବେ କମ୍ ସେ କମ୍ ଏରିଆ ୨୦୦୦ ବର୍ଗ ଫୁଟ୍ ହେବା ଦରକାର ।
ଯଦି ଆପଣଙ୍କ ପାଖରେ ଏତେ ଯାଗା ଅଛି ତେବେ ମୋବାଇଲ୍ ଟାୱାର୍ ଲଗାଉଥିବା କମ୍ପାନୀ ଗୁଡିକ , ଯେପରି ଇଂଣ୍ତସ୍ ଟାୱାର୍ସ , ଆମେରିକାନ୍ ଟାୱାର୍ କର୍ପୋରେସନ୍ , ଏଟିସି , ବାୟୋମ୍ , ଜିଟିଏଲ୍ ଓ ନିଜ ପ୍ରୋପଟି ଯୋଡି ହୋଇଥିବା ସୁଚନା ଦେବେ , ଯାହା କି ଫ୍ଲାଟ୍ ଛାତ , ପ୍ରୋପଟି ରେଜିସିଷ୍ଟ୍ରେସନ , ସେମିତି କେଉଁ କ୍ଷେତ୍ରରେ ଆପଣଙ୍କ ସୁଚନା ଥିବା ଦରକାର ,ଏହି କମ୍ପାନୀ ଗୁଡିକ ତରଫରୁ ସହର କ୍ଷେତ୍ରରେ ସାଧାରଣ ଭଡା ୨୫-୩୦ ହଜାର ପର୍ଯ୍ୟନ୍ତ ହେବ । ଯଦି ସୋଇଲ୍ ଟେଷ୍ଟିଙ୍ଗ୍ ଓ ଲୋକେସନ୍ ଆଦି ଟେଷ୍ଟିଙ୍ଗ୍ ପରେ ଆପଣଙ୍କ ପ୍ରୋପଟି ବଛା ହୋଇଛି , ତେବେ ଏହା ଦ୍ୱାରା ଟାୱାର୍ ଲଗାଇଲେ ପୁରା ଖର୍ଚ୍ଚ କମ୍ପାନୀ ଉଠାଇବ , ଓ ଏହା ଦ୍ୱାରା ଘରେ ବସି ପୁରା ଖର୍ଚ୍ଚ କମ୍ପାନୀକୁ ଉଠାଇବା ସହୟ ହୋଇଯାଏ , ଆପଣ ନିଜେ କୁହନ୍ତୁ ଭଲ ଲାଗିଲା ନା ନାହୀଂ ପ୍ଲାନ୍ ଟା ।