February 6, 2025

Odia Express

Here, There and Everywhere

କର୍ଣ୍ଣାଟକ ବନ୍ୟାରେ ବୁଡିରହିଥିବା ବ୍ରିଜ୍ ଉପରେ ଆମ୍ବୁଲାନ୍ସ ସହ ୧୨ ବର୍ଷର ପିଲାଟି କିଛି ଏପରି କାମ କରିଲା , ଆଜି ମିଳୁଛି ତାକୁ ସାରା ବିଶ୍ୱ ପ୍ରଶଂସା କରୁଛି..

1 min read

ଛୁଆ ମନର ସଚ୍ଚା ହୋଇଥାନ୍ତି , ସେମାନେ ବିନା କିଛି ସ୍ୱାର୍ଥରେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାପାଇଁ ପ୍ରସ୍ତୁତ ରୁହନ୍ତି , ଏମିତିରେ ଆଜି ଆମେ ଆପଣଙ୍କୁ ଏକ ବାହାଦୁର ଛୁଆର ବିଷୟରେ କହିବାକୁ ଯାଉଛୁ , ଯିଏକି ନିଜ ବାହାଦୁରୀ ପାଇଁ ଏହି ଦିନ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି , ଏହି ଘଟଣା କର୍ଣ୍ଣାଟକର ରାୟଚୁର ଜିଲ୍ଲାର ଏକ ଛୋଟ ଗାଁ ହରିୟାନକୁଂପେର ଅଟେ , ଏହି ଗାଁରେ କିଛି ଦିନ ହେବ ବନ୍ୟାର ପରିସ୍ଥିତି ଉପୁଜିଥିଲା , ଗାଁରେ ଏହିପରି ବନ୍ୟାଜଳ ପଶିଯାଇଥିଲା କି କିଛି ଲୋକେ ଆଉ ଏକ ଗାଁକୁ ଛାଡି ଚାଲିଯାଇଥିଲେ,  ଏମିତି ସମୟରେ ଏକ ଆମ୍ବୁଲାନ୍ସ ବ୍ରିଜ୍ ରେ ପାର୍ ହେଉଥିବାର ଦେଖାଯାଇଥିଲା,  ଏବେ ସମସ୍ୟା ଥିଲା କି ଆମ୍ବୁଲାନ୍ସ ଗାଁ ଲୋକଙ୍କ ସହ ସେମିତି ପରିଚିତ ନଥିଲା,  ଉପରେ ରୋଡ୍ ରେ ବହୁତ ପାଣି ଭରିରହିଥିଲା , ଏମିତିରେ ତାକୁ ଏହି କଥାର ଡର ଥିଲା କି ସେ ଭୁଲ୍ ଗାତରେ ଆମ୍ବୁଲାନ୍ସର ଚକା ଚଢାଇଦେଇଥିଲା , ଏମିତିରେ ୧୨ ବର୍ଷର ଛୁଆ ଭେଙ୍କଟେଶ ନାମକ ପୁଅଟିକୁ ପଚାରିଲେ କି ଏଠାରୁ ବାହାରକୁ ଯିବାର  ରାସ୍ତା କେଉଁଆଡେ ଅଛି ।

ଏମିତିରେ ଭେଙ୍କଟେଶ ନା କେବଳ ଆମ୍ବୁଲାନ୍ସକୁ ରାସ୍ତା ଦେଖାଇଲା ବରଂ ବନ୍ୟାର ପାଣିରୁ ଆମ୍ବୁଲାନ୍ସକୁ ଆଗକୁ ଯିବାକୁ କହିଲା ଯାହା ଦ୍ୱାରା ଆମ୍ବୁଲାନ୍ସଟି ସଠିକ୍ ଭାବେ ବନ୍ୟା ଜଳ ଅତିକ୍ରମକରିଲା , ଏହି ସମୟରେ ୧୨ ବର୍ଷୀୟ ଭେଙ୍କଟେଶ ବହୁତ ଜାଗାରେ ପଡିଯାଇଥିଲା,  କିନ୍ତୁ ଏହି କଥାର ଚିନ୍ତା ନଥିଲା କି ସେ କେମିତି ଅଛି , ସେ ଆମ୍ବୁଲାନ୍ସକୁ ପାର୍ କରାଇଦେଲା , ଏହା ଦ୍ୱାରା ଆମ୍ବୁଲାନ୍ସରେ ଥିବା କର୍ମଚାରୀ ଓ ରୋଗୀର ଜୀବନ ବଞ୍ଚିପାରିଲା , ଏହି ଘଟଣା ପୁରା ଗାଁର କିଛି ଲୋକେ ଭେଙ୍କଟେଶର ବାହାଦୂରି ପାଇଁ ମୋବାଇଲ୍ ରେ ଭିଡିଓ ଉତ୍ତୋଳନ କରିଦେଲେ , ଏହାପରେ ଦେଖୁ ଦେଖୁ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଗଲା , ଏହାପରେ ଯେବେ ଜଣା ପଡିଲା କି ଏହି ଛୁଆଟି ସବୁ କରିଛି , ତେବେ ଉପରିସ୍ଥ ଅଧିକାରୀମାନେ ଭେଙ୍କଟେଶକୁ ଡାକିକରି ସମ୍ମାନିତ କରିଥିଲେ ।

ଭେଙ୍କଟେଶ ଏବେ ହରିଆନକୁଂପେ ସରକାରୀ ସ୍କୁଲ୍ ରେ ୬ଷ୍ଠ କ୍ଲାସ୍ ରେ ପଢୁଛି , ଗାଁ ଲୋକଙ୍କର କହିବା କଥା କି ଏହି ନଦୀର ପାଖରେ ସେ ଖେଳକୁଦ କରିଥାଏ , ଯାହାର କାରଣରୁ ତାକୁ ଏହି ଜାଗା ବିଷୟରେ ସୁଚନା ଅଛି, ଏହି କାରଣରୁ ସେ ବନ୍ୟାରେ ବୁଡିରହିଥିବା ବ୍ରିଜ୍ ରେ ଆମ୍ବୁଲାନ୍ସକୁ ସଠିକ୍ ରାସ୍ତା ଦେଖାଇପାରିଥିଲା , ସୁଚନା ଅନୁସାରେ ଭେଙ୍କଟେଶ ଏକ ମହିଳାକୁ ବୁଡିବାରୁ ବଞ୍ଚାଇଛି, କିନ୍ତୁ ଏବେ ବନ୍ୟାର ପରିସ୍ଥିତି ସକାଶେ ଭେଙ୍କଟେଶ ଓ ତାଙ୍କ ପରିବାର ଲୋକେ ହରିଆନକୁଂପେ ର ୟାଦାଗିର୍ ନିଜ ସଂମ୍ପର୍କିୟଙ୍କ ଘରକୁ ଚାଲିଯାଇଛନ୍ତି , ଭେଙ୍କଟେଶଙ୍କ ବାପା ହରିଆନକୁଂପେର ଏକ ଗରିବ ଚାଷୀ ଅଟନ୍ତି , ରାୟଚୁର ଜିଲ୍ଲାର ଅଧିକାରୀ ଭେଙ୍କଟେଶର ଏହି ବାହାହୁରୀ ପାଇଁ ପୁରସ୍କାର ଦେବାର ପ୍ଲାନ୍ କରିଛନ୍ତି , ଯେବେ ଭେଙ୍କଟେଶଙ୍କୁ ଏହି ବିଷୟରେ ପଚାରଗଲା ତେବେ ସେ କହିଳା କି ଆମ୍ବୁଲାନ୍ସ ଡ୍ରାଇଭର ମୋତେ ପଚାରିଲା କି ଏହି ନଦୀକୁ ପାର୍ କରିବାପାଇଁ କେଉଁ ରାସ୍ତା ଅଛି ? କଣ ଏହି ବ୍ରିଜ୍ ଉପରେ ସେ ଗାଡିକୁ ନେଇପାରିବ ? ଏମିତିରେ ମୁଁ ତାକୁ ରାସ୍ତା ଦେଖାଇଦେଲି , ମୋତେ ଜଣା ନଥିଲା କି ମୁଁ ସାହାଯ୍ୟ କରିବା ବି ବାହାଦୁରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *