March 12, 2025

Odia Express

Here, There and Everywhere

୧୦ ବର୍ଷରୁ କଷ୍ଟରେ ବଞ୍ଚୁଥିଲେ ଝିଅ, ଜାଣନ୍ତୁ ଅଜବଧରଣର ରୋଗ ବିଷୟରେ ..

ବୋଧେ ଏହି କଥା ଉପରେ କେବେ ଧ୍ୟାନ ଦେଇନଥିବେ କି ଆମେ ଯେତେ ବି ଉନ୍ନତି କରିଥାଉ ସେତେ ନୁଆ  ନୁଆ ସମସ୍ୟା ମାନ ଦେଖାଯାଇଥାଏ , ଆସିବା ଦିନରୁ ବୈଜ୍ଞାନିକମାନେ ନୁଆ ନୁଆ ରୋଗର ନିରାକରଣ କରୁଛନ୍ତି ବୋଲି କହିଥାନ୍ତି କିନ୍ତୁ ନୁଆ ନୁଆ ରୋଗମାନେ ଆସିଯାଆନ୍ତି ଯାହାର ବିଷୟରେ ଆପଣ କେବେ ଶୁଣିନଥିବେ , କିଛି ଏପରି ବହୁତ ଅଜବ ଧରଣର ରୋଗ ୧୦ ବର୍ଷରୁ ଏକ ଛୁଆର ଛୋଟବେଳରୁ ଦେଖାଦେଇଥିଲା , ଓ ଲଗାତାର ସେ କଷ୍ଟରେ ଜୀବନ କାଳତିପାତ କରୁଛି ।ପାକିସ୍ଥାନରେ ରହୁଥିବା ଏହି ଝିଅଟି ଖାଇବା ପିଇବା ଓ ଟୟଲେଟ୍ ଯିବାରେ ବି ଅସମର୍ଥ ଅଟେ , ଏହି ସବୁ ପାଇଁ ସେ ସାହାଯ୍ୟ ନେବାକୁ ପଡିଥାଏ , ଆପଣଙ୍କୁ କହିଦେବୁ କି ଏହି ରୋଗର କାରଣରୁ ଏହି ଝିଅର ମୁଣ୍ତ ୯୦ ଡିଗ୍ରୀ ଆଙ୍ଗେଲ୍ ପର୍ଯ୍ୟନ୍ତ ବୁଲିଯାଉଛି , ଯାହାର କାରଣରୁ ସେ ଠିକ୍ ରେ ବସିପାରେ ନା ଚାଲିପାରେ , କୁହାଯାଉଛି କି ନିଜ ଛୁଆର ଚିକିତ୍ସା ପାଇଁ ମା ବାପା ଦୁହେଁ ବହୁତ ଡାକ୍ତରଙ୍କୁ ଦେଖାକରିଥିଲେ ଯେଉଁଥିରେ ସେ କହିଥିଲେ କି ତାଙ୍କ ଛୁଆ ମିଠିର ଚିକିତ୍ସା ହୋଇପାରିବ ନାହିଁ ।

ବାପାଙ୍କ ପାଇଁ ନିଜ ଛୁଆର ଏପରି ଅବସ୍ଥା ଦେଖି ସେ ବହୁତ ଦୁଃଖିତ ହୋଇଛନ୍ତି , ଅନ୍ୟ ଡାକ୍ତରମାନେ ତାଙ୍କୁ ଉପଦେଶ ଦେଇଛନ୍ତି କି କରାଚୀରେ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ସେଣ୍ଟରରେ ଯାଆନ୍ତୁ ଓ ସେଠାରେ ଚିକିତ୍ସା କାଳେ ସମ୍ଭବପର ହୋଇପାରିବ , କିନ୍ତୁ ଏତେ ପଇସା ତାଙ୍କ ପାଖରେ ନାହିଁ ଯେଉଁଠି ସେ ଝିଅଟି ଚିକିତ୍ସା କରାଯାଇପାରିବ , ଯେବେ ଅଫସିନ୍ ଙ୍କ ଜନ୍ମ୍ ହୋଇଥିଲା ତେବେ ସେହି ସମୟରେ ନିଜ ବାକି ୬ ଟି ଭାଇ ଭଉଣୀଙ୍କ ପରି ସାମାନ୍ୟ ଥିଲେ କିନ୍ତୁ ଆଠ ମାସ ପରେ ସେ ତଳେ ପଡିଯାଇଥିଲେ , ଓ ତାଙ୍କର ବେକରେ ଆଘାତ ଲାଗିଲା , ତେବେ ପଇସାର ଅସୁବିଧା କାରଣରୁ ସେ ମେଡିକାଲ୍ ରେ ଦେଖାଇବା ପରିବର୍ତ୍ତେ ଆଖପାଖରେ ବୈଦଙ୍କ ପାଖରେ ଚିକିତ୍ସା କରାଇଥିଲେ ।

କହିଦେବୁ କି ଅଫସିନ୍ ଆଗ ଅପେକ୍ଷା ବଡ ହୋଇସାରିଛି, ତାର ରୋଗ ଆହୁରି ବଢିବାରେ ଲାଗିଛି,  ଓ ଏବେ ତାର ହାଲତ ଏପରି ହୋଇଯାଇଛି କି ଏବେ ଛୁଆଙ୍କ ଭଳି ଆଉ ଖେଳକୁଦ କରିପାରିବ ନାହିଁ , ସେ ଏବେ ଘରେ ଗୋଟେ କୋଣରେ ବସି ରହିବା ପରିସ୍ଥିତିରେ ଆସି ପହଞ୍ଚିଛି,  ତାର ରୋଗର କାରଣରୁ ଆଖପାଖର ଲୋକ ଅଜବ ନଜରରେ ଦେଖୁଛନ୍ତି , ଓ ବାକି ଛୁଆ ତାକୁ ଦେଖିଲେ ଡରୁଛନ୍ତି ।

Leave a Reply

Your email address will not be published. Required fields are marked *