June 26, 2025

Odia Express

Here, There and Everywhere

ଚିତା ଜଳିବାକୁ ଥିଲା, ତେବେ ହଠାତ୍ ମୃତ ବ୍ୟକ୍ତିର ନିଶ୍ୱାସ ଚାଲିବାକୁ ଲାଗିଲା , ତାପରେ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ…

1 min read

ଏହି ଦୁନିଆଁ ଏତେ ବଡ ଅଟେ କିନ୍ତୁ କିଏ ବି ବିନା ଚମତ୍କାରରେ ଏହା ମାନିବାକୁ ପ୍ରସ୍ତୁତ ନୁହେଁ କି ଯେବେ ନିଜେ ଆଖିରେ ତାହା ଦେଖିବ , ଓ ତାହା ଉପରେ ବିଶ୍ୱାସ ବି କରିବ , ଏମିତି ଏକ ଚମତ୍କାର ବନାରସରେ ହୋଇଥିଲା , ମୃତ ବ୍ୟକ୍ତିର ଚିତାରେ ଶୁଆଇବା କ୍ଷଣି ତାହା ମଧ୍ୟରେ ଆଉଥରେ ନିଶ୍ୱାସ ଫେରିଆସିଲା , ଯାହାକୁ ଦେଖିକରି ତାଙ୍କର ସଂମ୍ପର୍କିୟ ମାନେ ଚମକି ଉଠିଲେ , ଆସନ୍ତୁ ଜାଣିବା ପୁରା ଘଟଣା ସଂମ୍ପର୍କିତ ଖବର ଉପରେ ।ଶ୍ମଶାନଘାଟରେ ଅଣାଯାଇଥିବା ୨୧ ବର୍ଷୀୟ ବ୍ୟକ୍ତି ପୁଣି ଆଉଥରେ ଜୀବିତ ହୋଇଯିବାର ଦେଖି ଆଖପାଖ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ,  ୨୧ ବର୍ଷୀୟ ବ୍ୟକ୍ତି ଏକ ସଡକ ଦୂର୍ଘଟଣାରେ ବହୁତ ଆଘାତପ୍ରାପ୍ତ ହୋଇଥିଲେ,  ଯାହାପରେ ତାଙ୍କୁ ବିଏଚ୍ ୟୁ ମେଡିକାଲ୍ ରେ ଭର୍ତ୍ତି କରାଯାଈଥିଲା , କିନ୍ତୁ ଡାକ୍ତରମାନେ ନାନାଦି ପରୀକ୍ଷଣ କରିବାପରେ ତାଙ୍କୁ ମୃତ ଘୋଷିତ କରିଦେଇଥିଲେ,

ତାପରେ ତାଙ୍କ ସହ-ସଂମ୍ପର୍କିୟ ଲୋକେ ତାଙ୍କୁ ଦାହ କରିବାକୁ ଶ୍ମଶାନଘାଟ ନେଇଯାଇଥିଲେ , ସେଠାରେ ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରାଯାଇଥିଲା , ଓ ବହୁତ ସଂମ୍ପର୍କିୟମାନେ ତାଙ୍କର ଚାଲିଯିବା ଶୋକରେ କାନ୍ଦୁଥିଲେ,  କାରଣ ସେ ମାତ୍ର ୨୧ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ,ବନାରସର ଗଙ୍ଗାଘାଟରେ ବୁଧବାର ଦିନ ଯେବେ ସଂନ୍ଧ୍ୟାରେ ତାଙ୍କ ଶରୀରରେ ଚିତାରେ ଶୁଆଇଦିଆଯାଇଥିଲା , ପ୍ରଥମେ ଗଙ୍ଗା ମାତାଙ୍କର ଜଳରେ ଗାଧୁଆ ହୋଇଥିଲା,  ଯେପରି ପାଣି ଶରୀରରେ ପଡିଲା , ତେବେ ଶରୀରରେ ନିଶ୍ୱାସ ପ୍ରଶ୍ୱାସ ଆସିବାକୁ ଲାଗିଲା , ତାଙ୍କର ଶରୀରରେ କିଛି ହରକତ୍ ହେବାର ଦେଖି ତାଙ୍କର ସଂମ୍ପର୍କିୟ ମାନେ ଖୁସି ହୋଇଯାଇଥିଲେ , ଓ ତାଙ୍କୁ ପାଖ ବିଏଚ୍ ୟୁ ମେଡିକାଲ୍ ରେ ଆଉଥରେ ଭର୍ତ୍ତି କରାଇଥିଲେ ,

ବିଏଚ୍ ୟୁ ରେ ତୁରନ୍ତ ଡାକ୍ତରମାନେ ତାଙ୍କର ଚିକିତ୍ସା ଆରମ୍ଭ କରିଦେଇଥିଲେ , ଯେପରି ଚିକିତ୍ସା ଆରମ୍ଭ ହେଲା ପୁଣି ଆଉଥରେ ୧୫ ମିନିଟ୍ ପରେ ତାଙ୍କୁ ମୃତ ଘୋଷିତ କରିଦିଆଗଲା,  ଡାକ୍ତରମାନେ ପରିଶେଷରେ ସବୁ ଯାଞ୍ଚ କରିବାପରେ ଏହା ଘୋଷଣା କଲେ କି ଏହି ବ୍ୟକ୍ତି ପୁରା ମୃତ ହୋଇସାରିଛି, ତାଙ୍କ ସଂମ୍ପର୍କିୟଙ୍କ ମାନିବା କଥା କି କେବଳ ୧୫ ମିନିଟ୍ ପାଇଁ ତାଙ୍କର ନିଶ୍ୱାସ ଫେରିଆସିଥିଲା ଯାହାକି କେଉଁ ଚମତ୍କାରରୁ କମ୍ ନୁହେଁ , ଯାହାକୁ ଦେଖି ଆଖପାଖ ଲୋକେ ଯେତେ ବି ଦୁଃଖୀ ଥିଲେ ସେତେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ ।

୨୧ ବର୍ଷୀୟ ବ୍ୟକ୍ତିର ନାଁ ବିକାଶ ଥିଲା , ସେ ବନାରସରେ ବହୁ ବର୍ଷ ହେଲା ପାଣିର ସପ୍ଲାଇ କରୁଥିଲା , ସେହି ଦିନ ସେ ନିଜ କାମରେ ବାହାରକୁ ଯାଇଥିଲା କିନ୍ତୁ ଦୁଃର୍ଭାଗ୍ୟବଶତଃ ତାଙ୍କର ଦୁର୍ଘଟଣା ହୋଇଗଲା , ଯାହାପରେ ତାଙ୍କୁ ମେଡିକାଲ୍ ରେ ଦୁଇ ଦିନ ରଖାଯାଇଥିଲା,  ଓ ଦୁଇ ଦିନ ପରେ ତାଙ୍କୁ ମୃତ ଘୋଷିତ କରିଦେଲେ , ଦୁର୍ଘଟଣା ପରେ ଏକ ମଡୁ ଆଡିହ ସ୍ଥିତ ଏକ ନାମୀ ମେଡିକାଲ୍ ରେ ଭର୍ତ୍ତି କରାଗଲା , ତାଙ୍କର ମା ବାପା ଏହି ଘଟଣା ପରେ ବହୁତ ନାରାଜ୍ ଅଛନ୍ତି , ତାଙ୍କୁ ଏପରି ଲାଗୁଛି କି ବୋଧେ ବିକାଶର ସଠିକ୍ ଚିକିତ୍ସା ନ ହେବା କାରଣରୁ ସେ ଆଜି ଜୀବିତ ନାହିଁ । ତାଙ୍କର ମା ବାପା ସେହି ମେଡିକାଲ୍ ଲୋକଙ୍କ ଉପରେ କେସ୍ କରିବାକୁ ଚାହୁଁଛନ୍ତି , କାରଣ ତାଙ୍କର କହିବା କଥା କି ଯଦି ବିକାଶ କେଉଁ ମେଡିକାଲ୍ କୁ ନେଇଯାଇଥାନ୍ତେ ତେବେ ସେ ବଞ୍ଚିପାରିଥାନ୍ତା , କାରଣ ତାଙ୍କୁ ଲାଗୁଥିଲା କି ମେଡିକାଲ୍ କର୍ମଚାରୀଙ୍କ ଅବିଳମ୍ବତା କାରଣରୁ ତାଙ୍କର ଜୀବନ ଚାଲିଯାଇଛି, ତାଙ୍କର ମା ବାପା ୨୧ ବର୍ଷୀୟ ପୁଅକୁ ହରାଇସାରିଛନ୍ତି , ତାଙ୍କର ଦୂଃଖ ଆମକୁ ବି ଅଛି ଏହା ଯଦି ଡାକ୍ତରଙ୍କ ଯୋଗୁଁ ହୋଇଛି , ତେବେ ତାଙ୍କୁ ଏହାର ନ୍ୟାୟ ମିଳିବା ଉଚିତ୍ ।

Leave a Reply

Your email address will not be published. Required fields are marked *