ମହିଳା ଜଣକ ରାସ୍ତା କଡରୁ କିଣିଥିଲେ ଏକ ହାତ ମୁଦି , ୧୩ ବର୍ଷ ପରେ ହେଲା କିଛି ଏପରି ଗୋଟେ ଝଟକାରେ ହୋଇଗଲେ କୋଟିପତି..
1 min readକୁହନ୍ତି କି ଉପରବାଲା ଯାହାଙ୍କୁ ବି ଦେଇଥାଏ ତେବେ ଛପର ଫାଡିଦେଇଥାଏ , ଏହି ପରି ବହୁତଥର ମଣିଷର ଭାଗ୍ୟରେ ଗୋଟେ ମୂହୂର୍ତ୍ତରେ ଚମକିଯାଇଥାଏ , ଏମିତି ଏକ ମହିଳାଙ୍କ ସହ ହୋଇଥିଲା , ଯେବେ ସେ ନିଜର ହାତ ମୁଦିରେ ଥିବା କ୍ରିଷ୍ଟାଲ୍ କୁ ନେଇ ଏକ ସାଧାରଣ କ୍ରିଷ୍ଟାଲ୍ ଭାବିକରି ବହୁତ ବର୍ଷ ହେଲା ପିନ୍ଧୁଥିଲା , କିନ୍ତୁ ସେ କେବେ ଭାବିନଥିଲେ କି ଏହି ହାତ ମୁଦି ତାଙ୍କର ଜୀବନରେ ଏକ ବଡ ପରିବର୍ତ୍ତନ ଆଣିଦେବ , ଆପଣଙ୍କୁ ଜଣେଇଦେବୁ କି ସେହି ମହିଳା ଏବେ ରାତାରାତି କୋଟିପତି ହୋଇସାରିଛନ୍ତି । ଲଣ୍ତନରେ ହୋଇଥିବା ଏହି ମାମଲା ବିଷୟରେ କୁହାଯାଉଛି କି ଏହି ମହିଳା ଜଣଙ୍କ ବଜାରକୁ ୧୩ ବର୍ଷ ପୂର୍ବରୁ ଏକ ହାତ ମୁଦି କିଣିବାପାଇଁ ଯାଇଥିଲେ , ସେ ସେଠାରେ ଏକ ହାତମୁଦି କିଣିଥିଲେ , ସେହି ହାତମୁଦିକୁ ସାମାନ୍ୟ ଭାବି ୧୩ ବର୍ଷ ହେଲା ସେ ବ୍ୟବହାର କରିଥିଲେ , ଏହି ମହିଳା କେବେ ବି ଭାବିନଥିଲେ କି ତାଙ୍କ ହାତମୁଦି ତାଙ୍କର ଜୀବନରେ ଏପରି ହଠାତ୍ ପରିବର୍ତ୍ତନ ଆଣିଦେବ ।
ମହିଳାଜଣଙ୍କ ସେହି ହାତମୁଦିକୁ ମାତ୍ର ୧୩ ଡଲାରରେ କିଣିଥିଲେ , ସାମାନ୍ୟ ସୁନ୍ଦରତାପଇଁ କିଣାଯାଈଥିବା ସେହି ହାତ ମୁଦି ଏବେ ଏକ ଅମୁଲ୍ୟ ହୀରା ଲାଗିଥିଲା , ଯେବେ ମହିଳା ଏହି ହାତ ମୁଦିର ଦାମ୍ ବିଷୟରେ ଜାଣିଲେ ତେବେ ତାଙ୍କର ହୋସ୍ ଉଡିଗଲା । କହିଦେବୁ କି ୧୩ ବର୍ଷ ପୂର୍ବରୁ କିଣିଥିବା ଏହି ହାତମୁଦିର ଦାମ୍ ପ୍ରାୟ ୪୬୦୦୦ଥିଲା , ଓ ଏହା ୨୬-୨୭ କ୍ୟାରେଟ୍ ଥିଲା , ଏହି ହୀରାର ଭାରତୀୟ ମୁଦ୍ରାରେ ଦାମ୍ ୨୯୦୦୦୦୦ ଥିଲା ,ମହିଳା ଯେଉଁ ହୀରାକୁ କ୍ରିଷ୍ଟାଲ୍ ପଥର ଭାବି କିଣିଥିଲେ , ତାହା ସେହି ମହିଳାଙ୍କ ଜୀବନ ବଦଳାଇଦେଇଥିଲା ।
ବହୁତ ଦିନ ହେବା ଅଜାଣତରେ ଏହି ମହିଳାକୁ ଏହାକୁ ୧୩ ବର୍ଷ ହେଲା ନିଜ ହାତରେ ଧାରଣ କରିଆସୁଥିଲେ କିନ୍ତୁ ମଝିରେ କିଛି ଅସୁବିଧା ହେବାରୁ ସେ ତାକୁ ଏକ ଗହଣା ଦୋକାନକୁ ନେଇଗଲେ , ସେଠାରେ ସେ ଗହଣା ଦୋକାନୀ ଦେଖି ମହିଳାଙ୍କୁ କହିଲେ କି ଏହି ଯେଉଁ କ୍ରିଷ୍ଟାଲ୍ ଯୋଡାଯାଇଛି ଏହା ୧୯ତମ ଶତାଦ୍ଧୀର ଡେଡ୍ ଷ୍ଟୋନ୍ ଅଟେ , ଯାହାର ଅନ୍ତରାଷ୍ଟ୍ରିୟ ବଜାରରେ ଲକ୍ଷାଧିକ ଟଙ୍କା ଅଟେ । ମହିଳାଙ୍କୁ ପଇସାର ବହୁତ ଦରକାରିତା ଥିଲା , ଏଥିପାଇଁ ସେ ତୁରନ୍ତ ସେହି ମୁଦିକୁ ବିକ୍ରି କରିବାର ଫଇସଲା ନେଲେ , କହିଦେବୁ କି ଆର୍ଥିକ ଅବସ୍ଥାରେ ପଡିଥିବା ଏହି ମହିଳା ତାକୁ କୋଟିଏ ଟଙ୍କାରେ ବିକ୍ରି କରିଦେଇଥିଲେ , ଏହି ମହିଳା ଏବେ ରାତାରାତି ବଡ ଲୋକ ହୋଇସାରିଛନ୍ତି , ଯାହାକି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ ।
ଗୋଟେ ସାକ୍ଷାତକାରରେ ମହିଳାଜଣଙ୍କ କହିଲେ କି ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିଥିବ କି ରାସ୍ତାରୁ କିଣିଥିବା ଏହି ମୁଦି ମୋତେ କୋଟିପତି କରିଦେଇଛି, ଏହାପାଇଁ ରାସ୍ତାରୁ ମୁଁ ସବୁବେଳେ ସପିଙ୍ଗ୍ କରିବି , ମହିଳା କହିଲେ ଏବେ ମୋ ପାଖରେ ନୁଆ ଘର, କାର୍ ଓ ବିଜନେସ୍ କରିବାର ଯୋଜନା କରୁଛି ।