ଯେବେ ଏହି ମନ୍ଦିରରେ ୮୦୦ ବର୍ଷରୁ ବନ୍ଦ ହୋଇଥିବା ରହିଥିବା ଏକ ନିବୁଜ କୋଠରୀ କୁ ଖୋଲା ଗଲା , ତେବେ ସମସ୍ତଙ୍କ ପାଦ ତଳୁ ମାଟି ଖସିଗଲା
ବହୁତ ଲୋକ ଜାଣିଛନ୍ତି କି ଇତିହାସର ପୃଷ୍ଠା ମଧ୍ୟରେ ବହୁତ କିଛି କଥା ଲୁକ୍କାଇତ ହୋଇରହିଥାଏ । ଓ ଏହା ଏତେ ପୁରୁଣା ଅଟେ କି ଏହାର କେଉଁଠୁ ଆରମ୍ଭ ନା ଏହାର ଅନ୍ତ ବିଷୟରେ ଜଣା ପଡେ , ଯଦି ଏହାର କିନ୍ତୁ ଗଭୀରତା ବିଷୟରେ ଜାଣିବାକୁ ଆମେ ପ୍ରୟାସ କରିବା ତେବେ ଅଧିକା ରହସ୍ୟମୟୀ ହୋଇଯିବ , ଆମ ମାନଙ୍କ ମଧ୍ୟରୁ ବହୁତ ଲୋକ ଏପରି ହୋଇଥାନ୍ତି କି ଇତିହାସର ରହସ୍ୟମୟୀ ତଥ୍ୟ ବିଷୟରେ ଜାଣିବାକୁ ଅଧିକା ଆଗ୍ରହ ପ୍ରକାଶ କରନ୍ତି , ଯାହାପାଇଁ ଆମେ ପୁରୁଣାରୁ ଅତି ପୁରୁଣା ଜାଗାକୁ ଯାଇକରି ଖୋଳାଖୋଳିକରି ସେହି ରହସ୍ୟରୁ ପର୍ଦା ଉଠାଇବାକୁ ଆଗ୍ରହ ରଖୁ । ଆଜି ଆମେ ଆପଣଙ୍କୁ ଏମିତି ପୁରୁଣା ଜାଗା ବିଷୟରେ କହିବୁ ଯାହାର ପତ୍ତା ଖୋଦାନ କରୁଥିବା ସମୟରେ ଜଣାପଡିଥିଲା , ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଆପଣଙ୍କୁ କହିଦେବୁ କି ଏବେ କିଛି ଦିନ ହେବ ଭାରତୀୟ ପୁରାତତ୍ତ୍ୱ ବିଭାଗଙ୍କ ଦ୍ୱାରା ଭାରତର ତିଶାୟ କ୍ଷେତ୍ର ବରାସୋରେ ବହୁ ବର୍ଷରୁ ତିଆରି ହୋଇଥିବା ଦିଗମ୍ବର ଜୈନ ମନ୍ଦିରରୁ ପ୍ରାୟ ୮୦୦ ବର୍ଷ ବନ୍ଧ ହୋଇଥିବା ଏକ କୋଠରୀକୁ ଖୋଲିବାପରେ ସେଠାରେ ମହଜୁତ ଥିବା ଲୋକଙ୍କୁ କିଛି ଏପରି ମିଳିଥିଲା , ଯାହାକୁ ଦେଖି ସେଠାକାର ଲୋକଙ୍କର ପାଦ ତଳୁ ମାଟି ଖସିବା ଅବସ୍ଥା ଦେଖାଦେଇଥିଲା ,
ଏହି ମନ୍ଦିରକୁ ଖୋଲିବାପରେ ସେଠାକାର ଲୋକଙ୍କୁ ଏହାର ତଳେ ଆଉ ଏକ କୋଠରୀ ଥିବାର ପତ୍ତା ଲାଗିଥିଲା , ଯାହା ମଧ୍ୟରେ ବହୁ ପ୍ରାଚୀନ ସମୟର ଜିନିଷ ହାତରେ ଲାଗିଥିଲା , ଯାହାକୁ ଦେଖି ଲୋକେ ବିଲକୁଲ୍ ଏମିତି ଲାଗିଥିଲା କି ଯାହାକି ବହୁ ବର୍ଷରୁ ପୁରୁଣା ଅଛି , ଓ ଏହା ବିଲକୁଲ୍ ସଫା ସୁତୁରା ଓ ନୁଆ ପରି ମନେ ହେଉଥିଲା । ଓ ଏହା ସହ ଯେବେ ସେହି କୋଠରୀକୁ ଖୋଲାଗଲା ତେବେ ତା ମଧ୍ୟରେ ବହୁତ ବାଦୁଡି ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଲୋକେ ପୁରା ଭାବେ ଭୟଭିତ ହୋଇଯାଇଥିଲେ, କିନ୍ତୁ ସେମାନେ କାହାର କିଛି କ୍ଷତି କରିନଥିଲେ ଓ ଖୋଲିବାପରେ ସେମାନେ ଆକାଶରେ ଉଡିଯାଇଥିଲେ । ୮୦୦ ବର୍ଷର ଏହି କୋଠରୀକୁ ଖୋଲିବାପରେ ସେଠାକାର ସବୁ ଜିନିଷକୁ ଭଲ ଭାବେ ସଫାସଫି କରାଗଲା , ଓ ପ୍ରାୟ ତିନି ଚାରୋଟି ଟ୍ରଲିର ଅଳିଆକୁ ସଫା କରାଯାଇଥିଲା ଏହାପରେ ଲୋକେ ଯେବେ ଭିତରକୁ ଗଲେ ତେବେ ସେମାନେ ଦେଖିବାକୁ ପାଇଲେ କି ସେହି ମଧ୍ୟରେ ଆଉ ଏକ ଗୁମ୍ପା ହୋଇଛି, ଯାହା ମଧ୍ୟକୁ ଯାଇ ସେମାନେ ଦେଖିବାକୁ ପାଇଲେ କି ଭିତରେ ଏକ ସିଡିଅଛି, ଏହାକୁ ନେଇ ଲୋକେ ମୂର୍ତ୍ତି ବାହାର କରିବାର ସମ୍ଭାବନା ରଖୁଛନ୍ତି , ।
ଆପଣଙ୍କୁ କହିଦେବୁ କି ଏହି ମନ୍ଦିର ଏତେ ବର୍ଷ ପୁରୁଣା ଅଟେ କି ଯାହା ଏକ ରହସ୍ୟମୟୀ ଅବସ୍ଥାରେ ପାଇଛନ୍ତି , ଯାହାକୁ ଏବେ କେହି ବି ଜାଣିନାହାନ୍ତି ଏହା ପଛରେ ରହସ୍ୟ କଣ ଲୁକ୍କାଇତ ହୋଇରହିଛି, ଏହି ମନ୍ଦିର୍ ବିଷୟରେ ଜିଲ୍ଲା ପୁରାତତ୍ତ୍ୱ ବିଭାଗର ଅଧିକାରୀଙ୍କ କହିବା କଥା କି ବରୋସୋ ଜୈନ ମନ୍ଦିର ୯୦ ଦଶକରେ ଜୈନ ସମିତିଙ୍କ ମାଧ୍ୟମରେ କିଛି କାର୍ଯ୍ୟ କରାଯାଇଥିଲା, ଯଦି ସେଠାରେ ୮୦୦ ବର୍ଷ ପରେ କେଉଁ କୋଠରୀ ଖୋଲିଲା , ଓ ସେହି ମଧ୍ୟରୁ ଏକ ଗୁମ୍ପା ବାହାରିଲା , ତେବେ ନିଶ୍ଚିତ ରୁପରେ ତାକୁ ଦେଖାଯିବ ।
ଅତିଶୟ କ୍ଷେତ୍ର ବରୋସୋକୁ ନେଇକରି ମାନ୍ୟତା ଅଛି କି ଏଠାରେ ଭଗବାନ ମହାବୀର୍ ସ୍ୱାମୀଙ୍କର ସମୋଶରଣ ଆସିଥିଲା , ଏହି ମନ୍ଦିରକୁ ନେଇକରି ଏଠାରେ ମନ୍ଦିର ଦେବତାଙ୍କ ଦ୍ୱାରା ନିର୍ମିତ କରାଯାଈଥିଲା ,ଓ ହ୍ୟାଣ୍ତସି କାରଣରୁ ଏହି ମନ୍ଦିର ୯୦୦ ବର୍ଷ ପରେ ଏହି ମନ୍ଦିରକୁ ଖୋଲିବାର ଯୋଜନା କରାଗଲା , ଯାହାପରେ ଲୋକେ ବହୁତ ରହସ୍ୟମୟୀ ଜିନିଷ ଦେଖିବାକୁ ପାଇଲେ ।