ପୁଅଟି କହିଲା 143 – ଝିଅ କହିଲା 25519, କଣ ଆପଣ ବୁଝିପାରିଲେ ଏହାର ଅର୍ଥ ? କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ ଏହାର ଉତ୍ତର..
1 min readଆପଣ ଗୋଲକଧନ୍ଦା ତ ବହୁତ ବୁଝେଇ ଥିବେ, କିନ୍ତୁ କେବେ ଆପଣ ଏହି ଭଳି ଗୋଲକଧନ୍ଦା ର ଉତ୍ତର ଦେଇନଥିବେ । ଦେଖାଯିବ ତ ଆଜି ଇଣ୍ଟରନେଟରେ ଅନେକ ମୁଣ୍ଡ ଘୁରେଇଦେବା ଭଳି ଗୋଲକଧନ୍ଦା ରହିଛି, ଯେଉଁଗୁଡିକୁ ସମାଧାନ କରିବା ଯେକୌଣସି ବ୍ୟକ୍ତି ନିମନ୍ତେ କୌଣସି ଆହ୍ଵାନ ଠାରୁ କମ ନୁହେଁ । ଆଜିକାଲି ସୋସିଆଲ ମିଡିଆରେ ଏଭଳି ବହୁତ ଗୋଲକଧନ୍ଦା ପଚରାଯାଉଛି । ତାହା କଣ ଯାହାକୁ ଆପଣ ଥରେ ଖାଇଲେ ଆଉଥରେ ଖାଇବାକୁ ଚାହାନ୍ତି ନାହିଁ ତଥାପି ଆପଣଖାଆନ୍ତି? ଏହାର ଉତ୍ତର କେହି ସହଜରେ ଦେଇପାରିବେ ନାହିଁ ,ସେଗୁଡିକ ମଧ୍ୟରୁ କିଛି ଗୋଲକଧନ୍ଦା ଏଭଳି ପଦ୍ଧତି ରେ ପଚରାଯାଉଛି । ଯାହାକୁ ଶୁଣି ମଣିଷ ଚିନ୍ତାରେ ପଡିଯାଏ ଓ ପ୍ରଶ୍ନ ସମାଧାନ କରିବାରେ ବ୍ୟସ୍ତ ରହେ । ପ୍ରଥମେ ତ ସେ ଗୋଲକଧନ୍ଦା ସମାଧାନ କରିବାର ଆହ୍ଵାନ କୁ ଗ୍ରହଣ କରେ ତାପରେ ଏହାକୁ ସମାଧାନ କରିବାରେ ନିଜର ସବୁ ପ୍ରଚେଷ୍ଟା ଯୁଟେଇଦିଏ । ବେଳେବେଳେ କିଛି ପ୍ରଶ୍ନ ଏପରି ହୋଇଥାଏ ଯାହାର ଉତ୍ତର ତ ସହଜ ହୋଇଥାଏ କିନ୍ତୁ ଆମେ ତାହାର ଉତ୍ତର ବହୁତ କଷ୍ଟରେ ଦେଇପାରୁ ।
ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ଗୋଲକଧନ୍ଦା ସମାଧାନ କରିବା ପାଇଁ ଆଣିଛୁ ।
1- ପ୍ରଥମ ଗୋଲକଧନ୍ଦା
ଗୋଟିଏ ପୁଅ ଗୋଟିଏ ଝିଅକୁ ଅତିକ୍ରମ କରୁଥିବା ସମୟରେ କହିଲା – 143 ଝିଅଟି କହିଲା – 25519 ତେବେ କୁହନ୍ତୁ ଝିଅ କଣ କହିଲା?
ଝିଅ କହିଲା YES
2 – ପ୍ରଶ୍ନ- ତାହା କେଉଁ ଜିନିଷ ଯାହାକୁ ପୁରୁଷ ଲୁଚେଇକି ଚାଲେ ଓ ନାରୀମାନେ ଦେଖେଇକି ଚାଲନ୍ତି ?
ଉତ୍ତର – ପର୍ସ
3- ପ୍ରଶ୍ନ – ତାହା କଣ ଯାହା ଆପଣ ଶୋଇଲେ ତଳେ ପଡିଯାଏ ଓ ଆପଣ ଉଠିବା ପରେ ଉପରକୁ ଉଠିଯାଏ
ଉତ୍ତର – ଆଖିପତା
4- ପ୍ରଶ୍ନ: ତିନି ଅକ୍ଷରର ମୋହର ନାମ
ପ୍ରଥମ କାଟିଲେ ଅଟେ ରାମ
ଦ୍ଵିତୀୟ କାଟିଲେ ଅଟେ ଫଳର ନାମ
ତୃତୀୟ କାଟିଲେ କାଟିବା ତାର କାମ
ଏବେ କୁହ ତୁମେ ତାହାର ନାମ
ଉତ୍ତର : ଆରାମ