June 22, 2025

Odia Express

Here, There and Everywhere

ମୋଦୀଙ୍କୁ ରାକ୍ଷୀ ବାନ୍ଧିବାକୁ ପାକିସ୍ଥାନରୁ ଦିଲ୍ଲୀ ପହଞ୍ଚିଲେ କମର ଜାହାଁ , କହିଲେ ଗର୍ବ ଅଛି ପ୍ରଧାମନ୍ତ୍ରୀ ମୋଦୀଙ୍କର ଭଉଣୀ ଅଟେ କାରଣ ସେ..

୧୫ ଅଗଷ୍ଟ ଦିନ ଦେଶର ସ୍ୱାଧିନତା ସହ ଭାଇ ଭଉଣୀର ପର୍ବ ରକ୍ଷାବନ୍ଧନ ପାଳନ ହେଇଚି , ଏହି ଦିନ ସମସ୍ତଙ୍କ ପାଇଁ ଖାସ୍ ହେବାକୁ ଯାଉଛି , ଆଜି ସେହି ଭାଇ ଭଊଣୀ ଦେଖାହେବେ ଯେଉଁମାନେ ଦୁରରେ ରୁହନ୍ତି , ରକ୍ଷାବନ୍ଧନରେ ଭାଇ ନିଜ ଭଉଣୀ ପାଇଁ ଏହା ସଂକଳ୍ପ ନେଇଥାଏ କି ସେ ନିଜ ଭଉଣୀ ନିଜ ଭାଇର ରକ୍ଷାପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ , ଏହି ଭାଇ ଭଉଣୀର ନିଆରା ସଂମ୍ପର୍କକୁ ଆମେ ରକ୍ଷା ବନ୍ଧନରେ ପାଳିଥାଉ , ଏମିତିରେ ଅହମଦାବାଦ ରୁ ଦିଲ୍ଲୀ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଉଣୀ ଯାହାଙ୍କର ନାଁ କମର ଜାହାଁ ଅଟେ କିଛି ବର୍ଷ ପୂର୍ବରୁ ପାକିସ୍ଥାନର କରାଚୀରେ ଅହମଦାବାଦ ସେ ସିଫ୍ଟ ହୋଇଛନ୍ତି , ମୋଦୀଙ୍କୁ ରାକ୍ଷୀ ବାନ୍ଧିବାକୁ ନେଇ ସେ ଦିଲ୍ଲୀରେ ଆସି ପହଞ୍ଚିଥିଲେ ।

କରାଚୀରୁ ଆସି ଅହମଦାବାଦରେ ଆସି ରହିଥିବା କମର ଜାହାଁ ବହୁତ ବର୍ଷ ହେଲା ରାକ୍ଷୀ ବାନ୍ଧି ଆସୁଛନ୍ତି , ଗତ ୨୪ ବର୍ଷରେ ପିଏମ୍ ମୋଦୀଙ୍କୁ ସେ ରାକ୍ଷୀ ବାନ୍ଧି ଆସୁଛନ୍ତି , ସେ ପିଏମ୍ ମୋଦୀଙ୍କୁ ନିଜ ଭାଇ ହେବାର କଥା କହିଥିଲେ,  କମର ଜାହାଁ କହିଲେ କି ମୋଦୀ ଯେବେ କାର୍ଯ୍ୟକର୍ତ୍ତା ଥିଲେ ତେବେ ଠାରୁ ସେ ରାକ୍ଷୀ ବାନ୍ଧୀ ଆସୁଛନ୍ତି , କମର କହିଲେ କି ତାଙ୍କ ପରିଶ୍ରମ , ଇମାନଦାରର ଫଳାଫଳ ଏହା ହିଁ ଅଟେ , ଆଜି ସେ ଆଉଥରେ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି , ଲୋକେ ତାଙ୍କୁ ଭଲ ପାଉଛନ୍ତି , ଓ ବିଶ୍ୱାସ ଓ ସମ୍ମାନ କରୁଛନ୍ତି , ଏହା ମୋ ପାଇଁ ଗର୍ବର କଥା ଅଟେ ,

ଜଶନ୍ ଏ ଆଜାଦୀ ଓ ରକ୍ଷାର ଏହି ପର୍ବରେ ଏକା ସାଙ୍ଗେ ହେବାରେ ଯେଉଁଠି କମର ଜାହାଁ କହିଲେ କି ଏହିଥର ସ୍ୱତନ୍ତ୍ରତା ଦିବସରେ ରକ୍ଷା ବନ୍ଧନ ଏକା ସାଙ୍ଗେ ପଡିଛି, ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହ ୧୫ ଅଗଷ୍ଟକୁ ଲାଲ କିଲ୍ଲାର ସ୍ୱାଧୀନତାର ସମାରୋହରେ ସାମିଲ୍ ହେବେ ।

କମର ଜାହାଁ କହିଲେ କି ପିଏମ୍ ମୋଦୀ ତାଙ୍କୁ ବହୁତ ମାନନ୍ତି , ଓ ତାଙ୍କ ସବୁ ଖୁସିର ଯତ୍ନ ନିଅନ୍ତି । ସେ ଜଣେ ନିଜ ବଡଭାଇ ପରି ମୋତେ ବହୁତ ଭଲ ପାଆନ୍ତି , ଏହି ରାକ୍ଷୀ ପୂର୍ଣ୍ଣିମାରେ ମୁଁ ତାଙ୍କ ପାଇଁ ଏକ ସରପ୍ରାଇଜ୍ ଦେବି ,ଯେପରି ଗୋଟେ ଭଉଣୀ ନିଜ ଭାଇକୁ ଦେଖାକରିବାପରେ ଖୁସି ଜାହିର୍ କରିଥାଏ । ସେପରି ମୋତେ ଗର୍ବ ଅଛି କି ଗତ ବହୁ ବର୍ଷ ହେଲା ମୂଁ ତାଙ୍କୁ ରାକ୍ଷୀ ବାନ୍ଧିକରି ଆସୁଛି , କମର୍ କହିଲେ କି ମୋଦୀ ଦେଶର ହିତ ପାଈଁ ବହୁତ ଗୁରୁତ୍ୱପୂର୍ଣ୍ଣ ଫଇସଲା ନେଇଛନ୍ତି ।  ମୁସଲିମ୍ ଭଉଣୀମାନଙ୍କୁ ରକ୍ଷାବନ୍ଧନର ପରି ଦିନରେ ତିନୋଟି ତଲାକ୍ ରୁ ଏକ ପୂର୍ଣ୍ଣ ସ୍ୱାଧୀନତା ସେ ଦେଇଛନ୍ତି । ଦେଶରେ ୩୭୦ ଧାରା ହଟାଇ କାଶ୍ମୀରକୁ ସେ ଆଉ ଏକ ଉପହାର ଦେଲେ,  କମର କହିଲେ କି ସେ ତାଙ୍କ ମା ଙ୍କ ସହ କରାଚୀରୁ ନିଜ ସଂମ୍ପର୍କୀୟଙ୍କ ସେ ଦେଖାକରିବାକୁ ସେ ଭାରତ ଆସିଥିଲେ, ଓ ଯେବେ ଆସିଥିଲେ ସେ ଦିନରୁ ଏଠାରେ ସ୍ଥାୟୀ ହୋଇ ରହିଗଲେ,  ସେ କହିଲେ କି ଏହା ମୋର ଭାଗ୍ୟରେ ଭାରତ ଥିଲା , ଏହା ମୁଁ ନିଜକୁ ଭାଗ୍ୟଶାଳୀ ମନେ କରେ କି ପାକିସ୍ଥାନ ନୁହେଁ ଭାରତରେ ରହୁଛି, ମୋତେ ବହୁତ ଖୁସି ମିଳୁଛି ।

Leave a Reply

Your email address will not be published. Required fields are marked *