February 6, 2025

Odia Express

Here, There and Everywhere

ଏବେ ଆପଣଙ୍କ ଶରୀର ଖୋଲିବ ଆପଣଙ୍କ ମଧ୍ୟରେ ଥିବା ଗଭୀର ରହସ୍ୟ , ସତ୍ୟତା ଜାଣିଲାପରେ ଉଡିଯିବ ହୋସ୍..

ଦୁନିଆଁ ସାରା ଜଣେ ଅନ୍ୟ ଜଣଙ୍କ ସହ କଥାବାର୍ତ୍ତା କରିବାପାଇଁ ନାନା ପ୍ରକାରର ଭାଷାର ବ୍ୟବହାର କରିଥାଏ , ଏହି ଭାଷା ଜଣେ ଅନ୍ୟ ଜଣଙ୍କୁ ବୁଝିବାରେ ଓ ବୁଝାଇବାରେ ସହାୟତା କରିଥାଏ , ଏହି ଭାଷା କହିବାପରେ ସାମ୍ନା ବାଲାର ସ୍ୱଭାବ କିପରି ଅଛି ଏହା ଜଣା ପଡିଯାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ବିନା ଭାଷା କହି ସାମ୍ନା ବାଲା ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣିପାରିବେ , ଭାଷା ଛଡା ଆମ ଶରୀରର ହାବଭାବ ବହୁତ କିଛି ଜଣାଇଥାଏ , ଆପଣ କେଉଁ ପରି ରୁମରେ ପଶୁଛନ୍ତି ,କିପରି ବସୁଛ , କିପରି ଚାଲୁଛ , କେଉଁ ଅନ୍ଦାଜରେ ପୋଜ୍ ଦେଉଛ , ଏହା ବହୁତ କିଛି ମାଇନା ରଖେ ।

ଯେବେ ଆପଣ ଇଣ୍ଟରଭ୍ୟୁ ଦେବାକୁ ଯାଉଥିବେ ତେବେ ସାମ୍ନାରେ ବସିଥିବା ଇଣ୍ଟରଭ୍ୟୁୟର୍ ଆପଣଙ୍କ ଶରୀରର ହାବଭାବ ଦେଖି ନୋଟିସ୍ କରିଥାଏ , ଏହା ଦ୍ୱାରା ଆପଣଙ୍କ ସିଲେକ୍ସନ୍ ବି ହୋଇପାରେ , ଯଦି ଭୁଲ୍ ଭାବେ ନିଜ ଶରୀରର ହାବଭାବ ନ ରଖିବେ ତେବେ ଚାକିରିରୁ ହାତଛଡା କରିବେ ।

ତେବେ ପ୍ରଶ୍ନ ଉଠେ କି ନିଜ ଶରୀରର ହାବଭାବ ପାଇଁ କେଉଁଟା ଭଲ , ଏହି ସବୁ ପ୍ରଶ୍ନର ଉତ୍ତର ଦେବାପାଇଁ ଏକ ଖାସ୍ ଭିଡିଓ ପ୍ରଦର୍ଶନ କରିବାକୁ ଯାଉଛୁ , ଏହି ଭିଡିଓ ଦେଖିବାପରେ ଆପଣ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣିପାରିବେ ,

ଯେପରି ଆପଣ ଭିଡିଓଟି ଦେଖିଲେ ଆମ ଶରୀରର ଦ୍ୱାରା ଗୋଟେ  ହରକତ୍ ବହୁତ୍ ମାଇନା ରଖେ , ଶରୀରର ଦିଆଯାଇଥିବା ପୋଜ୍ ରୁ ଆପଣଙ୍କୁ ଗୋଟିଏ ଆତ୍ମବିଶ୍ୱାସ ଭରା ଦର୍ଶାଯାଇଥିବ , ଓ ଭୁଲ୍ ବଡି ପୋଜ୍ ଆପଣଙ୍କୁ ଅସୁରକ୍ଷିତ ଓ ଦୂର୍ବଳ ବୋଲି ଜଣାଇଥାଏ , ଏବେ ହାତରେ ଅଛି ଆପଣଙ୍କର କି ଆପଣ କିପରି ନିଜର ବଡି ପୋଜ୍ ଦ୍ୱାରା ସାମ୍ନା ବାଲାଙ୍କୁ ଆକର୍ଷିତ କରିପାରିବେ ।

Leave a Reply

Your email address will not be published. Required fields are marked *