June 27, 2025

Odia Express

Here, There and Everywhere

ଏହି ଦୁଇଟି ରାଶିର ଖରାପ ସମୟ ଚାଲୁଛି କିନ୍ତୁ ଏହି ଉପାୟ କରିଲେ ବଦଳାଇପାରିଏବ୍ ନିଜ ଭାଗ୍ୟର ରେଖା…

ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଯେବେ ଗ୍ରହ ନିଜର ଚାଲିଚଳଣ ବଦଳାଏ ତେବେ ଏହାର ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ , ଗ୍ରହର ଚାଲିଚଳଣ ଜୀବନ ବଦଳାଇପାରେ , ଗ୍ରହର ପ୍ରଭାବରୁ ଯେ କୌଣସି ବ୍ୟକ୍ତିର ଭଲ ଦିନ ଆସିଯାଏ , ଓ ସବୁ ନୁଆ ବର୍ଷର ଗ୍ରହର ଚାଲିଚଳଣ ବଦଳିଥାଏ , ଓ ଜଲଦି ହିଁ ସୂର୍ଯ୍ୟର ମକର ରାଶିରେ ପ୍ରବେଶ ହେବର ଅଛି ,ଯେଉଁଥିରେ ଦୁଇଟି ରାଶିର ଜାତକରେ କ୍ଷତି ହୋଇପାରେ , ଆଜି ଆମେ କହିବୁ ସେ କେଉଁ ଦୁଇଟି ରାଶି ।

କନ୍ୟା ରାଶି : ଏହି ରାଶିର ଲୋକଙ୍କର ସୁର୍ଯ୍ୟ ମକର ରାଶିରେ ପ୍ରବେଶ ଭଲ ହୋଇନଥାଏ , ଏହି ରାଶିର ଲୋକେ ନିଜ ଛୁଆଙ୍କ ଉପରେ ଅଧିକା ଧ୍ୟାନ ଦେବା ଉଚିତ୍ , ନିଜ ଅଫିସ୍ ବି ଏହି ଲୋକଙ୍କର ଭାବନାକୁ ବୁଝିବାକୁ ହେବ , ପରିସ୍ଥିତି ଏମାନଙ୍କ ବିପରୀତ ହୋଇଥାଏ , ଓ କିଛି ବଡ କ୍ଷତି ହୋଇପାରେ , ପଇସା ସହ ଯୋଡି ହୋଇଥିବା ମାମଲାରେ ଏମାନଙ୍କୁ ସଚେତନ ରହିବାକୁ ହେବ , ନହେଲେ ବର୍ବାଦ ହୋଇପାରନ୍ତି ।

ତୁଳା ରାଶି : ଏହି ରାଶିର ଜାତକରେ ଘରେ ଅଶାନ୍ତି ରହିବ , ପ୍ରୋଫେସନାଲ୍ ଲାଇଫ୍ ରେ ଏମାନେ ନିଜ ପ୍ରସନାଲ୍ ଲାଇଫ୍ ବି ଖରାପ କରିପାରନ୍ତି , ଏହି ଦିନରେ ଏହି ରାଶିର ଲୋକେ ଶତ୍ରୁଙ୍କ ଠାରୁ ବଞ୍ଚିକରି ରହିବା ଉଚିତ୍ , ନହେଲେ କିଛି ଅଘଟଣ ହୋଇପାରେ ।

ଏହି ଦୁଇଟି ରାଶିମାନଙ୍କର ପାଇଁ ଏକ ଉପଦେଶ , ଏହି ଦୁଇଟି ରାଶିର ଲୋକଙ୍କ ଜାତକ ପାଇଁ କେଉଁ ବିଶ୍ୱାସ ପାତ୍ର ବ୍ୟକ୍ତିର ଉପଦେଶ ନେବା ଉଚିତ୍ , କ୍ରୋଧ ଯେତେ କମ୍ କରିବେ ସେତିକି ଭଲ , କେଉଁ କଥାରେ ନିଜ ମୁଣ୍ତ ପୁରାଇବା ବୋକାମୀ , ଧନ ସହ ଯୋଡି ହୋଇଥିବା ମାମଲାରେ ସତର୍କ ରହିବା ଉଚିତ୍ , ଯଦି ଧନ ସଂବନ୍ଧିତ କିଛି ମାମଲା ଅଛି ତେବେ ନିଜ ସ୍ତ୍ରୀ, ମା ଭାଇର ସହଯୋଗ ନେବେ ତେବେ ରକ୍ଷା ପାଇପାରିବେ ।

Leave a Reply

Your email address will not be published. Required fields are marked *