ଜୟପୁର ରାଜବଂଶୀୟ କହିଲେ ଆମେ ହେଲୁ ପ୍ରଭୁ ଶ୍ରୀରାମଙ୍କର ବଂଶଜ , କୁଶଙ୍କର ୩୦୭ ତମ ପୀଢି ଥିଲେ ମହାରାଜା ଭବାନୀ ସିଂ – ଦେଖନ୍ତୁ କେଉଁଠି ଅଛନ୍ତି ରାମଙ୍କ ବଂଶଜ..
ଅଯୋଧ୍ୟା ବିବାଦ ଉପରେ ଏବେ ସୁପ୍ରିମକୋର୍ଟ ଶୁଣାଣୀ ଚାଲୁଛି , ୯ ଅଗଷ୍ଟକୁ କୋର୍ଟରେ ରାମଲଲା ଓକିଲ ପଚାରିଲେ କି କଣ ଭଗବାନ ରାମଙ୍କର କେଉଁ ବଂଶଜ ଅଯୋଧ୍ୟା କିମ୍ବା ଦୁନିଆଁରେ ଅଛନ୍ତି , ଏହା ଉପରେ ଓକିଲ କହିଥିଲେ କି ଆମ ପାଖରେ ଏହାର କୌଣସି ସୁଚନା ନାହିଁ , କିନ୍ତୁ ଜୟପୁର ରାଜ ପରିବାରଙ୍କର କହିବା କଥା କି ଆମେ ଭଗବାନ ରାମଙ୍କର ବଡ ପୁଅ କୁଶଙ୍କର ନାଁରେ ଖ୍ୟାତ କଚ୍ଚୱାହା କୁଶୱାହା ବଂଶର ବଂଶଜ ଅଟୁ , ଏହା ଇତିହାସର ପତ୍ରରେ ଅଛି ,
ଜୟପୁର ରାଜ ପରିବାରରୁ ପୁର୍ବ ରାଜମାତା ପଦ୍ମିନୀ ଦେବୀ କହିଲେ ରାମ ମନ୍ଦିର ଉପରେ ଜଲଦି ହିଁ ସମାଧାନ ହେଉ , କାରଣ କୋର୍ଟ ପଚାରିଲା କି ଭଗବାନ ରାମଙ୍କର ବଂଶଜ କେଉଁଠି ଅଛନ୍ତି , ଏଥିପାଇଁ ଆମେ ସାମ୍ନାକୁ ଆସିଲୁ , ଆମେ ତାଙ୍କର ବଂଶଜ ଅଟୁ , ଦସ୍ତାବିଜ ସିଟି ପ୍ୟାଲେସ୍ ପୋଥିଖାନାରେ ଅଛି , ଆମେ ଜାଣିନୁ କି ମୁଦ୍ଧା ଉପରେ ବାଧା ଆସୁ , ରାମଙ୍କର ଆସ୍ଥା ପ୍ରତୀକ ତାହା ଅଟେ ,
ଜୟପୁରର ପୂର୍ବ ରାଜପରିବାର ସଦସ୍ୟ ଦିୟାକୁମାରୀ କହିଲେ କି ଦୁନିଆଁସାରା ରାମଙ୍କର ବଂଶଜ ଅଛନ୍ତି , ଏଥିରେ ଆମର ପରିବାର ସାମିଲ୍ ଅଛି ,ଯାହା ଭଗବାନ ରାମଙ୍କର ପୁଅ କୁଶଙ୍କର ବଂଶଜ ଅଟୁ, ଇତିହାସ ଏକ ଖୋଲା ବହି ଅଟେ , ରାମ ମନ୍ଦିର ମାମଲାରେ ଶୁଣାଣୀ ଏବେ ବହୁତ ଜଲଦି ହେଉ , ଏଥିରେ କୋର୍ଟ ନିଜର ମତ ପୋଷଣ କରୁ ।