ଆଜି ଠାରୁ ଏହି ୬ ଟି ରାଶିମାନଙ୍କର କୁଣ୍ତଳୀରେ ଶନିଦେବଙ୍କର ସାଢେ ସାତି ଶେଷ ହେଲା , ଖରାପ ଦିନର ଜାଗା ନେବ ଭଲ ଦିନ , ହେବ ଧନର ବର୍ଷା…
![](https://odiaexpress.net/wp-content/uploads/2019/08/shani_3830679_835x547-m.png)
ଯେପରି ଆମେ ସମସ୍ତେ ଜାଣିଛନ୍ତି କି ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଛି, ଯେଉଁ ବ୍ୟକ୍ତି ନିଜ ଜୀବନରେ ଖରାପ କର୍ମ କରିଥାନ୍ତି ତେବେ ତାଙ୍କୁ ଶନିଦେବଙ୍କର ଦଣ୍ତ ଭୋଗିବାକୁ ପଡିଥାଏ , ମଣିଷ ଜୀବନରେ ହେଉଥିବା ସବୁ ଅସୁବିଧା ନିଶ୍ଚିତ ଦେଖାଦେଇଥାଏ , ଯେବେ ଶନିଦେବ ୧୨ତମ କିମ୍ବା ପ୍ରଥମ ଦ୍ୱିତୀୟ ସ୍ଥାନରେ ଆସିଥାନ୍ତି , ତେବେ କୁଣ୍ତଳୀରେ ସାଢେ ସାତି ଆରମ୍ଭ ହୋଇଯାଏ , କହିଦେବୁ କି ଏହା ସାଢେ ସାତ ବର୍ଷ ପାଇଁ ଚାଲିଥାଏ । ଯେ କୌଣସି କୁଣ୍ତଳୀରେ ସାଢେ ସାତି ଶନିଦେବଙ୍କର ଅଶୁଭ ଗ୍ରହର ଦୃଷ୍ଟ ହେବା ସ୍ଥାନରେ ଉତ୍ପନ୍ନ ହୋଇଥାଏ, ଏହା ଦ୍ୱାରା ବ୍ୟକ୍ତିର ଜୀବନରେ ବହୁତ ଶାରରୀକ ଓ ମାନସିକ ଚିନ୍ତାର ବାସ ହୁଏ , ପାରିବାରିକ ସମସ୍ୟା ସହ ଯୋଡିହୋଇଥାଏ , ପୁରା ଲେଖା କହିଲେ ଶନିଦେବଙ୍କର ସାଢେ ସାତି ଚାଲୁଥିଲେ ମଣିଷ ପକ୍ଷରେ କିଛି ରୁହେ ନାହିଁ ଏହା ଖାଲି ଚିନ୍ତାର କାରଣ ଓ ସୁଖ ସବୁ ଛଡେଇନିଏ ।
ଏବେ କିନ୍ତୁ କିଛି ଗ୍ରହର ପରିବର୍ତ୍ତନ ସକାସେହ୍ ଯାହା ପୁରା ୧୪୬ ଦିନ ପର୍ଯ୍ୟନ୍ତ ୬ ଟି ରାଶିର ଜାତକରେ କୁଣ୍ତଳୀରେ ଶନିଦଶା ଶେଷ ହୋଇଯିବ , ଯେଉଁଥିରେ ତାଙ୍କ ଜୀବନରେ ବହୁତ ସୁଖ ଆସିବାର ଅଛି ଓ ମହାଲକ୍ଷ୍ମୀଙ୍କର କୃପା ପ୍ରାପ୍ତି କରି ଅଧିକରୁ ଅଧିକା ଧନ କମାଇପାରିବେ ,
ଧନୁ ରାଶି : ଏହି ରାଶିରେ ଶନିଦେବଙ୍କର ସାଢେ ସାତି ଶେଷ ହେବାକୁ ଯାଉଛି, ଯାହା ଦ୍ୱାରା ବଡ ପରିବର୍ତ୍ତନ ଦେଖିବାକୁ ମିଳିବ , ଘର ପରିବାରରେ ସୁଖର ମାହୋଲ୍ ରହିବ , ଭାଗ୍ୟର ସହଯୋଗ ମିଳିପାରିବ , ଆପଣଙ୍କୁ ନିଜ ବ୍ୟବସାୟରେ ସଫଳତା ମିଳିପାରିବ , ଚାକିରି କରୁଥିବା ଲୋକଙ୍କୁ ଆର୍ଥିକ ଅବସ୍ଥା ସ୍ୱଛଳ ହେବ ।
ମକର ରାଶି : ଏହି ରାଶି ଉପରେ ଶନିଦେବଙ୍କର ଅପାର କୃପା ଦୃଷ୍ଟି ଅଛି , ସବୁ କାମ କାର୍ଯ୍ୟରେ ପୁର୍ଣ୍ଣ ରୁପେ ସଫଳତା ହାସିଲ୍ କରିପାରିବେ , ପରିବାର ଲୋକଙ୍କ ସହ ଭଲ ସମୟ ବ୍ୟତିତ ହେବ , ମିତ୍ରଙ୍କର ସହଯୋଗ ମିଳିବ , ଶନିଦେବଙ୍କ କୃପାରୁ ସବୁ ଅଟକିରହିଥିବା କାମ ସଂପୂର୍ଣ୍ଣ ହେବ ।
କୁମ୍ଭ ରାଶି : ଏହି ରାଶିଙ୍କ ଉପରେ ଶନିଦେବ ମେହେରବାନ ଅଛନ୍ତି , ଏହି ରାଶିର ଜୀବନରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ , ଓ ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ରହୁଛି , ଶନିଦେବଙ୍କର କୃପାରୁ ଆପଣଙ୍କ ସବୁ ସମୟ ବହୁତ ଭଲ ହେବାର ଅଛି,
ମୀନ ରାଶି : ଏହି ରାଶିର ଲୋକଙ୍କ ପାଈଁ ଶନିଦେବଙ୍କର କୃପାରୁ ସବୁ କାର୍ଯ୍ୟରେ ସଫଳତା ମିଳିପାରିବ , ଏତିକି ନୁହେଁ ଏହି ଜାତକର ଲୋକଙ୍କ ମଧ୍ୟରେ ଅନେକ ଆତ୍ମବିଶ୍ୱାସ ଓ ଶକ୍ତି ଦେଖିବାକୁ ମିଳିବ , ଓ ଏମାନଙ୍କ ଆତ୍ମବିଶ୍ୱାସ ଦ୍ୱାରା ସବୁ କାର୍ଯ୍ୟ ପୁରା ହୋଇପାରିବ ।
ତୁଳା ରାଶି : ଏହି ରାଶି ଉପରେ ଶନିଦେବଙ୍କର କୃପା ଯୋଗୁଁ ଅଟକି ରହିଥିବା କାମ ପୁରା ହେବ , ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ , ସରକାରୀ ଚାକିରି ମିଳିପାରିବ ,ସଫଳତା ହାସିଲ୍ କରିବେ ।
ବିଛା ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶନିଦେବଙ୍କ ଦ୍ୱାରା ଅଟକିରହିଥିବା କାମ ପୁରା ହେବ , ସଫଳତା ହାସିଲ୍ କରିବେ , ପରିବାର ମଧ୍ୟରେ ସ୍ନେହ ସଂମ୍ପର୍କ ବୃଦ୍ଧି ପାଇବ , ପୁରୁଣା ନିବେଶ ଉପରେ ଆପଣଙ୍କୁ ଧନ ଲାଭ ଯୋଗ ହେଉଛି ।