December 21, 2024

Odia Express

Here, There and Everywhere

ସର୍ଭେ : ଧାରା ୩୭୦ ହଟିବା ଖୁସିରେ କାଶ୍ମୀରର ମହିଳାମାନେ , କହିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସାଥିରେ ଅଛୁ କାରଣ ସେ ଆମ ପାଇଁ..

1 min read

ଜାମ୍ମୁ କାଶ୍ମୀରରେ ଏବେ ଧାରା ୩୭୦ ହଟାଇଦିଆଯାଇଛି, ଜମ୍ମୁ କାଶ୍ମୀରରେ ଏବେ କେନ୍ଦ୍ର ଶାସିତ ପ୍ରଦେଶ କରାଯାଇଛି, ଏମିତିରେ ଏକ ସର୍ଭେ ହୋଇଥିଲା , ଯେଉଁଠି ଲୋକ ସରକାରଙ୍କର ଏହି ଫଇସଲା ଉପରେ ନିଜର ମତ ପୋଷଣ କରିଥିଲେ , ଏହି ସର୍ଭେ CNN-NEWS18 କରିଥିଲେ , ସର୍ଭେ ଟିମ୍ ୨୩୧ ଲୋକଙ୍କୁ ପଚାରାଉଚୁରା କରି ଯେଉଁଥିରୁ ୧୮୭ ଜଣ ପୁରୁଷ ଓ ୪୪ ଜଣ ମହିଳା ସାମିଲ୍ ଅଛନ୍ତି , ୮୦ ପ୍ରତିଶତ ମହିଳାମାନେ ସରକାରଙ୍କର ଫଇସଲାକୁ ସମର୍ଥନ କରିଥିଲେ , ଓ କହିଲେ ପିଏମ୍ ମୋଦୀଙ୍କ ସାଙ୍ଗରେ ଅଛୁ , ସେମିତି ଜାମ୍ମୁରେ ୬୮ ଲୋକଙ୍କର କଥା କହିଲେ ୯୩% ଲୋକେ ଏହାକୁ ସ୍ୱାଗତ କଲେ , ଓ ୪ ପ୍ରତିଶତ ଲୋକେ ଏହାକୁ ବିରୋଧ କଲେ , ଓ ୩ ପ୍ରତିଶତ ଲୋକ ଏବେ କିଛି କହିବାକୁ ଚାହୁଁନାହାନ୍ତି ,

ଘାଟିର ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଏବେ ସୁରକ୍ଷାକୁ କଡା କରାଯାଇଛି, ଶୋପିଆ, ପୁଲବାମା, ଅନନ୍ତନାଗ , ସୋପେର୍ ଏରିଆରେ ସୁରକ୍ଷା ବ୍ୟବସ୍ଥା ପାଇଁ କଡା ବ୍ୟବସ୍ଥା କରାଯାଇଛି, ଏପଟେ ଜାମ୍ମୁ କାଶ୍ମୀରର ପୋଲିସ୍ ଏକ ବୟାନ ଜାରି କରି ରାଜ୍ୟର ପୋଲିସ୍ ଙ୍କୁ ଫାଇରିଙ୍ଗ୍ ଖବର କୁ ଅନିୟମିତ ଓ ଏକ ମିଛ ପ୍ରବାଦ ବୋଲି କହିଛନ୍ତି , ପୋଲିସ୍ କହିଲେ କି ଗତ ୬ ଦିନରେ ପୋଲିସ୍ ଙ୍କ ତରଫରୁ ଗୋଟେ ହେଲେ ବି ଫାଇରିଙ୍ଗ୍ ହୋଇନାହିଁ ।

ଶାନ୍ତିରେ ମନାଯାଉଛି ବକରିଦ , ରାଜ୍ୟପାଳ ରାଷ୍ଟ୍ରିୟ ସୁରକ୍ଷା ଉପଦେଶ କର୍ତ୍ତା ଅଜିତ୍ ଡୋଭାଲ୍ ଙ୍କ ସହ ସାକ୍ଷାତ ଇତର ରାଜ୍ୟର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଲେ କି କାଶ୍ମୀର ଘାଟିର ଶାନ୍ତିରେ ଇଦ୍ ମନାହେବ , ଏହା କାଶ୍ମୀର ଲୋକଙ୍କର ସୁବିଧା ମଧ୍ୟ ଯାଞ୍ଚ ହେବ , ଆମେ ସ୍ଥିତିକୁ ସାମାନ୍ୟ କରିବାପାଇଁ ଚେଷ୍ଟିତ ଅଛୁ , କିନ୍ତୁ ଏହା ଦୁଇ ପଟୁ ସରକାର ଓ ସୁରକ୍ଷା ବଳ ତଥା ଲୋକଙ୍କ ଉପରେ ନିର୍ଭର କରିବ ।

Leave a Reply

Your email address will not be published. Required fields are marked *