February 7, 2025

Odia Express

Here, There and Everywhere

ସାକ୍ଷାତ ମାଆ ଙ୍କ ରୂପ ଅଟନ୍ତି ଏହି ତିନି ନାମ ଥିବା ଶାଶୁ, ବୋହୁକୁନିଜର ଝିଅ ଠାରୁ ଅଧିକ ସ୍ନେହ କରନ୍ତି ….

1 min read

ଶାଶୁ ବୋହୁର ସମ୍ପର୍କ ବହୁତ ସ୍ଵତନ୍ତ୍ର ହୋଇଥାଏ । ଗୋଟିଏ ଝିଅ ଯେବେ ବିବାହ କରି ନୂତନ ଗୃହକୁ ଆସେ , ତ ସେ ନିଜର ଶାଶୁଙ୍କ ଠାରେ ନିଜର ମାଆ ଙ୍କ ପ୍ରତିବିମ୍ବ ଖୋଜିବାର ପ୍ରୟାସ କରେ। କିନ୍ତୁ ଅନେକ ସମୟର ଏହି ସମ୍ପର୍କରେ କିଛି ନା କିଛି ଏପଟସେପଟ ଦେଖିବାକୁ ମିଳିଥାଏ । ଯଦିଓ କିଛି ଏପରି ଘର ମଧ୍ୟ ଅଛି ଯେଉଁଠାରେ ଶାଶୁ ବୋହୁଙ୍କ ପରସ୍ପର ସମ୍ପର୍କ ବହୁତ ମଧୁର ଅଟେ । କିନ୍ତୁ ପ୍ରାୟତଃ ଅଧିକତର ଘଟଣାରେ ଶାଶୁବୋହୁ ସମ୍ପର୍କରେ ଅଳ୍ପବହୁତ ତିକ୍ତତା ଦେଖିବାକୁ ମିଳେ। ଶାଶୁବୋହୁ ମଧ୍ୟରେ ହେଉଥିବା କଥା କଟାକଟିର ଏକ ମୁଖ୍ୟ କାରଣ ହେଲା ଯେ ଦୁହିଁଙ୍କ ବିଚାରଧାରାରେ ଅସମାନତା ହେବ କାରଣରୁ ମୁହାଁମୁହିଁ ହୁଅନ୍ତି ।

କାରଣ ଯାହାବି ହେଉ କିନ୍ତୁ ଶାଶୁବୋହୁଙ୍କ ମଧ୍ୟରେ ଏହି ବିରୋଧଭାସ ପ୍ରାୟତଃ ଦେଖିବାକୁ ମିଳେ। ଜଡୋ ବହୁତ ଏପରି ଘର ମଧ୍ୟ ଅଛି , ଯେଉଁଠାରେ ବୋହୁକୁ ନିଜର ମାତୃପକ୍ଷ ଠାରୁ ଅଧିକ ସ୍ନେହ ମିଳେ । , ଓ ଶାଶୁବୋହୁ ସମ୍ପର୍କ ପୂରାପୂରି ମାଆ ଝିଅ ଭଳି ହୋଇଥାଏ । କିଛି ଏପରି ଶାଶୁ ଦେଖିବାକୁ ମିଳନ୍ତି ଯେଉଁମାନେ ନିଜର ବୋହୁକୁ ବହୁତ ଅଧିକ ସ୍ନେହ କରନ୍ତି , ଓ ତାର ସବୁ ଖୁସିର ଧ୍ୟାନ ରଖନ୍ତି ।

ଆଜିର ଏହି ପୋଷ୍ଟରେ ଆମେ କିଛି ଏପରି ନାମର ମହିଳାଙ୍କ ବିଷୟରେ ଜଣେଇବାକୁ ଯାଉଛୁ , ଯେଉଁ ନାମ ଧାରୀ ମହିଳାମାନେ ନିଜର ବୋହୁକୁ ବହୁତ ଭଲପାଆନ୍ତି ।

H- ଅକ୍ଷର – କୁହାଯାଏ ଯେ ଯେଉଁ ମହିଳାମାନଙ୍କ ନାମର ପ୍ରାରମ୍ଭ ଇଂରାଜୀ H ଅକ୍ଷରୁ ହୋଇଥାଏ , ଏପରି ମହିଳାମାନେ ନିଜର ବୋହୁକୁ ବହୁତ ସମ୍ମାନ କରନ୍ତି , ଓ ଏପରି ମହିଳାଙ୍କର ନିଜର ବୋହୁ ସହିତ ସମ୍ପର୍କ ବହୁତ ମଧୁର ହୋଇଥାଏ । ଯେଉଁ ମହିଳାଙ୍କ ନାମର ପ୍ରଥମ ଅକ୍ଷର H ରୁ ହୋଇଥାଏ ସେମାନେ ନିଜର ଝିଅ ଓ ବୋହୁ ମଧ୍ୟର କିଛି ପାର୍ଥକ୍ୟ ଦେଖନ୍ତି ନାହିଁ । ସେମାନେ ନିଜର ବୋହୁଙ୍କା ବିଚାରଧାରାକୁ ସମର୍ଥନ କରନ୍ତି । ଓ ସବୁବେଳେ ଏହି ପ୍ରୟାସ କରନ୍ତି ଯେ ତାଙ୍କ ବୋହୁର ଜୀବନରେ କେବେ କୌଣସି ଅସୁବିଧା ନହେଉ । ଏମାନଙ୍କର ହେଇ ସ୍ଵଭାବ ଯୋଗୁ ଏମାନଙ୍କର ବୋହୁ ସହିତ ସମ୍ଭାନ୍ଧ ମଜବୁତ ରହେ ।

N ଅକ୍ଷର –  N ଅକ୍ଷର ନାମ ଥିବା ମହିଳା ମାନେ ବହୁତ ଯତ୍ନଶୀଳ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ଏହି ଗୁଣ ଏମାନଙ୍କର ବୋହୁ ସହିତ ସମ୍ପର୍କ ମଧୁର ହେବାର ସାହାଯ୍ୟ କରିଥାଏ । ଯେଉଁ ମହିଳା ମାନଙ୍କର ନାମ ର ଆରମ୍ଭ N ଅକ୍ଷରରୁ ହୋଇଥାଏ , ଏପରି ମହିଳାମାନେ ନିଜର ବୋହୁକୁ ସବୁ ପରିସ୍ଥିତିରେ ସମର୍ଥନ କରନ୍ତି ।

T ଅକ୍ଷର – ଏହି ତାଲିକାରେ ଆଗକୁ ଅଛି ସେହି ମହିଳାମାନଙ୍କର ଯାହାଙ୍କର ନାମର ଆରମ୍ଭ ଇଂରାଜୀ ଅକ୍ଷର T ରୁ ହୋଇଥାଏ । ଏହି ଅକ୍ଷର ନାମ ଥିବା ମହିଳା ମାନେ ମଧ୍ୟ ନିଜ ବୋହୁ ସହ ବହୁତ ସ୍ନେହର ସହ ବ୍ୟବହାର କରନ୍ତି । ଏହି ମହିଳାମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ପାଟିତୁଣ୍ଡରୁ ଦୂରେ ରହିବା ପସନ୍ଦ କରନ୍ତି। ଏହି କାରଣ ଅଟେ ଯେଉଁଥିପାଇଁ ଏମାନଙ୍କର ନିଜ ବୋହୁ ସହ ସମ୍ବନ୍ଧ ବହୁତ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *