June 20, 2025

Odia Express

Here, There and Everywhere

ଆଜି ନାଗ ପଞ୍ଚମୀ ଦିନ ଏହି ତିନୋଟି ରାଶିର ଲୋକଙ୍କୁ ମିଳିବ ମନ ମୁତାବିକ ବରଦାନ ,ଦେଖନ୍ତୁ କେଉଁ ରାଶି ସାମିଲ ଅଛନ୍ତି..

ନାଗ ପଞ୍ଚମୀ ହିନ୍ଦୁମାନଙ୍କର ଏକ ପ୍ରମୁଖ ଉତ୍ସବ ହୋଇଥାଏ , ହିନ୍ଦୁ ପଞ୍ଚାଙ୍ଗର ଅନୁସାରେ ଶ୍ରାବଣ ମାସର ଶୁକ୍ଳ ପକ୍ଷ ପଞ୍ଚମୀରେ ନାଗ ପଞ୍ଚମୀ ରୁପରେ ପାଳିଥାନ୍ତି , ଏହି ଦିନ ନାଗ ଦେବଆ ସର୍ପଙ୍କର ପୁଜା କରାଯାଏ । ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଏହିଥର ନାଗ ପଞ୍ଚମୀ ଉତ୍ସବ ବହୁତ ହିଁ ଶୁଭ ବୋଲି ମାନାଯାଇଛି, କାରଣ ଏହି ଥର ନାଗ ପଞ୍ଚମୀ ୫ ଅଗଷ୍ଟ ସୋମବାରକୁ ପଡୁଛି, ଓ ସୋମବାର ଦିନ ଶିବଙ୍କର ଦିନ ବୋଲି ଜଣାଯାଏ , ଓ ଭଗବାନ ଶିବଙ୍କୁ ଯଦି ଖୁସ୍ କରିବାର୍ ଅଛି ତେବେ ନାଗ ଦେବତାଙ୍କୁ ଖୁସି କରିବାକୁ ହେବ , ତେବେ ଆସନ୍ତୁ ଜାଣିବା ସେହି ୩ ଟି ରାଶିର ଉପରେ କିପରି ପ୍ରଭାବ ପଡୁଛି ନାଗ ପଞ୍ଚମୀ ଦିନ ।

 

୧) ମେଷ ରାଶି : ଆପଣଙ୍କ ଆସୁଥିବା ସମୟ ବହୁତ ହିଁ ଶୁଭ ହେବ , ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କ ସବୁ କଷ୍ଟ ଦୂର ହେବ , ଆପଣଙ୍କ ପାଇଁ ଏହା ଭଲ ସମୟ ଅଟେ , ବେପାର କ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରକାରର ଫାଇଦା ମିଳିପାରିବ , ଅଚାନକ ଧନଲାଭ କରିବାର ସମ୍ଭାବନା ହେଉଛି ।

 

୨) କୁମ୍ଭ ରାଶି : ଆଇନଗତ ମାମଲାରେ ଆପଣଙ୍କୁ ବଡ ସଫଳତା ମିଳିପାରିବ , ଓ ପ୍ରୋପଟି ମାମଲାରେ ଲାଭ ମିଳିପାରିବ , ବେପାରରେ ଧନ ଲାଭ ହେବାର ସମ୍ଭାବନା ରହୁଛି, ଘର ପରିବାରରେ ଚାଲୁଥିବା ସବୁ ଅସୁବିଧା ଦୂର ହେବ , ମା ବାପାଙ୍କର ସହଯୋଗ ପ୍ରାପ୍ତି ହେବ , ନିଜ ବିରୋଧୀଙ୍କର ଉପରେ ବିଜେତା ଲାଭ କରିବେ , ଅଚାନକ କାରୋବାରରେ କେଉଁ ଆଡେ ଯାତ୍ରା କରିପାରନ୍ତି ଏହା ଦ୍ୱାରା ବଡ ଫାଇଦା ମିଳିବ ।

 

୩) ତୁଳା ରାଶି : ଅଚାନକ ଧନ ଲାଭ ମିଳିବାରୁ ଆପଣ ଖୁସି ବହୁତ ହେବେ , ଆପଣ କରଜରୁ ମୁକ୍ତି ପାଇବେ , ଆପଣ ଭାବିନଥିବେ କି ଏହି ପରି ଲାଭ ମିଳିବ , ନିଜ କାମରେ ସଫଳତା ମିଳିବ , ଯଦି ଆପଣ ଗାଡି କିଣିବାକୁ ଚାହୁଁଛନ୍ତି ଏହା ବହୁତ ଫାଇଦା ଦାୟକ ରହିବ , ନାଗଦେବତାଙ୍କ କୃପାରୁ ନିଜ ଜୀବନ ସବୁବେଳେ ରହିବ , ସଫଳତା ମିଳିବ ଓ ଭାଗ୍ୟ ବଦଳିଯିବ ।

 

ଉପରେ ଦିଆଯାଇଥିବା ଏହି ୩ ଟି ରାଶିବାଲାଙ୍କୁ ମନ ମୁତାବିକ ବରଦାନ ଚାହୁଁଥିଲେ ତେବେ ନାଗପଞ୍ଚମୀ ଦିନ ସକାଳୁ ଉଠିକରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ,  ଓ ଭଗବାନ ଶିବଙ୍କର ମନ୍ଦିରକୁ ଯାଈକରି ଜଳ ଅର୍ପଣ କରନ୍ତୁ , ଓ ଆଖପାଖ ନାଗ ଦେବତା ଦେଖାଦେଲେ କ୍ଷୀର ପିଆନ୍ତୁ , ଏହି ପରି ଭୋଳାନାଥ ଆପଣଙ୍କ ଉପରେ ଖୁସି ହୋଇଯିବେ , ଓ ମନ ମୁତାବିକ ବର ଦେବେ ।

ନାଗ ପଞ୍ଚମୀ ଦିନ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସୁ ଏଥିପାଇଁ ଆପଣଙ୍କ ମତାମତ ସହ , ଜୟ ନାଗ ଦେବତା ନିଶ୍ଚିତ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *