October 28, 2024

Odia Express

Here, There and Everywhere

ନିଜ ନାକ ଉପରେ ରାଗ ନେଇ ଜନ୍ମ ନେଇଥାନ୍ତି ଏହି ୬ ଟି ନାମ ଥିବା ଝିଅମାନେ – ଏମାନଙ୍କ ସହ ପଙ୍ଗା ନେବା ଉଚିତ ନୁହଁ..

1 min read

ସବୁ ମଣିଷର ସ୍ୱଭାବ ଏକା ପରି ହୋଇନଥାଏ , କାହାକୁ ରାଗ ସାଙ୍ଗେ ସାଙ୍ଗେ ଆସିଯାଏ ଓ ବହୁତ ଲୋକ ଅସୁବିଧାର ସମୟରେ ବି ହସିଦେଇଥାନ୍ତି , କୁହନ୍ତି କି କିଛି ନାଁରେ ନଥାଏ , କିନ୍ତୁ ଜ୍ୟୋତିଷ୍ୟ ଶାସ୍ତ୍ର କଥା ମାନିଲେ ରାଶିର ନାଁରେ ବ୍ୟକ୍ତିର ସ୍ୱଭାବ ଜଣାପଡିଯାଏ , ତାହା ସହ ବ୍ୟକ୍ତିକୁ ଡାକୁଥିବା ନାଁରୁ ବି ତାର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ , ଜ୍ୟୋତିଷ୍ୟଶାସ୍ତ୍ର ମୁତାବିକ କେଉଁ ମଣିଷର ନାଁର ପ୍ରଥମ ଅକ୍ଷର ତାର ଖାସ୍ ମହତ୍ତ୍ୱ ରଖିଥାଏ , ସେଥିରୁ ଜୀବନରେ ଆସୁଥିବା ସୁଖ ଓ ଦୁଃଖ ସହ ଜଣାପଡିଯାଏ , ଏତିକି ନୁହେଁ ଏଥିରେ ଜଣା ପଡେ କି ବ୍ୟକ୍ତି କେତେ ରାଗି ଅଟେ , ଆଜି ଆମେ କହିବୁ କେଉଁ ବ୍ୟକ୍ତିର ପ୍ରଥମ ନାଁରୁ କିପରି ସ୍ୱଭାବର ସେ ହୋଇଥାଏ ।

 

B ନାମକ ଝିଅମାନଙ୍କର ସ୍ୱଭାବ : ଏହି ଅକ୍ଷରର ନାଁ ବିଶିଷ୍ଟ ଝିଅମାନଙ୍କର ସ୍ୱଭାବ ଶାନ୍ତ ସ୍ୱଭାବର ହୋଇଥାଏ , କିନ୍ତୁ ସେମାନେ ଯେ କୌଣସି ଭୁଲ୍ କୁ କେବେ ସହିପାରନ୍ତି ନାହିଁ , ଓ ଯେଉଁମାନେ କିଛି ଭୁଲ୍ କରିଥାନ୍ତି ତାଙ୍କୁ ସେ ଖରାପ ବ୍ୟବହାର କରିଥାନ୍ତି , ବହୁତଥର ସେମାନେ ନିଜ ରାଗ ଅନ୍ୟ ମାନଙ୍କ ଉପରେ ବାହାର କରନ୍ତି ।

H ନାମକ ଝିଅମାଙ୍କର ସ୍ୱଭାବ : ଏହି ଅକ୍ଷରର ବିଶିଷ୍ଟ ଝିଅମାନଙ୍କର ସ୍ୱଭାବ ପରସ୍ପର ମଧ୍ୟରେ ମିଶିକରି ରହିବାକୁ ପସନ୍ଦ କରନ୍ତି , ଏମାନଙ୍କ ଘର ପରିବାରରେ ସମସ୍ତଙ୍କ ଦାୟିତ୍ୱ ରହିଥାଏ , ଏମାନେ ନିଜ ପରିବାର ପାଇଁ କିଛି ବି କରିପାରନ୍ତି , କିନ୍ତୁ ରାଗ ଆସିବା ଏମାନଙ୍କ ସ୍ୱଭାବ ଅଟେ , ସେମାନେ ନିଜ କ୍ରୋଧକୁ ସଂମ୍ଭରଣ କରିପାରନ୍ତି ନାହିଁ ।

 

L ନାମକ ଝିଅମାନଙ୍କର ସ୍ୱଭାବ : ଏହି ଅକ୍ଷରର ଝିଅମାନଙ୍କର ସ୍ୱଭାବ ଏପରି ହୋଇଥାଏ କି ସେମାନେ ଏପରି କିଛି କାମ କରିବାକୁ ପସନ୍ଦ କରନ୍ତି ନାହିଁ ଯାହା ଦ୍ୱାରା ତାଙ୍କ ବ୍ୟକ୍ତିତ୍ୱ ଉପରେ କୌଣସି ଆଞ୍ଚ ଆସୁ , ଏମିତି ଝିଅ ସବୁ କାମରେ ଆଗୁଆ ରୁହନ୍ତି , ଏମାନେ ନୁଆ ନୁଆ ଜିନିଷ ବ୍ୟବହାର କରିବାକୁ ଆଗ୍ରହୀ ହୁଅନ୍ତି , କିନ୍ତୁ ରାଗ ଏମାନଙ୍କୁ ଦୂର୍ବଳ କରିଦିଏ , କାହା ଉପରେ ହେଲେ ବି ଏମାନେ ନିଜ କ୍ରୋଧ ଦେଖାଇଥାନ୍ତି , କିନ୍ତୁ ହୃଦୟ ଖୋଲା ବ୍ୟକ୍ତିତ୍ୱର ଅଧିକାରିଣୀ ହୋଇଥାନ୍ତି ।

 

P ନାମକ ଝିଅମାନଙ୍କର ସ୍ୱଭାବ : ଏହି ଝିଅମାନଙ୍କର ସ୍ୱଭାବ କ୍ରୋଧୀ ହୋଇଥାଏ , ଏହି ନାଁ ବାଲା ଝିଅମାନେ ବହୁତ କଥା କୁହନ୍ତି କିମ୍ବା ଏକ ଦମ୍ ଶାନ୍ତ ରୁହନ୍ତି , ଏମାନେ ନିଜ ଦୁନିଆଁରେ ଖୁସି ରହିବାକୁ ପସନ୍ଦ କରନ୍ତି , ଏମାନଙ୍କୁ ଦୁନିଆଁ ଦାରୀରୁ ମତଲବ ନଥାଏ , ଖାସ୍ କଥା ଏହି ଝିଅମାନେ ଅନ୍ୟ ମାନଙ୍କ ଉପରେ ରାଗିବା ଅପେକ୍ଷା ନିଜ ଉପରେ ରାଗ ସାରିଥାନ୍ତି , ଓ ନିଜ ରାଗ ସକାଶେ ନିଜକୁ କ୍ଷତି ବି ପହଞ୍ଚାଇଥାନ୍ତି ,

 

R ନାମକ ଝିଅମାନଙ୍କର ସ୍ୱଭାବ : ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି , ଏମାନେ ବହୁତ ଚାଲାକ୍ ହୋଇଥାନ୍ତି , ଏମାନେ ବହୁତ ଜଲଦି କାହାକୁ ବି ନିଜ ଆଡକୁ ଆକର୍ଷୀତ କରିପାରନ୍ତି , ତାଙ୍କର ଏତେ ସାରା ଗୁଣ ହୋଇଥିବା ଯୋଗୁଁ ଏମାନଙ୍କ ରାଗ ହିଁ ଦୁର୍ବଳତା ହୋଇଥାଏ , ଖାସ୍ କଥା ଏମାନେ ନିଜ ଭଲ ପାଇବା ଓ ରାଗ ଦୁଇଟିକୁ ଭଲ ଭାବେ ଜଣାଇବାକୁ ଚାହଁନ୍ତି ।

 

S ନାମକ ଝିଅମାନଙ୍କର ସ୍ୱଭାବ : ଏହି ନାଁର ଝିଅ ମାନଙ୍କର ସ୍ୱଭାବ ବହୁତ ଭଲ ହୋଇଥାଏ , ଏମାନେ କାହାକୁ ବି ଧୋକା ଦିଅନ୍ତି ନାହିଁ , ଯଦି କେଉଁ ଶତ୍ରୁ ଏମାନଙ୍କ ସହ ଲାଗେ ତେବେ ତାଙ୍କର ପରିଣତି ବହୁତ ଖରାପ ହୋଇଥାଏ , ଏମାନେ ଦେଖିବାକୁ ବହୁତ ହିଁ ଭଲ ଅଟନ୍ତି , କିନ୍ତୁ ରାଗ ଏମାନଙ୍କ ନାକ ଉପରେ ଥାଏ ।

Leave a Reply

Your email address will not be published. Required fields are marked *