ପ୍ରଥମେ ମା ଓ ପୁଅ ଦୁହେଁ ସଡକରେ ବିକ୍ରି କରୁଥିଲେ ବାଦାମ, ଆଜି ସେହି ପୁଅ ହୋଇଛନ୍ତି ମହାନ୍ କ୍ରିକେଟିୟର୍ ଓ ୧୧୦ କୋଟିର ମାଲିକ, ନାଁ ଶୁଣିଲେ ଚକିତ ହୋଇଯିବେ ଆପଣ – ଆପଣଙ୍କ ପ୍ରିୟ ଖେଳାଳି
1 min readବିଶ୍ୱରେ ଏମିତି ବହୁତ ଖେଳାଳୀ ଅଛନ୍ତି ଯେଉଁମାନେ ନିଜର କ୍ଷମତା ପ୍ରଦର୍ଶନ କରି କେତେ ରେକର୍ଡ ବନାଇଛନ୍ତି , ନିଜ ଦେଶର ନାଁ ଉଜ୍ଜଳ କରିଛନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଜଣେ ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ନିଜ ବ୍ୟାଟିଙ୍ଗ୍ ଦ୍ୱାରା ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି , ଆମେ ଆଜି କଥା ହେଉଛୁ ୱେଷ୍ଟଇଣ୍ତିଜ୍ ର ଧୁଆଁଧାର୍ ଖେଳାଳୀ କ୍ରିସ୍ ଗେଲ୍ ଙ୍କ ବିଷୟରେ , କ୍ରିସ୍ ଗେଲ୍ ଙ୍କ ଜନ୍ମ କିଙ୍ଗ୍ ଷ୍ଟନ୍ ଜମାଇକାରେ ୧୯୭୯ ମସିହାରେ ହୋଇଥିଲା , ସେ ଦିନିକିଆ ଓ ଟି-୨୦ ଖେଳରେ ବହୁତ ଘାତକ ବ୍ୟାଟିଙ୍ଗ୍ କରନ୍ତି ।
ଆପଣଙ୍କୁ କହିଦେବୁ କି କ୍ରିସ୍ ଗେଲ୍ ମଧ୍ୟମ ପରିବାର ଆସିଛନ୍ତି , ତାଙ୍କ ବାପା ଜଣେ ପୋଲିସ୍ କର୍ମୀ ଭାବେ କାମ କରୁଥିଲେ , ଓ ତାଙ୍କ ମା ଘର ଚଳାଇବା କାମ ସହ ଅତିରିକ୍ତ ପଇସା କମାଇବା ପାଇଁ ସଡକରେ ବାଦାମ ବିକ୍ରି କରୁଥିଲେ , ତାଙ୍କ ମାଙ୍କ ୬ ଟି ସନ୍ତାନ ଥିଲେ , ଓ ତା ମଧ୍ୟରୁ କ୍ରିସ୍ ଗେଲ୍ ଙ୍କ ସ୍ଥାନ ୫ ନମ୍ବର ପୁଅ ହିସାବରେ ଥିଲା । ଯଦି କ୍ରିସ୍ ଗେଲ୍ ଙ୍କ ସମ୍ପତ୍ତି ବିଷୟରେ କୁହାଯାଏ ତେବେ କ୍ରିସ୍ ଗେଲ୍ ଙ୍କ ସମ୍ପତ୍ତି ଏହି ସମୟରେ ୧୫ ମିଲିୟନ୍ ଡଲାର ଅଟେ । ମାନେ ଭାରତୀୟ ମୁଦ୍ରା ବିଷୟରେ କହିବା ତେବେ ସେ ୧୧୦ କୋଟିର ମାଲିକ ଅଟନ୍ତି ।
ଓ ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଯଦି ଏହି ସବୁ ପଇସା କ୍ରିସ୍ ଗେଲ୍ କ୍ରିକେଟ୍ ରୁ ହିଁ କମେଇଛନ୍ତି , ଗେଲ୍ ପ୍ରାୟ ସବୁ ଦେଶରେ ମ୍ୟାଚ୍ ଖେଳିବାରେ ଯାଇଥାନ୍ତି। ଯେଉଁଠି ତାଙ୍କ ଇନକମ୍ ଦୁଇ ଗୁଣା ହୋଇଯାଏ , ଆପଣଙ୍କୁ ଜାଣିକରି ଚକିତ ହେବେ କି ଗେଲ୍ ୫ ଟି ମ୍ୟାଚ୍ ରୁ ୧୦ କୋଟି ଟଙ୍କା କମେଇ ନିଅନ୍ତି , ତାଙ୍କର ସବୁଠାରୁ ଅଧିକା ଆୟ ଆଇପିଏଲ୍ ମ୍ୟାଚରୁ ହିଁ ହୋଇଥାଏ , କ୍ରିସ୍ ଗେଲ୍ ଏପରି ବ୍ୟାଟ୍ସମ୍ୟାନ୍ ଅଟନ୍ତି ଯାହାଙ୍କୁ ସମସ୍ତେ ଟିମ୍ ରେ ନେବାକୁ ଚାହୁଁଛନ୍ତି