ଭାରତକୁ ବିଶ୍ୱକପ୍ ଜିତାଇଥିବା ଏହି ବଡ ଖେଳାଳି ନିଶା ସେବନ କରି ଖେଳୁଥିଲେ କ୍ରିକେଟ ,ଧରାପଡ଼ିବା ପରେ କ୍ରିକେଟ୍ ଖେଳରୁ ହେଲେ ନିଳମ୍ବିତ – ଦେଖନ୍ତୁ କିଏ ସେ ଖେଳାଳି..
ନିଜ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଅଣ୍ତର ୧୯ ବିଶ୍ୱକପ୍ ବିଜୟ ଦେଇଥିବା ଯୁବା ଖେଳାଳୀ ପୃଥିବୀ ଶୋଙ୍କ ଉପରେ ଭାରତୀୟ କଣ୍ଟ୍ରୋଲ୍ ବୋର୍ଟ ଏକ ବଡ କାର୍ଯ୍ୟନୁଷ୍ଠାନ ନେଇଛନିତ୍ , ପୃଥିବୀ ଶୋ ଡୋପିଙ୍ଗ୍ ଦୋଷୀ ମିଳିବାପରେ କ୍ରିକେଟ୍ ରୁ ୮ ମାସ ପାଇଁ ନିଳମ୍ବିତ କରାଯାଈଛି, ଏହାର ପୃଷ୍ଟି ସମାଚାର ଏଜେନ୍ସି ଏଏନ୍ ଆଇ ଦେଇଛନ୍ତି , ଏଏନ୍ ଆଇ ନିଜ ଆଧିକାରିକ ଟ୍ୱିଟର୍ ଅକାଉଣ୍ଟରୁ ଲେଖିଥିଲେ କି ପୃଥିବୀ ଶୋ ଯେଉଁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସହ ପଞ୍ଜିକୃତ ହୋଇଛନ୍ତି , ତାଙ୍କୁ ୮ ମାସ ପାଇଁ ଡୋପିଙ୍ଗ୍ ଉଲ୍ଲଘନ ପାଇଁ ନିଳମ୍ବିତ କରାଯାଇଛି, ଶୋ ଅଜାଣତ ଏକ ନିଷିର୍ଦ୍ଧ ପଦାର୍ଥର ସେବନ କରିଥିଲେ , ଯାହା କପ୍ ସିରପ୍ ଭାବେ ମିଳିଥାଏ , ଏବେ ପୃଥିବୀ ଶୋ ୯ ମାସ ପାଇଁ କ୍ରିକେଟ୍ ରୁ ଦୁରେଇ ରହିବେ , ସେ ୧୫ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ କ୍ରିକେଟ୍ ରୁ ଦୁରେଇ ରହିବେ ।
କ୍ରିକେଟ୍ ବୋର୍ଡ ଏକ ଆଧିକାରିକ ବିଜ୍ଞପ୍ତି ରେ କୁହାଯାଇଛି କି ମୁମ୍ବାଇ କ୍ରିକେଟିୟର ଇନ୍ଦୋରରେ ୨୨ ଫେବୃୟାରୀ ୨୦୧୯ କୁ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସମୟରେ ଡୋପିଙ୍ଗ୍ ରୋଧୀ ପରିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ଏକ ମୁତ୍ର ନମୁନା ଉପଲ୍ଲବ୍ଧ କରାଈଥିଲା , ନମୁନାରେ ଏକ ପଦାର୍ଥ ଯାହା ବାଡା ନିଷିର୍ଦ୍ଧ ପଦାର୍ଥର ସୁଚୀରେ ଆସେ , ତାହା ମିଳିଥିଲା , ଏହି ଆଧାରରେ ତାଙ୍କୁ କ୍ରିକେଟ୍ ରୁ ନିଳମ୍ବିତ କରାଗଲା ।
ବିସିସିଆଇ ଦିଶା ନିର୍ଦ୍ଧେଶ ଅନୁସାରେ ଶୋ ଟିମ୍ ର ସହ ଫେରିବା କିମ୍ବା ୧୫ ନଭେମ୍ବର ୨୦୧୯ କୁ କ୍ଲବ୍ ସୁବିଧାଗୁଡିକ ଉପଯୋଗ୍ କରିବାର ଅନୁମତି ଦେଇଛନ୍ତି , ଶୋ ଙ୍କ ଛଡା ବିସିସିଆଇ ଦୁଇଟି ଘରୋଇ କ୍ରିକେଟିୟରଙ୍କୁ ନିଳମ୍ବିତ କରିଛି, ଏହି ଖେଳାଳୀ ଟିମ୍ ରାଜସ୍ଥାନ ଦିବ୍ୟା ଗଜରାଜ ଓ ବିଦର୍ଭ ଅକ୍ଷୟ ଦୁଲାରବାର ଅଟନ୍ତି ।