October 27, 2024

Odia Express

Here, There and Everywhere

୧୦ ଦିନରେ ଠିକ୍ ହୋଇଯିବ ଯେ କୌଣସି ଷ୍ଟେଜ୍ ର କ୍ୟାନସର୍, ମାତ୍ର ୨୦ ଟଙ୍କାରେ ହଜାର ଲୋକ ହୋଇସାରିଛନ୍ତି ଠିକ୍ – ଆପଣ ମଧ୍ୟ ଜାଣି ରଖନ୍ତୁ

କ୍ୟାନସର ପରି ଭୟାନକ ରୋଗ ପଛରେ ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଦିଅନ୍ତି, କିନ୍ତୁ ଜଣେ ଡାକ୍ତରଙ୍କ ଦାବା ଅଛି କି କେବଳ ୨ ଟଙ୍କାରେ ଏହି ପରି ଏକ ଜିନିଷରୁ ଆପଣ ଏହାକୁ ରୋକି ପାରିବେ , ଇଟିଲିର ଜଣାଶୁଣା ଡାକ୍ତର ଟୁଲିଓ ସିମୋନାଚିନିଙ୍କ କହିବା କଥା କି ରୋଷେଇ ଘରେ ଥିବା ବେକିଙ୍ଗ୍ ସୋଡା କ୍ୟାନସର ପାଇଁ ବହୁତ ଲାଭଦାୟକ ଅଟେ , ସେ ବହୁ ଲୋକଙ୍କ ଚିକିତ୍ସା କରିସାରିଛନ୍ତି | ଏହି ତରିକାରେ ସେ ସବୁ ଷ୍ଟେଜ୍ ର କ୍ୟାନସର୍ ରୋଗୀଙ୍କର ଚିକିତ୍ସା କରିସାରିଛନ୍ତି | ତାଙ୍କର ମାନିବା କଥା କି ବେକିଙ୍ଗ୍ ସୋଡାରେ ପିଇଲା ପରେ କ୍ୟାନସର୍ ରୋଗରୁ ମୁକ୍ତି ମିଳିପାରିବ , ସେ କହିଛନ୍ତି କି ଆମେ ଯେଉଁ ବେକିଙ୍ଗ୍ ସୋଡା ଦ୍ୱାରା ଚିକିତ୍ସା କରୁଛୁ ତାହା ୧୦ ଦିନ ମଧ୍ୟରେ ସବୁ ଷ୍ଟେଜ୍ ର କ୍ୟାନସର ରୋଗୀଙ୍କର ଚିକିତ୍ସା ହୋଇପାରିବ , ତାଙ୍କ ମାନିବା କଥା କି ବହୁତ ଜାଗାରେ ଏହା ଫଙ୍ଗସ୍ କ୍ୟାନସର୍ ସୃଷ୍ଟି କରିଥାଏ । ଯେଉଁଥିରୁ ବେକିଙ୍ଗ୍ ସୋଡା ରୋକାଯାଇପାରିବ , ବାହାରେ ହୋଇଥିବା ଘା ଯେଉଁଠି କ୍ୟାନସର ହେବାର ଡରଥାଏ ସେଠାରେ ବେକିଙ୍ଗ୍ ସୋଡା ଲଗାଯାଇପାରିବ , ଏହା ଛଡା ଏହାକୁ ପିଇକରି ବହୁତ ଫାଇଦା ମିଳିଥାଏ ,

ଡାଃ ଟୁଲିଓ ଙ୍କ ଅନୁସନ୍ଧାନରୁ ଜଣା ପଡେ କି ଯେବେ ଶରୀରରେ ପି ଏଚ୍ ଲେବଲ୍ ଲଗାତାର ଏସିଡିକ୍ ହୋଇଯାଏ , ସେଥିରୁ କ୍ୟାନସର୍ ହେବା ସଂମ୍ଭାବନା ବଢିଯାଇଥାଏ , ଏମିତିରେ ଶରୀରରେ ପିଏଚ୍ ଲେବଲ୍ କୁ ନିୟନ୍ତ୍ରଣ କରିବାକୁ ଏହା ସାହାର୍ଯ୍ୟ କରିଥାଏ , ଜଣେ ସାଧାରଣ ଲୋକ ବେକିଙ୍ଗ୍ ସୋଡା କୋଲ୍ଡ ଡ୍ରିଙ୍ଗ୍ସ କରି ଏହାକୁ ପିଇ ପାରିବେ , ଓ ସମୟ ସମୟରେ ପିଏଚ୍ ଲେବଲ୍ ଚେକ୍ କରିପାରିବେ , ଧିରେ ଧିରେ ଏହା ଆପଣଙ୍କ ଶରୀରରୁ ପିଏଚ୍ ଲେବଲ୍ କମ୍ କରିବ , ଯାହା ଦ୍ୱାରା ଶରୀରରେ ବଢୁଥିବା ଟ୍ୟୁମର୍ କୁ ରୋକାଯାଇପାରିବ , କିନ୍ତୁ ଏଥିପାଇଁ ଡାକ୍ତରୀ ପରାମର୍ଶ ନିତାନ୍ତ ଜରୁରୀ

 

ୟୁରିନ୍ ମାଧ୍ୟମରୁ ଜଣା ପଡିଲା ଶରୀରରେ ପିଏଚ୍ ଲେବଲ୍ କଣ ଅଟେ , ଏହା ୭ ରୁ ୮ ମଧ୍ୟରେ ରହିବା ଦରକାର , ଯଦି ଏହା ୮ ରୁ ଅଧିକା ହୋଇଯାଏ , ତେବେ ବେକିଙ୍ଗ୍ ସୋଡା ନେବା ବନ୍ଦ କରିଦେବା ଠିକ୍ ହେବ । ଏହା ଫଙ୍ଗସ୍ ଇମ୍ୟୁନୋ ସିଷ୍ଟମକୁ ଦୂର୍ବଳ କରିଥାନ୍ତି , ଓ ଏହା ପରେ ପୁରା ଶରୀରରେ ବ୍ୟାପି ଯାଈଥାନ୍ତି , ସବୁ ପ୍ରକାରର କ୍ୟାନସର କେଂଡିଡା ଫଙ୍ଗସ୍ କାରଣରୁ ହୋଇଥାଏ , ଏହା ଏକ ଅଧ୍ୟୟନରୁ ପୃଷ୍ଟି ହୋଇସାରିଛି , ସମୟ ସମୟରେ ଆମ ଶରୀରର କୋଷିକା ବି ଦୂର୍ବଳ ହୋଇଯାଇଥାଏ , ଓ ଅଜ୍ଞାତ କୋଷିକା ତିଆରି ହେବା ଆରମ୍ଭ ହୋଇଯାଏ , ସେ କହିଛନ୍ତି କି କ୍ୟାନସର୍ ଏକ ଅଲସର୍ ଅଟେ , ଯାହା ବିକୃତ କୋଷିକା ଜମା କରିଥାନ୍ତି , ଓ କୋଲୋନିଜ୍ କରିନିଅନ୍ତି ।

 

ଡାଃ ଟୁଲିଓ କହିଲେ କି ସାମାନ୍ୟ ଆଣ୍ତି ଫଙ୍ଗଲ୍ ମେଡିସିନ୍ କ୍ୟାନସର ବିପକ୍ଷରେ ଲଢିପାରନ୍ତି ନାହିଁ , କାରଣ ସେ କେବଳ କୋଷିକାଙ୍କ ଉପରେ କାମ କରିଥାନ୍ତି , ମୁଖ୍ୟ ଇନଫେକ୍ସନ୍ ଏକ ବ୍ୟାକ୍ଟେରିଆ ରୁ ଅଧିକା ଶକ୍ତିଶାଳୀ ହୋଇଥାନ୍ତି , ଏହି କାରଣ ଅଟେ କି ଫଙ୍ଗଲ୍ ଇନଫେକ୍ସସନ୍ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ଶରୀରରେ ରହିଥାନ୍ତି , ଡାଃ ଟୁଲିଓ କହିଲେ କି ସେ ସେହି ଜିନିଷକୁ ଜାଣିଛନ୍ତି ଯାହା ଫଙ୍ଗସ କୋଲୋନିଜ୍ ଉପରେ ଆକ୍ରମଣ କରିଛନ୍ତି , ସେ କହିଲେ କି ସ୍କ୍ରିନ୍ କ୍ୟାନ୍ସର୍ ପାଇଁ ବେକିଙ୍ଗ୍ ସୋଡା ଓ ଆୟୋଡିନ୍ ଟିଚର୍ ଭଲ ପଦାର୍ଥ ଅଟେ

ବହୁତ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି କି କ୍ୟାନସର ବିପକ୍ଷରେ ବେକିଙ୍ଗ୍ ସୋଡା ଏକ ଇଣ୍ଟ୍ରୋସେଲୁଲାର୍ ଆକ୍ସନ୍ ଅଟେ , ସେ କହିଲେ କି ୨୦ ରୁ ଅଧିକ ବୟସର ରୋଗୀଙ୍କ ପାଇଁ ଏହା ଉପଯୋଗ କରାଯାଇପାରିବ , ଏହି ରୋଗୀମାନଙ୍କର ବହୁତ ରୋଗ ଥିଲା , ଯାହାକୁ ଡାକ୍ତର କହିଲେ କି ତାଙ୍କ ରୋଗ ସଫଳତା ପୂର୍ବକ ସେ ଚିକିତ୍ସା କରିପାରିଥିଲେ , ଟ୍ୟୁମର୍ ରୁ ମୁକ୍ତି ପାଇବାକୁ ହେଲେ ସବୁଠାରୁ ବଡ ତରିକା ହେଲା ବେକିଙ୍ଗ୍ ସୋଡା ବ୍ୟବହାର କରିବା

Leave a Reply

Your email address will not be published. Required fields are marked *