February 1, 2025

Odia Express

Here, There and Everywhere

୧୦ ବର୍ଷ ପୁରୁଣା ଆଣ୍ଠୁ ଗଣ୍ଠି ବାତକୁ ଚୁଟୁକିରେ ଦୂର କରିଦେଇଥାଏ ଏହି ଜିନିଷ – ଆଜି ହିଁ ଜାଣିନିଅନ୍ତୁ…

ଏହା ଠିକ୍ କଥା ଯେପରି ଆମେ ଖାଈଥାଉ , ତାହାର ପ୍ରଭାବ ଶରୀର ଉପରେ ପଡିଥାଏ , ଆଜିକାଲି କର୍ମବ୍ୟସ୍ତ ଜୀବନ ମଧ୍ୟରେ ଏତେ ଆମେ ଆଗୁଆ ଚାଲିଯାଇଛୁ କି ନିଜ ସ୍ୱାସ୍ଥ୍ୟ କଥା ବୁଝିବାକୁ ଆମର ସମୟ ରୁହେନି , ଏହା ମଧ୍ୟରୁ ଗୋଟେ ଅଟେ ଆଣ୍ଠୁ ଗଣ୍ଠିର ବାତ , ପୁରୁଣା ସମୟରେ ତ ଏହି ରୋଗ ଜେଜେମା ଆଇ ବୟସ୍କ ଲୋକଙ୍କୁ ହେଉଥିଲା , କିନ୍ତୁ ଏବେ ବୟସ ୩୦ ହେଲା ପରେ ଏହା ଦ୍ୱାରା ଗ୍ରସିତ ହୋଇସାରିଛନ୍ତି । କାନ୍ଧ , ଆଣ୍ଠୁ, ଅଣ୍ଟା, କହୁଣି ଏଡି ଛଡା ଶରୀରର ବାକି ଭାଗରେ କଷ୍ଟ ହେବା କିମ୍ବା ଫୁଲିବା ଭଳି ସମସ୍ୟା ଲାଗିଥାଏ , ଏଥିରେ ବସିବା ଅସୁବିଧାର ସାମ୍ନା ହେବାକୁ ପଡିଥାଏ , ଲୋକେ ଏଥିରୁ ମୁକ୍ତି ପାଇବାକୁ ହେଲେ ନାନା ପ୍ରକାରର ପେନ୍ କିଲର୍ ବ୍ୟବହାର କରିଥାନ୍ତି , ଡାକ୍ତରଙ୍କ ଚକ୍କରରେ ଏହି କଷ୍ଟରୁ ମୁକ୍ତି ମିଳିପାରିନଥାଏ , ମଣିଷ କିଛି ବୁଝିପାରେନା କେବେ କଣ କରିବାର ଅଛି ,

 

ଏହି କଷ୍ଟରୁ ମୁକ୍ତିପାଇବାର ଉପାୟ  :

୧) ରସୁଣର ସେବନ ଦ୍ୱାରା ଆଣ୍ଠୁ ଗଣ୍ଠିର ବାତରୁ ମୁକ୍ତି ମିଳିଥାଏ , ବିଶେଷଜ୍ଞ ଏହା ମାନିଥାନ୍ତି କି ପିଆଜ ଓ ରସୁଣରେ ଏମିତି ବହୁତ ସାରା ତତ୍ତ୍ୱ ମିଳିଥାଏ ଯାହା ଆଣ୍ଠୁ ଗଣ୍ଠି ବାତ ପାଇଁ ଫାଈଦାଦାୟକ , ଏମାନଙ୍କ ନିୟମିତ ସେବନରେ ଆଣ୍ଠୁ ଗଣ୍ଠିର କଷ୍ଟରୁ ମୁକ୍ତି ମିଳିବ ,

୨) ଭିଟାମିନ୍ ଇ ଆଣ୍ଠୁ ଗଣ୍ଠିର କଷ୍ଟ ପାଇଁ ଫାଇଦା ଯୋଗାଇଥାଏ,  ଖାସକରି ବାଦାମରେ ମିଳୁଥିବା ଓମେଗା ୩ ଫ୍ୟାଟି ଏସିଡ୍ ଫୁଲିବା ଓ ଗଣ୍ଠିର ଲକ୍ଷଣକୁ ଦୂର କରିଥାଏ , ବାଦାମ ଛଡା ମାଛ ଓ ବାଦାମ ରେ ବି ପର୍ଯ୍ୟପ୍ତ ପରିମାଣରେ ଓମେଗା ୩ ଫ୍ୟାଟି ଏସିଡ୍ ମିଳିଥାଏ ।

 

୩) ଅମୃତଭଣ୍ତାରେ ବଡ ମାତ୍ରାରେ ଭିଟାମିନ୍ ସି ମିଳିଥାଏ , ଭିଟାମିନ୍ ସି କେବଳ ଇମ୍ୟୁନୋ ସିଷ୍ଟମକୁ ଭଲ କରେ ନାହିଁ ବରଂ ଏହା ଆଣ୍ଠୁ ଗଣ୍ଠିର ବାତକୁ ବି କାରଗର ହୋଇଥାଏ ।

Leave a Reply

Your email address will not be published. Required fields are marked *