June 26, 2025

Odia Express

Here, There and Everywhere

୨୨ ବର୍ଷୀୟ ବୟଫ୍ରେଣ୍ତ, ୧୯ ବର୍ଷୀୟ ଗାର୍ଲଫ୍ରେଣ୍ତ , ୧୮ ମାସରେ ଲଭ୍ ଷ୍ଟୋରୀର ହେଲା ଏପରି ଭୟାନକ ଅନ୍ତ ଯେ ଜାଣିଲେ ଆପଣ କାନ୍ଦିପକେଇବେ …

ଯେପରି କି ଆପଣ ସମସ୍ତେ ଜାଣିଛନ୍ତି କି ହତ୍ୟା ତଥା ବଳାତ୍କାର ମାମଲା ସାମନାକୁ ଆସୁଛି, ଏବେ କିଛି ଦିନ ହେବ ଏମିତି ଏକ ମାମଲା ସାମନାକୁ ଆସିଛି, ଯେଉଁଠି ଏକ ଦେଢବର୍ଷର ପୁରୁଣା ପ୍ରେମ କାହାଣୀ ବହୁତ ଭୟାନକ ଅନ୍ତ ହୋଇଛି , ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ ଏହା ହୃଦୟ ବିଦାରକ ରାୟପୁର କ୍ଷେତ୍ରର ଅଟେ ,ଯେଉଁଠି ଏକ ପ୍ରେମୀ ଏକ ପ୍ରେମିକା ସହ ଜୀବନ ସାରା ସାଙ୍ଗରେ ରହିବା ପାଇଁ ସଂକଳ୍ପ ନେଇଥିଲା , ଓ ନିଜ ହାତରେ ତାକୁ ହତ୍ୟା କରିଦେଲା ।ସୁତ୍ରରୁ ଜଣାଯାଏ କି ରାଜପୁର କ୍ଷେତ୍ରରେ ଥିବା ଏକ ସୋସାଇଟି ଫ୍ଲାଟରେ କାଲି ଡେରି ରାତିରେ ଏକ ପ୍ରେମି ନିଜ ପ୍ରେମିକାଙ୍କୁ ହତ୍ୟାକରି ଫାସି ଲଗାଇ ଆତ୍ମହତ୍ୟା କରିଥିଲା । ସେମିତି ଏହି ମାମଲାରେ ପୋଲିସ୍ ନିଜର ସୁଚନା ଦେଇକରି କହିଲେ କି ଗତ ଦେଢ ବର୍ଷରେ ଦୁହେଁ ପ୍ରେମ ସଂମ୍ପର୍କରେ ଥିଲେ , ତଥା ଏହି ଦୁହେଁଙ୍କର ପ୍ରେମର ମଧ୍ୟରେ ଅନ୍ୟ କେଉଁ ଯୁବକ ସାମନାକୁ ଆସିବାପରେ ଦୁରତା ବଢିଗଲା , ଯାହାକୁ ନେଇ ପ୍ରେମୀ ନିଜ ହାତରେ ପ୍ରେମିକାକୁ ମାରି ହତ୍ୟା କରିଥିଲା ,

 

ଏହି ମାମ୍ମଲାରେ ପୋଲିସ୍ ସୁଚନା ଦେଇକରି କହିଲା କି ମୃତକ କୃଷ୍ଣା ମଲହୋତ୍ରା ୨୨ ବର୍ଷ ନିଜ ପ୍ରେମିକା କାଶିଶ୍ ମାନ୍ ୧୯ ବର୍ଷୀୟ ନିଜ ଭିଣେଇଙ୍କୁ ଫ୍ଲାଟ୍ କୁ ନେଇକରି ଆସିଥିଲ୍ , ଯେଉଁଠି ଦୁହେଁ ଙ୍କର ମଧ୍ୟରେ ଏକ ତୃତୀୟ ବ୍ୟକ୍ତିକୁ ନେଇ ଝଗଡା ହେଲା , ଯାହା ଉପରେ କୃଷ୍ଣ ନିଜ ମାନସିକ ସ୍ଥିତି ହରାଇବସିଲା , ଓ ନିଜ ପ୍ରେମିକା କାଶିଶ୍ କୁ ଏକ ଧାରୁଆ ହତିଅରରେ ଗଳା କାଟି ହତ୍ୟ କରିଥିଲା , ଏହାପରେ ଫାଶୀ ଲଗାଈ ଜୀବନ ହାରିଯାଇଥିଲା ,

 

ଯାହାପରେ ସୁଚନା ପାଇକରି ଘଟଣାସ୍ଥଳରେ ପୋଲିସ୍ ଦୁହେଁ ଶବକୁ ଘଟଣା ସ୍ଥଳକୁ ଉଦ୍ଧାର କରି ପୋଷ୍ଟମର୍ଟମ୍ କୁ ପଠାଇଦେଇଛନ୍ତି ।

Leave a Reply

Your email address will not be published. Required fields are marked *