June 27, 2025

Odia Express

Here, There and Everywhere

ଏହି କ୍ରିକେଟିୟରଙ୍କ ସ୍ତ୍ରୀ ଆଜି ମଧ୍ୟ ମାଟି ଚୁହ୍ଲାର ରୋଷେଇ କରୁଛନ୍ତି, ନାମ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ..

କ୍ରିକେଟ୍ ରୁ ଜଣା ପଡେ କି କ୍ରିକେଟ୍ ଖେଳୁଥିବା ଖେଳାଳୀଙ୍କ ପାଖରେ ସବୁବେଳେ ପଇସା ଥାଏ,  ଓ ଖାସକରି ଭାରତରେ କ୍ରିକେଟ୍ ଖେଳରୁ ଏତେ ପଇସା ଅଛି ଯାହା କେହି ବି ଭାବିପାରିବେ ନାହିଁ , ଆଇପିଏଲ୍ ଖେଳରେ ଖେଳାଳୀମାନେ ଏତେ ପଇସା ଆୟ କରୁଛନ୍ତି କି ସେମାନେ ଜୀବନ ସାରା ତାଙ୍କ ପରିବାରକୁ ଖୁଆଇପାରିବେ ,। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଆପଣଙ୍କୁ କହିବୁ ଜଣେ କ୍ରିକେଟିୟରଙ୍କ ସ୍ତ୍ରୀଙ୍କ ବିଷୟରେ ଯିଏ ମାଟିର ହାଣ୍ତିରେ ଖାଇବା ଦିଅନ୍ତି , କହିଦେବୁ କି ଗୀତା ବସରା ଇନଷ୍ଟାଗ୍ରାମ ଏକାଉଣ୍ଟରେ ଫଟୋ ସେୟାର କରି ଏକ କ୍ୟାପଶନ୍ ଲେଖିଥିଲେ , ମଜା ପିଣ୍ତ ଦା , ଗୀତ ଏହି ପୋଷ୍ଟ ସେୟାର୍ କରି ଇମୋଜିର୍ ବ୍ୟବହାର କରିଥିଲେ , ଗୀତା ଏହିଥିରେ ଏକ ଗ୍ରୀନ କଲର୍ ର ସୁଟ୍ ପିନ୍ଧିଥିଲେ , ଓ ସେ ଖୁସି ନଜର ଆସୁଥିଲେ ।

 

ଗୀତାଙ୍କ ଏହି ଫଟୋକୁ ୩୭ ହଜାରରୁ ଅଧିକା ଲୋକ ଲାଇକ୍ କରିସାରିଛନ୍ତି , ଗୀତା ଏହି ଫଟୋକୁ ତାଙ୍କ ଫ୍ୟାନ୍ସଙ୍କୁ ଲାଇକ୍ କରିବା ସହ କମେଣ୍ଟ ବି କରିଛନ୍ତି , ଜଣେ ୟୁଜର୍ ଲେଖିଥିଲେ କି ଜଲନ୍ଧର ପିଣ୍ତ ନୁହେଁ ଦୟାକରି ସମ୍ମାନ କରନ୍ତୁ , ଜଣେ ୟୁଜର କମେଣ୍ଟରେ କହିଲେ କି ଆପଣଙ୍କୁ ଚୁଲ୍ଲୀ ଜଳାଇବାକୁ ଆସେ କି ।

 

କହିଦେବୁ କି ଗୀତା ବସରା ମିଡିଆରେ ଆଉ ଏକ ଫଟୋ ସେୟାର୍ କରିଥିଲେ , ଯେଉଁଥିରେ ସେ ନିଜ ସ୍ୱାମୀ ହରଭଜନ ସିଂଙ୍କ ସହ ନଜର ଆସିଛନ୍ତି , ଗୀତା ବସରା କ୍ରିକେଟିୟର ହରଭଜନ ସିଂଙ୍କୁ ୨୦୧୫ ରେ ବିବାହ କରିଥିଲେ , ହରଭଜନ ସିଂ ଗୀତା ପ୍ରାୟ ୭ ବର୍ଷ ସଂମ୍ପର୍କରେ ରହିବାପରେ ବାହାହେବା ପାଇଁ ଫଇସଲା ନେଲେ । ଜୁଲାଇ ୨୦୧୬ ରେ ତାଙ୍କ ଝିଅ ହିନାୟା ଜନ୍ମ ନେଇଥିଲା ।

Leave a Reply

Your email address will not be published. Required fields are marked *