୩୫ ବର୍ଷ ଯାଏଁ ଏହି ଭାରତୀୟ ସାଉଦି ଆରବରେ କାମ କରିଲେ , ଏହି ଖାସ୍ ଅନ୍ଧାଜରେ ହେଲା ତାଙ୍କ ବିଦାୟ ସମ୍ବର୍ଧନା…
ଦୁନିଆଁର ଭଲ ଖରାପ ଲୋକ ହୋଇଥାନ୍ତି , ଓ ଏହି କଥାକୁ ବହୁତ ଲୋକ ଜାଣିଥିବେ । ଲୋକଙ୍କୁ ଲାଗିଥିବ କି ସାଉଦି ଆରବରେ ଭାରତୀୟଙ୍କ ଇଜ୍ଜତ ନଥାଏ । କିନ୍ତୁ ଏହି ଶେଖ୍ ଏହି କଥାକୁ ଭୁଲ୍ ପ୍ରମାଣିତ କରିଥିଲେ। ଏବେ ଏମିତି ଏକ ଖବର ଜାଣିବାକୁ ମିଳିଲା କି ସାଉଦି ଆରବରେ ଜଣେ ଭାରତୀୟ ରିଟାର୍ଡମେଣ୍ଟ ଉପରେ ଶେଖ୍ ଶାନଦାର୍ ଫେୟାର୍ ୱେଲ୍ ଦେଲେ , ଏହି ସମୟରେ ବହୁତ ଲୋକ କେବଳ ବିଦାୟୀ ଦେବାପାଇଁ ଆସିଥିଲେ କାରଣ ସେ ୩୫ ବର୍ଷ ଯାଏଁ ସେ କାମ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହି ଫେୟାରୱେଲ୍ କେମିତି କଟିଥିଲା ।
୩୫ ବର୍ଷ ପର୍ଯ୍ୟନ୍ତ ଏହି ଭାରତୀୟ ସାଉଦି ଆରବରେ କାମ କରିଥିଲେ, ସେ ନିଜ ପରିବାର ପାଇଁ ମୁଲିଆ କାମ କରୁଥିଲା , ଓ ଯେବେ ସେ ଅବସର ନେବାପାଇଁ ଫଇସଲା ନେଲା , ତେବେ ସେ ନିଜ ଦେଶକୁ ଫେରିବାକୁ ଭାବିଥିଲେ, କିନ୍ତୁ ତାଙ୍କର ଅବସର ପାଇଁ ଏପରି ଫେୟାରୱେଲ୍ ଦିଆଯାଇଥିଲା , ଯାହା ଆପଣ ବି ଜାଣିଲେ ଖୁସିରେ ତାଳି ମାରିବେ , ଏହି ବ୍ୟକ୍ତିର ନାଁ ମିଡୋ ସେରିଆନ୍ ଅଟେ , ଓ ସେ ୩୫ ବର୍ଷରୁ ନିଜ ପରିବାର ସହ କାମ କରୁଛନ୍ତି , ଶେଖ୍ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ, ରୋଷେୟା ଭାବରେ , କଫି ଲୋକଙ୍କୁ ଦେଉଥିଲେ, ଓ ତାହା ସହ କ୍ଷେତରେ କାମ କରୁଥିଲା, ଯେବେ ମିଡୋ ସେରିୟାନ୍ ସାଉଦି ଆରବ ଛାଡି ଭାରତ ଫେରି ଆସିଥିଲେ ତେବେ ପରିବାର ଲୋକେ ତାଙ୍କର ଆସିବା ଖୁସିରେ ପରିବାର ଲୋକେ ତାଙ୍କୁ ଲାଇନ୍ ଲଗାଇ ତାଙ୍କୁ ସ୍ୱାଗତ କଲେ , ଶେଖ ନିଜ ଅଫିସିଆଲ୍ ଟ୍ୱିଟର୍ ଏକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ତାଙ୍କର ଫେୟାରୱେଲ୍ ର ସବୁ ଗତିବିଧିଗୁଡିକ ଦେଖିପାରିବେ ।
ଏହି କର୍ମଚାରୀ ଶେଖ ଙ୍କ ପୁରା ପରିବାରଙ୍କୁ ଗୁଡ ବାୟ୍ କିସ୍ କରିଥିଲେ , ଓ ବଡ ପାର୍ଟି ବି ଆୟୋଜନ କରିଥିଲେ, କିଛି ଲୋକ ତାଙ୍କୁ ଉପହାର ଦେଇଥିଲେ, ଓ ସାଉଦି ରୁ ଆସିଥିବା ଏହି ଷ୍ଟୋରୀ ଲୋକଙ୍କ ହୃଦୟ ଜିଣିନେଇଥିଲା ଲୋକେ ଶେଖ ଓ ତାଙ୍କର ପରିବାରଙ୍କ ଲୋକଙ୍କୁ ବଡ ଦିଲବାଲା କହିଲେ ଓ ତାଙ୍କର ବହୁତ ପ୍ରଶଂସା କରିଥିଲେ, ଏହି ଖବର ପ୍ରକୃତରେ ହୃଦୟକୁ ଛୁଇଁନେଇଛି , ଏବେ ଏହା ଜଣା ପଡିନାହିଁ କି ଏହି ବ୍ୟକ୍ତି ଜଣଙ୍କ ଭାରତରେ କେଉଁଠି ରହୁଛନ୍ତି , ଓ କେବେ ଭାରତ ଫେରିକରି ଆସିବ ।