ଏବେ ଏବେ- ଫିଲ୍ମ ଜଗତର ଜଣାଶୁଣା ଅଭିନେତାଙ୍କ ହେଲାମୃତ୍ୟୁ, ଶୋକରେ ବୁଡ଼ିଲା ପୁରା ଫିଲ୍ମ ଇଣ୍ଡଷ୍ଟ୍ରି..
ସାଉଥ୍ ଫିଲ୍ମ ଜଗତରେ ଏକ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି , ଯାହାକୁ ଜାଣିଲେ ଆପଣଙ୍କ ଆଖିରେ ଲୁହ ଚାଲି ଆସିବ , ସମ୍ମୋହନମ୍ ଫିଲ୍ମର ଅଭିନେତା ଅମିତ୍ ପୁରୋହିତ୍ ଙ୍କ ନିଧନ ହୋଇଯାଇଛି, ବାଗୀ ଫିଲ୍ମର ଅଭିନେତା ସୁଧୀର ବାବୁ ଏବେ କିଛି ସମୟ ପୂର୍ବରୁ ସୋସିଆଲ୍ ମିଡିଆରେ ଏକ ଦୁଃଖଦ ଖବର ଜଣାଇଛନ୍ତି , ଯେଉଁଥିରେ କୁହାଯାଇଛି କି ଅମିତ୍ ପୁରୋହିତ୍ ଙ୍କ ନିଧନ ହୋଇଯାଇଛି , କହିଦେବୁ କି ୨୦୧୮ ମସିହାରେ ଆସିଥିବା ଫିଲ୍ମ ସମ୍ମୋହନମ୍ ରେ ସେ ବଲିଉଡ୍ ଅଭିନେତ୍ରୀ ଆଦିତି ରାଓ ହୈଦରୀଙ୍କ ଅପୋଜିଟ୍ ରେ ଆସିଥିଲେ , ଆଦିତି ରାଓ ହାଇଦରି ଙ୍କ ଏକ୍ସ ବୟଫ୍ରେଣ୍ତ ରୋଲ୍ ସିଏ ନିଭାଇଥିଲେ, ତାଙ୍କ ନିଧନ ପରେ ଏବେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଶୋକର ଲହଡି ଅଛି, ସାଉଥ୍ ଫିଲ୍ମ ଜଗତ ଏକ ଦକ୍ଷ କଳାକାରଙ୍କୁ ହରାଇଦେଲେ ।
କହିଦେବୁ କି ସୁଧୀର ବାବୁ ନିଜ ଟ୍ୱିଟର୍ ଏକାଉଣ୍ଟରୁ ଏକ ଲମ୍ବା ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛ୍ନନ୍ତି , ସେଥିରେ ଲେଖା ହୋଇଥିଲା କି ଅମିତ୍ ପୁରୋହିତ୍ ଙ୍କ ମୃତ୍ୟୁ ଖବର ଶୂଣି ମୁଁ ବହୁତ ମର୍ମାହତ ହୋଚିହି , ସେ ସାମମୋହନମ ରେ ଅମିତ୍ ମଲହୋତ୍ରା ସମୀରାଙ୍କ ପୁର୍ବତନ ସ୍ୱାମୀ ଭୁମିକା ନିଭାଇଥିଲେ, ବହୁତ ହିଁ ମିଶାଳିଆ ବ୍ୟକ୍ତି ଥିଲେ ଓ ସବୁ ହଟ୍ ସଟ୍ ଦେଇଥିଲେ , ଏକ ଅନ୍ୟ ଯୁବା ଓ ଭଲ ଅଭିନେତା ବହୁତ୍ ଜଲଦି ଆମକୁ ଛାଡି ଚାଲିଗଲେ । ତାଙ୍କର ଆତ୍ମାକୁ ସଦଗତି ମିଳୁ ।
ଅମିତ୍ ପୁରୋହିତ୍ ଙ୍କ ମୃତ୍ୟୁରେ ବହୁତ ତାଙ୍କର ଫ୍ୟାନ୍ସ ଟ୍ୱିଟରରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ , ସମ୍ମୋହନମ୍ ର ନିର୍ଦ୍ଧେଶକ ମୋହନକୃଷ୍ଣ ଇନ୍ଦ୍ରଗତି ବି ତାଙ୍କୁ ମନେ ପକାଇଥିଲେ , ଅମିତ୍ ପଙ୍ଖ, ବିଜୁକା , ଆଳାପ, ଆଦି ଫିଲ୍ମରେ ସେ କାମ କରିଥିଲେ, ଏବେ ଅମିତ୍ ଙ୍କ ନିଧନର କାରଣ କିଛି ସ୍ପଷ୍ଟ ହୋଇପାରିନାହିଁ ।