February 4, 2025

Odia Express

Here, There and Everywhere

ଭିଡିଓରେ ଦେଖନ୍ତୁ କିପରି ଏକ ଛାତ୍ର ଓ ଶିକ୍ଷୟତ୍ରୀଙ୍କର ମଧୁର ସଂମ୍ପର୍କ – ଶିକ୍ଷୟତ୍ରୀଙ୍କୁ ବନାଇଦେଲା ନିଜର ଡ୍ୟାନ୍ସ ପାର୍ଟନର୍ ଆଉ ତାପରେ..

1 min read

ଆପଣମାନେ ଡ୍ୟାନ୍ସର ବହୁତ ଏମିତି ଭିଡିଓ ଦେଖିଥିବେ ଯେଉଁଠି ଆପଣଙ୍କୁ ନୂଆ ଅନ୍ଦାଜରେ ଅଲଗା ଅଲଗା ଡ୍ୟାନ୍ସ କରୁଥିବାର ନଜର ଆସିଥିବ , ଏହି ଭିଡିଓ ଗୁଡିକ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ ଓ ସେୟାର୍ କରାଯାଉଛି , ଏବେ କିଛି ଦିନ ହେବ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି , କାରଣ ଏହି ଭିଡିଓରେ ଗୋଟେ ସ୍କୁଲ୍ ଶିକ୍ଷୟତ୍ରୀ ନିଜ ଛାତ୍ରଙ୍କ ସହ ଡ୍ୟାନ୍ସ କରୁଛନ୍ତି , ଏହି ଭିଡିଓକୁ କେଉଁ ଏକ ସ୍କୁଲ୍ ରେ ବନାହୋଇଛି, ଓ ଏହି ଶିକ୍ଷୟତ୍ରୀ ଓ ଛାତ୍ର ଗୋଟେ କ୍ଲାସ୍ ରୁମ୍ ରେ ଡ୍ୟାନ୍ସ କରୁଛନ୍ତି , ଏହି ଭିଡିଓରେ ସ୍କୁଲ୍ କୁ ଅଲଗା ଅଲଗା ଆଙ୍ଗେଲ୍ ରେ ଡ୍ୟାନ୍ସ କରୁଥିବାର ଦେଖାଯାଈଛି , ଓ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀଙ୍କ ସହ ମଉଜମସ୍ତି କରୁଥିବାର ନଜର ଆସିଛି, ଯାହାକୁ ନେଇ ଭିଡିଓକୁ ବହୁତ ପସନ୍ଦ କରାଯାଊଛି ।

 

ଆମେ ସାଧାରଣତଃ ବହୁତ ଭିଡିଓରେ ଦେଖିଛେ କି ଜଣେ ବନ୍ଧୁ କିମ୍ବା ପ୍ରେମୀ ଯୁଗଳ ଏକା ସାଙ୍ଗେ ଡ୍ୟାନ୍ସ କରିଥାନ୍ତି , କିନ୍ତୁ ଏହି ଭିଡିଓରେ ଏକ ଅନୋଖା ଯୋଡି ଡ୍ୟାନ୍ସ କରୁଥିବାର ଦେଖାଯାଇଛି, ଶିଷ୍ୟଓ ଛାତ୍ରର ଜୋଡି ଜଣେ ଭଲ ସାଙ୍ଗ ଓ ଗୁରୁ ହିସାବରେ ଦେଖାଯାଇଥାଏ , କିନ୍ତୁ ଏହି ଭିଡିଓରେ ଶିକ୍ଷୟତ୍ରୀ ଛୁଆଙ୍କ ସହ ଏପରି ଡ୍ୟାନ୍ସ ସଂମ୍ପର୍କର ପରିଭାଷା ବଦଳାଇ ଦେଇଛି , ଏହି ଭିଡିଓରେ ସଫା ସଫା ଦେଖିପାରିବେ କି ସ୍କୁଲ୍ ର ଟିଚର୍ ନିଜ ଛାତ୍ରଙ୍କ ସହ କିପରି ଡ୍ୟାନ୍ସ କରୁଛନ୍ତି , ଏହି ଭିଡିଓରେ ଗୋଟେ ଛାତ୍ର ଯାହାର ବୟସ ୧୪ ରୁ ୧୬ ବର୍ଷର ମଧ୍ୟରେ ଲାଗୁଛି , ସେ ସାହାରୁଖ ଖାନ୍ ଙ୍କ ଫିଲ୍ମର ଏକ ଗୀତରେ ନାଚୁଛନ୍ତି ,

 

ଏହାକୁ ଦେଖିଥିବା ଟିଚର୍ ଛାତ୍ରର ଡ୍ୟାନ୍ସ ଦେଖି ନିଜକୁ ରୋକି ପାରିନାହାନ୍ତି , ସେ ସେହି ଛାତ୍ର ସହ ସେହି ଗୀତରେ ନାଚିବାକୁ ଲାଗିଲେ , ଏହି ଭିଡିଓରେ ଛାତ୍ରଟି ପ୍ରଥମରୁ ଏକେଲା ଡ୍ୟାନ୍ସ କରୁଥିବାର ଦେଖାଯାଇଥିଲା , ଡ୍ୟାନ୍ସ କରୁଥିବା ବେଳେ ସେ ଟିଚର୍ ଙ୍କ ପାଦ ବି ଛୁଇଁଛି , ଧିରେ ଧିରେ ଏହି ଛାତ୍ରର ସହ ସବୁ ଶିକ୍ଷୟତ୍ରୀ ନାଚୁଥିବାର ଦେଖାଯାଇଛି, ୪ ମିନିଟ୍ ୩୬ ସେକେଣ୍ତ ଏହି ଭିଡିଓରେ ଶେଷରେ ଟିଚର୍ ନିଜ ଛୁଆଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖାଯାଇଛି,

ଏହି ଭିଡିଓ କୁ ଫେସବୁକ୍ ରେ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷରୁ ଅଧିକା ଲୋକ ଦେଖିଥିଲେ , ଏହି ଭିଡିଓକୁ ଅନ୍ ଅଫିସିଆଲ୍ ହ୍ୱାଟସ୍ ଆପ୍ ଜୋକସ୍ ନାମରେ ଏକ ଫେସବୁକ୍ ଏକାଉଣ୍ଟ ଜରିଆରେ ସେୟାର୍ କରାଯାଈଥିଲା , ଏହି ଭିଡିଓ କୁ ସେୟାର୍ କରୁଥିବା ସମୟରେ ଲେଖାଥିଲା କି ଶିଷ୍ୟ ଓ ଛୁଆଙ୍କ ଏକ ବଢିଆ ଡ୍ୟାନ୍ସ ।

ଏହି ଭିଡିଓରେ ନାଚୁଥିବା ଛାତ୍ର ଓ ତାଙ୍କ ସହ ତାଳରେ ତାଳ ପକାଉଥିବା ଶିକ୍ଷୟତ୍ରୀ ଓ ସ୍କୁଲ୍ ର ନାଁ କିଛି ସୁଚନା ଦିଆଯାଇନାହିଁ , କିନ୍ତୁ ଏହି ଭିଡିଓ ଦେଖିକରି ଲାଗୁଛି କି ଏହା ଏକ ପଞ୍ଜାବ ସ୍କୁଲ୍ ର ଅଟେ , ଓ ଏହି ସ୍କୁଲ୍ ରେ ଛାତ୍ରଛାତ୍ରୀମାନେ ୯ମ କିମ୍ବା ୧୦ମ ଶ୍ରେଣୀର ଅଟନ୍ତି ।

https://www.facebook.com/dailytrends.official/videos/2188275288101630/

Leave a Reply

Your email address will not be published. Required fields are marked *