ଇନ୍ଦ୍ରଦେବ ଯଦି ଦୟାକଲେ ତେବେ ବିନା ସେମି ଫାଇନାଲ୍ ଖେଳି ଫାଇନାଲ୍ ରେ ପହଞ୍ଚିଯିବେ ଭାରତୀୟ ଦଳ – ଦେଖନ୍ତୁ କିପରି..
୯ ଜୁଲାଇକୁ ବିଶ୍ୱକପ୍ ର ପ୍ରଥମ ସେମିଫାଇନାଲ୍ ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଖେଳାଯିବ, ଯେଉଁ ଟିମ୍ ମ୍ୟାଚ୍ ଜିତିବ , ସେ ଅନ୍ୟ ସେମିଫାଇନାଲ୍ ଜିତିଥିବା ଟିମ୍ ସହ ଫାଇନାଲ୍ ଖେଳିବ , ଏବେ ଏହା ମଜାଦାର୍ କଥା ଏହି କି ଯେ ଯଦି ଭାରତ ବିନା ସେମି ଫାଇନାଲ୍ ଖେଳି ମଧ୍ୟ ବିଶ୍ୱକପ୍ ର ଫାଇନାଲ୍ ରେ ପହଞ୍ଚିପାରିବ , କାରଣ ଜାଣିବା ପରେ ନ୍ୟୁଜିଲାଣ୍ତ ଟିମ୍ ଏବେ ଚିନ୍ତାରେ ରହିଥିବ ।ଶନିବାରକୁ ଶ୍ରୀଲଙ୍କାକୁ ଭାରତ ହରାଇଦେଇଥିଲା । ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ସାଉଥ୍ ଆଫ୍ରିକାଠାରୁ ହାରିଗଲା , ଏହି ଦୁଇଟି ମ୍ୟାଚ୍ ପରେ ଭାରତ ଏବେ ଅଙ୍କ ତାଲିକାରେ ୧୫ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ପହଞ୍ଚିସାରିଛି,
ଯାହାପରେ ଏହା ସୁନିଶ୍ଚିତ ହୋଇଯାଇଛି କି ଭାରତର ସେମିଫାଇନାଲ୍ ମ୍ୟାଚ୍ ନ୍ୟୁଜିଲାଣ୍ତ କିମ୍ବା ଅଷ୍ଟ୍ରେଲିଆ ସହ ହେବ , ସେମିଫାଇନାଲ୍ ଠିକ୍ ପୁର୍ବରୁ ଏହା ଚର୍ଚ୍ଚିତ ହୋଇଥିଲା , ଚର୍ଚ୍ଚାର ବିଷୟ ଏହା କି ଭାରତ ସେମିଫାଇନାଲ୍ ରେ ଗୋଟେ ବଲ୍ ନ ଫିଙ୍ଗିଲେ ବି ଫାଇନାଲ୍ ରେ ପହଞ୍ଚିଯିବ ।ଇଂଲଣ୍ତ ମୌସୁମୀ ବିଭାଗ ଦ୍ୱାରା ଏହା ଅନୁମାନ ଲଗାଯାଉଛି କି ୯ ଜୁନ୍ କୁ ଭାରତୀୟ ଟିମ୍ ନ୍ୟୁଜିଲାଣ୍ତ ସହ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ , ଓ ତେବେ ବର୍ଷା ହୋଇପାରେ , ତେବେ ଜାଣିନିଅନ୍ତୁ କି ଯଦି ମ୍ୟାଚ୍ ସମୟରେ ବର୍ଷା ହେବ ତେବେ ଏହି ମ୍ୟାଚ୍ ରଦ୍ଦ ହୋଇଯିବ , ଆଇସିସି ସେମିଫାଇନାଲ୍ ଓ ଫାଇନାଲ୍ ପାଇଁ ରିଜର୍ଭ ଡେ ବ୍ୟବସ୍ଥା କରିଛନ୍ତି ,
ଏମିତିରେ ଯଦି ୯ ଜୁନ୍ ମ୍ୟାଚ୍ ରଦ୍ଧ ହେବାପରେ ୧୦ତାରିଖକୁ ମ୍ୟାଚ୍ ହେଲା ତେବେ ବି ବର୍ଷା ହେବାର ସମ୍ଭାବନା ଅଛି, ଏମିତିରେ ଯଦି ରିଜର୍ଭ ଡେ ଦିନ ବି ମ୍ୟାଚ୍ ହୋଇପାରେ ନାହିଁ , ତେବେ ଭାରତ ସିଧା ଫାଇନାଲ୍ ରେ ପହଞ୍ଚିଯିବ , କାରଣ ଭାରତ ଅଙ୍କ ତାଲିକାରେ ସବୁଠାରୁ ଶୀର୍ଷରେ ଅଛି, ଓ ନ୍ୟୁଜିଲାଣ୍ତ ଚତୁର୍ଥ ସ୍ଥାନରେ ଅଛି , ଏହ୍ ଇମ୍ୟାଚ୍ ନ ହେବାଦ୍ୱାରା ଭାରତ ୱାର୍ଲଡ୍ କପ୍ ୨୦୧୯ ର ଫାଇନାଲ୍ ରେ ପହଞ୍ଚିଯାଇପାରିବ ।