November 19, 2024

Odia Express

Here, There and Everywhere

ଯଦି ଆପଣଙ୍କ ଘରେ ପାରା ତାର ବସା କରିଦେଇଛି , ତେବେ ଥରେ ଜାଣି ରଖନ୍ତୁ କଣ ହୋଇପାରେ ଆପଣଙ୍କ ସହ..

ଏଥିରେ କୌଣସି ସନ୍ଦେହ ନାହିଁ କି ପାରା ସବୁବେଳେ ଶାନ୍ତ ଓ ସିଧା ସ୍ୱଭାବର ପକ୍ଷୀ ହୋଇଥାଏ , ପାରା ର କାମ କେବଳ ଆକାଶରେ ଉଡିବା , ଯଦି କେବେ ସେ ଅଶାନ୍ତ ହେଲେ ସେ କାହାର କିଛି କ୍ଷତି କରେ ନାହିଁ , ବୋଧେ ଏହି କାରଣରୁ ଲୋକମାନେ କେଉଁ ପଶୁ ଓ ପକ୍ଷୀ ଅପେକ୍ଷା ଅଧିକା ପାରା ପାଳିବା ପସନ୍ଦ କରନ୍ତି , ଯେଉଁ ଲୋକ ପାରା ପାଳନ୍ତି ନାହିଁ , ସେ ପାରାକୁ ବହୁତ ପସନ୍ଦ ବି କରିଥାନ୍ତି | କହିବାକୁ ଗଲେ ପାରାମାନଙ୍କୁ କେବଳ ଦାନା ଓ ପାଣି ପକାଇଲେ ସେ ରହିଥାନ୍ତି , କାରଣ ତାଙ୍କ ପେଟ ସବୁବେଳେ ଭରି ରହିଥାଉ , ଓ ତାଙ୍କୁ ଖାଇବା ଓ ପିଇବା ଖୋଜାରେ କେଉଁଆଡେ ବୁଲିବାକୁ ନ ପଡେ , କିନ୍ତୁ ବହୁତଥର ଏମିତି ହୋଇଥାଏ କି ସେ ଆମ ଘରରେ ବସା ବନାଇଦିଅନ୍ତି, ପାରା ଯେଉଁଠି ନିଜକୁ ସୁରକ୍ଷିତ ଭାବେ ସେଠାରେ ସେ ନିଜର ବସା ବନାଇଦିଏ , ଯଦି ଆପଣଙ୍କ ଘରେ କେଉଁ ପାରା ବସା ବନାଇଦେଇଛି , ତେବେ ଆପଣଙ୍କ ପାଇଁ କିଛିଟା ଶୁଭ ଫଳ ନିଶ୍ଚିତ ରହିଛି , ଆସନ୍ତୁ ଜାଣିବା ପାରା ଘରେ ରହିବା ଦ୍ୱାରା କଣ ହୋଇଥାଏ ଫାଇଦା ।

 

ଏବେ ଏତିକି ତ କେହି ସନ୍ଦେହ କରିପାରିବେନି କି ସଫଳତା ପାଇବା ପାଇଁ ଇଚ୍ଛା କାହାକୁ ବି ହୋଇନଥାଏ , ଏହା ଛଡା କେଉଁ କାମରେ ସଫଳତା ହାସିଲ୍ କରିବାପାଇଁ ପରିଶ୍ରମ କରିବାକୁ ପଡେ , ଯାହା ଭାଗ୍ୟର ଦମରେ ସଫଲତା ମିଳିପାରିଥାଏ , ସବୁ ଲୋକ କଡା ପରିଶ୍ରମ କରି ଏହି ସଫଳତା ପାଇବାକୁ ନିଜ ଜୀବନ ଲଗାଇଦିଅନ୍ତି , କିନ୍ତୁ ସଫଳତା ମିଳିପାରେ ନାହିଁ , ଏଥିପାଇଁ ପରିଶ୍ରମ ଓ ଭାଗ୍ୟର ସାଥ୍ ରହିବା ନିତାନ୍ତ ଜରୁରୀ , ପ୍ରକୃତରେ ପାରା ଘରେ ବସା ବନାଇଦେଲେ ଏକ ଶୁଭ ଫଳ ମିଳିଥାଏ ।

 

ଯଦି ଆପଣଙ୍କ ଘରେ ପାରା ବସା ବନାଇଦେଇଛି ତେବେ ବୁଝିଯାଆନ୍ତୁ କି ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିବାର ଅଛି , ଏହାର ମତଲବ ଏହା କି ଆପଣଙ୍କ ଜୀବନରେ ପ୍ରଗତି କରିବେ , ଓ ଏହା ସହ ଘରେ ସୁଖ ଶାନ୍ତିର ବାତାବରଣ ରହିବ , କହିଦେବୁ କି ଏହାର ମତଲବ ଏହା କି ଆପଣଙ୍କୁ ବହୁତ କମ୍ ସମୟରେ ବଡ ସଫଳତା ମିଳିପାରିବ , କିଛି ଲୋକ ଏହାକୁ ଖରାପ ସଙ୍କେତ ଭାବି ନିଅନ୍ତି , କିନ୍ତୁ ଆପଣଙ୍କୁ ଜଣାଇଦେବୁ କି ଏହା ଏକ ଭଲ ସଙ୍କେତ ହୋଇଥାଏ ।

ଏଥିପାଇଁ ଯଦି ହୋଇପାରୁଛି ତେବେ ପାରାକୁ ସବୁ ଦିନ ଦାନା ଓ ପାଣି ଦିଅନ୍ତୁ , ଆପଣଙ୍କୁ ତାଙ୍କର ଆଶିର୍ବାଦ ମିଳିବ , ଓ ଆପଣଙ୍କ ଘର ଖୁସିରେ ଭରି ଉଠିବ , ଓ ଖରାପ ସମୟ ଚାଲିଯିବ ।

Leave a Reply

Your email address will not be published. Required fields are marked *