November 17, 2024

Odia Express

Here, There and Everywhere

ଯଦି ଦେଖାଯାଏ ଏହି ୨୫ ସଂକେତ ତାହାଲେ ବୁଝି ଯିବେ ଜଲ୍ଦି ଆପଣଙ୍କ ଭଲ ଦିନ ଆସୁଅଛି – ଆପଣ ଖୁବ ଶୀଘ୍ର କୋଟି ପତି ହେବେ

କିଛି ଲୋକ ମାନନ୍ତି ସବୁ କିଛି ବହୁତ ପରିଶ୍ରମ କରିବା ଦ୍ଵାରା ମିଳିଥାଏ . କିନ୍ତୁ କିଛି ଏମିତି ମିଳିଥାଏ , ଯାହା ଜୀବନରେ ସବୁ ଜିନିଷ ଭାଗ୍ୟର ବଳବାନ ହେବାରୁ ହୁଏ ବୋଲି ବୁଝନ୍ତି . ଭାରତୀୟ ହେବା ଦ୍ଵାରା ଆମେ ନିଜର ଶାସ୍ତ୍ର ଉପରେ କିଛି ଅଧିକ ବିଶ୍ୱାସ କରିଥାନ୍ତି . ଆଜି ଆମେ ଆପଣଙ୍କ ପାଇଁ ଶାସ୍ତ୍ର ଭିତରେ ବର୍ଣିତ କିଛି ସଂକେତ ଆଣିଛୁ , ଯାହା ଯଦି ଆପଣ ଦେଖିବେ ତାହାଲେ ବୁଝିଯିବେ ଆପଣଙ୍କ ଖରାପ ଚାଲୁଥିବା ଜୀବନରେ କିଛି ଭଲ ହେବାକୁ ଯାଉଛି . ଏହି ସବୁ ସଂକେତ ଭଲ ଭବିଷ୍ୟର ସଂକେତ ବୋଲି ମାନନ୍ତି . ଆଉ ବିନା ଅପେକ୍ଷାରେ ଆପଣ ଦେଖନ୍ତୁ ଏହି ସବୁକୁ .

 

୧ . ଶୁଭ ଦିନରେ ପଇସା ଆସିବା – ଆମ ସମସ୍ତଙ୍କ ଜୀବନରେ କେବେ ନା କେବେ ଶୁଭ ଦିନ ହୋଇଥାଏ ଆଉ ସେହି ସମୟରେ ଯଦି ଆପଣଙ୍କୁ କେଉଁଠୁ ଧନ ମିଳିଥାଏ , ତାମାନେ ଏବେ ଆହୁରି ଧନ ଆସିବାର ଅଛି .

 

୨ . ମଧୁର ସଂଗୀତ – ସକାଳେ ଉଠିବା ସମୟରେ ଆପଣ ନିଜ ଆଖପାଖରେ କିଛି ମନ୍ଦିରର ଶଙ୍ଖ , ଘଣ୍ଟି କିମ୍ବା କିଛି ମଧୁର ଭଜନ ଶୁଣନ୍ତି ତାହାଲେ ଏହା ଶାସ୍ତ୍ରରେ ଆସୁଥିବା ଭଲ ଭାଗ୍ୟର ସଂକେତ ବୋଲି କୁହାଯାଏ .

 

୩ . ଝୀଂଟିକା – ନାମ ପଢିକି ହସ ଲାଗିଥିବ , ତାହାଲେ ରୁହନ୍ତୁ ନାହିଁ ! ଝୀଂଟିକାର ଶବ୍ଦ ଶୁଣିବା ଆଉ ତାକୁ ଦେଖିବା ମାନେ ଆପଣଙ୍କ ଖରାପ ଦିନର ଶେଷ ହେବାର ସଂକେତ ଅଟେ .

୪ . ଘୁଷୁରୀ – ଘୁଷୁରୀକୁ ଦୁନିଆ ସାରା ଭଲ ଭାଗ୍ୟ ଆଣିଥାଏ ବୋଲି ମାନନ୍ତି . ଏବେ ଆପଣ ବୁଝି ଥିବେ ପିଗି ବ୍ୟାଙ୍କର ମାନେ .

୫ . ଡ଼ଲଫିନ – ଡ଼ଲଫିନକୁ ମଣିଷର ଭଲ ବନ୍ଧୁ ବୋଲି କୁହାଯାଏ . ଏହା ବି ଜାଣି ନିଅନ୍ତୁ ଏହି ବନ୍ଧୁ ସତରେ ଭଲ ହୋଇଥାଏ . ତାକୁ ମଧ୍ୟ ଭଲ ଭାଗ୍ୟ ଆସିବାର ପ୍ରତୀକ ମାନନ୍ତି .

 

୬ . କଇଁଛ – ଏହାକୁ ପୁରା ଦୁନିଆରେ ଭଲ ଭାଗ୍ୟର ପ୍ରତୀକ ମାନନ୍ତି . ଏହା କିଛିବି ରୂପରେ ଦେଖିବା , କିଛି ନ କିଛି ଭଲ ଖବର ଆଣିଥାଏ .

୭ . ହାତରେ କୁଣ୍ଡେଇ ହେବା – ଏହା ଆପଣ ସମସ୍ତେ ଜାଣିଛନ୍ତି ହାତରେ କୁଣ୍ଡେଇ ହେବା ଆସୁଥିବା ଧନର ସଂକେତ ବୋଲି ମାନନ୍ତି

୮ . ବର୍ଷାରେ ସୂର୍ଯ୍ୟର ଚମକିବା – ଏମିତି ବହୁତ କମ ଦେଖିବାକୁ ମିଳେ , ଆପଣ ବର୍ଷାରେ ଓଦା ହେବା ସମୟରେ ଆକାଶରେ ଚମକୁଥିବା ସୂର୍ଯ୍ୟ ଦେଖନ୍ତି ତାହାଲେ ଏହାର ମାନେ ଆପଣ ବହୁତ ଜଲ୍ଦି ମାଲାମାଲ ହେବାକୁ ଯାଉଛନ୍ତି

 

୯ . ମୋତୀ – ସଭ୍ୟତାର ପାଣି କୂଳରେ ହୋଇଥାନ୍ତି . କିଛି ସମୟରେ ଏହାକୁ ଆଭୂଷଣ ଭାବେ ଏହାର ଉପଯୋଗ କରନ୍ତି . ଏହି ମୋତୀ ଗୁଡିକ ଭଲ ଭାଗ୍ୟର ପ୍ରତୀକ ବୋଲି ମାନନ୍ତି .

୧୦ . ବଗିଚାର ପ୍ରାକୃତିକ ଦୃଶ୍ୟ ଦେଖିବା – ବର୍ଷା ପରେ ଯଦି ଆପଣ ନିଜ ବଗିଚାରେ ବେଙ୍ଗ , ତିଙ୍କର ଶବ୍ଦ ଶୁଣନ୍ତି , ତାହାଲେ ଏହା ଏକ ଭଲ ସଂକେତ . ପୁନଃବାର ଏହି ସଂଗୀତକୁ ନରାଗି ଶୁଣନ୍ତି .

୧୧ . କୁକୁରର ଘରକୁ ଆସିବା – ଯଦି କେଉଁ କୁକୁର ଆପଣଙ୍କ ଘରକୁ ଆସି ରୁହେ ତାହାଲେ ଭବିଷ୍ୟରେ ଆସୁଥିବା ଧନର ସଂକେତ ଅଟେ .

୧୨ . ଜିନିଷ ମିଳିବା – ଆପଣଙ୍କୁ ରାସ୍ତାରେ ଘୋଡାର ନାଲ , ଚାରି ପତ୍ରିୟା ଘାସ କିମ୍ବା ସିକ୍କା ମିଳିଲେ ତାକୁ ସମ୍ଭଳିକି ରଖନ୍ତୁ . ଯାହାବି ଅସୁଥୁବା ଭଲ ଭାଗ୍ୟର ନିର୍ଦେଶ ହୋଇଥାଏ .

୧୩ . ଭୁଲରେ ପୋଷାକ ଓଲଟା ପିନ୍ଧିବା – ଯେବେ ଆମେ କେଉଁଠିକି ଯିବାର ଜଲ୍ଦିରେ ଥାନ୍ତି ଆମେ ଭୁଲରେ କପଡା ଓଲଟା ପିନ୍ଧିଥାନ୍ତି ଆଉ ଯେତେବେଳେ ଦେଖନ୍ତି ରାଗ ଲାଗିଥାଏ . ଭବିଷ୍ୟରେ ଯଦି ପୁଣିଥରେ ଏମିତି ହୋଇଥାଏ ତାହାଲେ ବୁଝିନିଅନ୍ତୁ ଆପଣଙ୍କ ଆସୁଥିବା ସୁଖ ସମୃଦ୍ଧିର ପ୍ରତୀକ .

୧୪ . ଭାଙ୍ଗିଥିବା ତାରା ଦେଖିବା – ଏହି ସଂକେତ ପୁରା ଦୁନିଆରେ ମାନ୍ୟତା ପ୍ରାପ୍ତ . ପୂର୍ବଜମାନେ କହିଛନ୍ତି ଭାଙ୍ଗିଥିବା ତାରା ଦେଖିବା ମାନେ ଆପଣଙ୍କ ଆସୁଥିବା ୩୦ ଦିନରେ ଆପଣଙ୍କ ମନସ୍କାମନା ପୁର୍ଣ ହୋଇଯିବ . ସେଥିପାଇଁ ସେହି ସମୟରେ ଦେଖିକି ମାଗିବେ .

୧୫ . ବୁଢ଼ୀଆଣି ଜାଲ – ବୁଢ଼ୀଆଣିର ଜାଲ ଘରେ ପାଇବା ଅଶୁଭ ମାନନ୍ତି . ଏବେ କାମର କଥା କହିବା ଆଗକୁ ଜାଲ ଦେଖିଲେ ଆଉ ସେଥିରେ ନିଜ ନାମର ପ୍ରଥମ ଅକ୍ଷର ତିଆରି ହେବାର ଦେଖିବେ ତାହାଲେ ଏହା ଏକ ଶୁଭ ସଂକେତ ମାନନ୍ତି .

୧୬ . ଚଢେଇଙ୍କ ଝାଡା କରିବା – ବହୁତ କମ ଲୋକ ଥିବେ ଯାହାଙ୍କ ଉପରେ ଜୀବନରେ କିଛି ଚଢେଇ ଝାଡା କରିଥିବେ , କିନ୍ତୁ ଆପଣଙ୍କୁ କହି ଦଉଛୁ ଏହା ମଧ୍ୟ ଏକ ଶୁଭ ସଂକେତ .

 

୧୭ . ବାଦୁଡ଼ିର ଘର କରିବା – ଦୁନିଆର ଅଧିକ ମାନ୍ୟତା ଦିଆଯାଇଥାଏ , ଏହା ଅନୁସାରେ ଆପଣଙ୍କ ଘରେ ଯଦି ବାଦୁଡ଼ି ଆସେ ତାହା ଅଶୁଭର ସଂକେତ ମାନନ୍ତି କିନ୍ତୁ ଆପଣଙ୍କୁ କହୁଛୁ ସେହି ବାଦୁଡ଼ି ସେଠାରେ ରହି ନିଜ ଘର କରେ ତାହାଲେ ଏହା ଏକ ଶୁଭ ସଂକେତ .

 

୧୮ . ନୂଆ ବିବାହିତାକୁ ଦେଖିବା – ଆପଣଙ୍କ ରାସ୍ତାରେ ଯଦି ଶୂଳହ ଶୃଙ୍ଗାର କରିଥିବା କିଛି ନବ ବିବାହିତା ଝିଅକୁ ଦେଖନ୍ତୁ ତାହାଲେ ଏହା ଆସୁଥିବା ଭଲ ଭାଗ୍ୟର ସଂକେତ ମାନନ୍ତି

୧୯ . ଆଖୁ – ସକାଳେ ଘରୁ ନିଜ କାମରେ ବାହାରକୁ ଯିବା ସମୟରେ ଆଖୁ ଦେଖନ୍ତି ତାହାଲେ ଜଣାନ୍ତୁ ଏହି ସଂକେତ ଏହା ଦିଏ ଆଜି ଆପଣଙ୍କୁ କେଉଁଠୁ ପଇସା ମିଳିପାରେ .

୨୦ . କ୍ଷୀର – ସକାଳୁ ସକାଳୁ ଉଠିବା ପରେ ଦହି ଆଉ କ୍ଷୀର ଭଳି ଜିନିଷ ଦେଖିଲେ ଜାଣି ଯିବେ ଆସୁଥିବା ଭଲ ଭାଗ୍ୟର ସଂକେତ .

୨୧ . ସବୁଜମୟ – ସ୍ୱପ୍ନରେ ହରାଭରା ସବୁଜ ପ୍ରାକୃତିକ ଦୃଶ୍ୟ ଦେଖିଲେ ଶୁଭ ବୋଲି ମାନନ୍ତି . ସବୁଜମୟ ଯଦି ପାଣିର ସ୍ରୋତ ପାଖରେ ଯାଇଥାଏ ତାହାଲେ ଏହା ମଧ୍ୟ ଶୁଭ ସଂକେତ .

 

୨୨ . ସୁନାର ସାପ – ଯଦି ଆପଣଙ୍କୁ ଶୋଇବା ସମୟରେ ଧଳା କିମ୍ବା ସୁନା ରଙ୍ଗର ସାପ ଦେଖନ୍ତି , ତାହାଲେ ଏହା ଆସୁଥିବା ଭଲ ଭାଗ୍ୟର ସଂକେତ .

୨୩ . ଯାତ୍ରା କରିବା ବେଳେ ମିଳିଥିବା ସଂକେତ – ଯେବେବି ଯାତ୍ରା କରିବା ସମୟରେ ଆପଣଙ୍କୁ ନିଜର ଡାହାଣ ପଟେ ମାଙ୍କଡ , କୁକୁର , ସାପ ଦେଖାଯାନ୍ତି , ବୁଝିଯିବେ ଆପଣଙ୍କ ପାଖକୁ ଆସୁଥିବା ଧନର ସଂକେତ ସେହି ସବୁ .

 

୨୪ . ନଡ଼ିଆ – ନଡ଼ିଆକୁ ଭାରତୀୟ ସାମାଜିକ ପରମ୍ପରାରେ ଶୁଭ ମାନନ୍ତି . ଏବେ ଏହା ଜଣାନ୍ତୁ ଆଗକୁ ଯେବେ ଆପଣଙ୍କ ଉଠିବା ସମୟରେ ଏହି ଶ୍ରୀଫଳର ଦର୍ଶନ ହେବ , ତାହାଲେ ଆପଣଙ୍କୁ କିଛି ଭଲ ଖବର ମିଳିବ .

୨୫ . ଧଳା ଗାଈ – ସନାତନ ଧର୍ମର ଗୋ ମାତା ଯାହା କେବଳ କିଛି ଲୋକ ରାଜନୀତିକ କାରଣ ବୋଲି ବୁଝନ୍ତି , ତାଙ୍କୁ ଆମେ କହିବାକୁ ଚାହୁଁଚୁ ଏହା ଆର୍ଥିକ ସୁଦୃଢ କରିବାର ପ୍ରତୀକ . ଏବେ ଆଗକୁ ନିଜ ଜମିରେ କିମ୍ବା ବଗିଚାରେ ଗାଈ ଆସି ଚାରନ୍ତି , ତାହାଲେ ବୁଝି ଯିବେ ସ୍ୱୟଂ ଲକ୍ଷ୍ମୀ ମା ସନ୍ଦେଶ ପଠେଇଛନ୍ତି

ତାହାଲେ ଏବେ ଆପଣ ଜାଣିଗଲେ କେଉଁ ସଂକେତ ଏମିତି ଯାହା ଦେଖିବାରୁ ଆପଣଙ୍କ ଭାଗ୍ୟ ବଦଳିଥାଏ . ତାପରେ ଯଦି କେବେବି ଏହା ଦେଖାଯିବ , ତାହାଲେ ଆପଣଙ୍କ ଭଲ ଦିନ ଆସୁଛି ନା ନାହିଁ , ଆମକୁ କୋମେନ୍ଟ ବକ୍ସରେ ଲେଖି ଜଣାନ୍ତୁ . ସେଠି ପର୍ଯ୍ୟନ୍ତ ସମୟ କାଟିବା ପାଇଁ ପରିଶ୍ରମ କରନ୍ତୁ , ଏହି ବିଶ୍ୱାସ ସହିତ ଦେବା ଲୋକ ଯେତେବେଳେ ଦିଅନ୍ତି ଛପର ଫାଡିକି ଦେବ

Leave a Reply

Your email address will not be published. Required fields are marked *