October 15, 2025

Odia Express

Here, There and Everywhere

ଗରିବ ଚାଷୀ ଝିଅ ବାହାଘର ହେଇ ବିଦାୟୀ ହେଲା ହେଲିକାପ୍ଟରରେ – କିନ୍ତୁ ଗଲା ବେଳେ ଏଭଳି କଥା କହିଦେଲେ ଯେ ସାରା ଅଞ୍ଚଳବାସୀ କାନ୍ଦିପକେକିଲେ..

ମଧ୍ୟପ୍ରଦେଶର ଜାବରା ନଗରରେ ଜନ୍ମ ନେଇଥିବା ଶାଝସ୍ତା ନୋରିନ୍ ଙ୍କ ଭାଗ୍ୟ ଏମିତି ଚମକି ଉଠିଲା ସେ ହେଲିକାପ୍ଟରରେ ବସିକରି ଶଶୁରଘରକୁ ଗଲେ , ମ୍ୟାଟ୍ରିକ୍ ପାସ୍ କନ୍ୟା ଶହିସ୍ତାଙ୍କ କହିବା କଥା ମୁଁ କେବେ ସ୍ୱପ୍ନରେ ଭାବିନଥିଲି କି ମୋତେ ବାହା ହେବାପାଇଁ ହେଲିକାପ୍ଟର ଆସିବ । ସେମିତି ଭଉଣୀ ନୋରିନ୍ କହିଲେ ମୋତେ ଭଗବାନ ମୋତେ ଜୀବନର ସବୁ ଖୁସି ଦେଇଛନ୍ତି , ସୁକେତ୍ ନିବାସୀ କୋଟା ଷ୍ଟୋନ୍ କାରୋବାରୀ ଆରିଫ୍ ଖାନ୍ ଦୁହେଁ ଝିଅଙ୍କ ମଙ୍ଗଳବାରକୁ ବିବାହ ହେଲା,  ଏହାପାଇଁ ସୋମବାର ଦୁହେଁ ବର ସୁକେତ ରୁ ହେଲିକାପ୍ଟରରୁ ଆସିଥିଲେ,  କ୍ଷେତ୍ରର ସଂମ୍ଭବତଃ ଏହା ପ୍ରଥମ ଅବସର ଥିଲା ଯେବେ କେଉଁ ବର କନ୍ୟା ପାଇଁ ହେଲିକାପ୍ଟର ଆସିଥିଲା , ଏହାକୁ ଦେଖିବାକୁ ବହୁତ ସଂଖ୍ୟକ ଲୋକ ଏକାଠି ହୋଇଥିଲେ ।

 

ଜାବରାର ପଠାଣତୋଲି ନିବାସୀ ଫଳ ବିକ୍ରେତା ୱାହିଦ୍ ଖାନ୍ ଙ୍କ ଝିଅ ଶାଝସ୍ତାଙ୍କ ନିର୍ବନ୍ଧର ତିନି ବର୍ଷ ପୁର୍ବରୁ ସୁକେତର ଆରିଫ ହନୋତିୟାଙ୍କ ଝିଅ ହାଜି ଆସିଫ୍ ଖାନ୍ ଙ୍କ ସହ ହୋଇଥିଲା । ଏବେ ତାଙ୍କର ନିର୍ବନ୍ଧ ହୋଇଛି, ସାଝସ୍ତା ଙ୍କ ମା ଆସିଫ୍ ବି କହିଲେ କି ତିନି ବର୍ଷ ପୂର୍ବେ ମୁଗଲପୁରା ରେ ଭଉଣୀଙ୍କୁ ଦେଖାକରିବାକୁ ଘରକୁ ଯାଇଥିଲେ , ସେଠାରେ ପଡୋଶୀରେ ରହୁଥିବା ରେହାନା ବି ଶାଝସ୍ତାଙ୍କୁ ଦେଖିକରି କହିଲେ ଏତେ ସୁଶୀଲ, ସୁନ୍ଦର ଝିଅ ମୋତେ ଆଗରୁ କଣପାଇଁ ନଜର ଆସିନଥିଲା , ସେ ସୁକେତ ନିବାସୀ ନିଜ ଜ୍ୱାଇଁ କାରୋବାରୀ ଆରିଫ ଖାନ୍ ଙ୍କ ପୁଅ ସହ ବିବାହର କଥାବାର୍ତ୍ତା ହୋଇଥିଲେ ।

 

ସହିସ୍ତାଙ୍କ ମା ଆସିଫ୍ ବିବି କହିଅନ୍ତି କି ସଂମ୍ପର୍କ ଆରମ୍ଭ ହେବାର ସୁକେତ ପହଞ୍ଚିଲେ ତ ଜଣାପଡିଲା କି ଆସିଫ୍ ଓ ତାଙ୍କ ବାପା ଆରିଫ୍ ଖାନ୍ ବଡ କାରୋବାରୀ ଅଟନ୍ତି , ସେ କହିଲେ ଆପଣ ଏତେ ଧନୀ ଓ ଆମର ଦୁଇଟି ରୁମ୍ ଘର , ଓ ସେଥିରେ କମ୍ବଳ ଚାଦର ଘୋଡା ହୋଇଛି , ସିଲାଇ କରୁଛି,  ଓ ସ୍ୱାମୀ ଠେଲା ଗାଡି ଲଗାଉଛନ୍ତି , ଏମିତି ସଂମ୍ପର୍କ କିପରି ହେବ , ଏହା ଶୁଣିକରି ଆସିଫ୍ ଓ ତାଙ୍କ ବାପା ମା କହିଲେ ସହିସ୍ତା ଆମକୁ ପସନ୍ଦ ଅଛି, କିଛି ଆଉ ଦରକାର ନାହିଁ , ଆସିଫ୍ ଖା ଙ୍କ ଛୋଟ ଭାଇ ଆଦିଲଙ୍କ ବିବାହ ସୋମବାରକୁ ରତଲାମ ଏକ ଗାଁ ଜୁଲାହାପୁର ଚାଷୀ ନଜିମ୍ ଖାନ୍ ଙ୍କ ଝିଅ ନୋରୀନ ଙ୍କ ସହ ହୋଇଥିଲା । ଦୁହେଁ ଭାଇ ଗୋଟେ ହେଲିକାପ୍ଟରରେ ଆସିଲେ ଓ ନିଜ କନ୍ୟା ସହ ସୁକେତ୍ ପାଇଁ ବାହାରିଗଲେ , ଶଶୁରଘର ପାଇଁ ଉଡାଣ ଭରିବା ପୂର୍ବରୁ ହେଲିପ୍ୟାଡରେ ମା ବାପା ଓ ସଂମ୍ପର୍କୀୟ ବିଦାୟ ସଂମ୍ବର୍ଦ୍ଧନା ଦେଲେ ।

Leave a Reply

Your email address will not be published. Required fields are marked *