November 21, 2024

Odia Express

Here, There and Everywhere

ଆପଣ ଜାଣିଛନ୍ତି ଭାରତୀୟ ପୋଲିସ୍ ଙ୍କ ପୋଷାକ ରଙ୍ଗ ମାଟିଆ କଣ ପାଇଁ ହୋଇଥାଏ ? ,ଅନେକ ପୋଲିସ ନିଜେ ମଧ୍ୟ ଜାଣି ନଥିବେ – ତେବେ ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ..

1 min read

ଆମ ଦେଶରେ କାନୁନ୍ ବ୍ୟବସ୍ଥା ସୁଚାରୁରୁପେ ଚଲାଇବାପାଇଁ ପୋଲିସ୍ ର ଗଠନ କରାଯାଈଛି, ପୋଲିସ୍ ର ପରିଚୟ ତାହାର ବର୍ଦିରୁ ହୋଇଥାଏ , ଆମ ଦେଶର ପୋଲିସ୍ ର ବର୍ଦି ଖାକି ହୋଇଥାଏ , କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି କି ପୋଲିସ୍ ର ବର୍ଦୀର ରଙ୍ଗ କଣ ପାଇଁ ଖାକି ହୋଇଛି, ଯେବେ ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟ ଚାଲୁଥିଲା ତେବେ ପୋଲିସ୍ ଧଳା ରଙ୍ଗର ବର୍ଦି ପିନ୍ଧୁଥିଲେ କିନ୍ତୁ ଲମ୍ବା ସମୟରୁ ଡ୍ୟୁଟି କରିବା କାରଣରୁ ତାଙ୍କର ବର୍ଦି ମଇଳା ହୋଇଯାଉଥିଲା , ଏହାପାଇଁ ସେମାନେ ବର୍ଦିକୁ ଅଲଗା ଅଲଗା ରଙ୍ଗରେ ରଖିବା ଆରମ୍ଭ କରିଦେଲେ , କିନ୍ତୁ ସେହି ବର୍ଦିରେ ବିଭିନ୍ନ ରଙ୍ଗ ଦେଖିବାକୁ ଲାଗିଲେ , ଅଫିସରମାନେ ଖାକିର ରଙ୍ଗର ଡାଇ ତିଆରି କରିନେଲେ,

 

ଏହି ରଙ୍ଗ ହାଲକା ହଳଦିଆ ଓ ଭୁରା ରଙ୍ଗର ମିଶ୍ରଣ ଅଟେ ,ଏହାପାଇଁ ସେମାନେ ଚାହାର ପତି କିମ୍ବା କଟନ୍ ଫ୍ରାବିକ୍ କଲର ଡାଇ ବ୍ୟବହାର କରି ଖାକି ବର୍ଦି ପ୍ରସ୍ତୁତ କରୁଥିଲେ,  ଖାକର ହିନ୍ଦୀ ଅର୍ଥ ମଇଳା ମାଟି ହୋଇଥାଏ , ଖାକି ରଙ୍ଗର ଡାଇ ଲଗାଇଲେ ପୋଲିସ୍ ବର୍ଦୀର ରଙ୍ଗ ଧୁଳି ମାଟି ଦାଗ କମ୍ ଦେଖାଯିବ , ୧୮୪୭ ରେ ହେରୀ ଲମ୍ବଡେନ୍ ଏହି ବର୍ଦି ପିନ୍ଧିବା ଆରମ୍ଭ କରିଦେଲେ , ତେବେ ଭାରତୀୟ ପୋଲିସ୍ ଖାକି ବର୍ଦିର ରଙ୍ଗ ଏହିପରି ଅଟେ ।

 

ସର୍ ହୈରି ଲମ୍ସଡେନ୍ ନର୍ଥ ୱେଷ୍ଟ ଫ୍ରଟିୟର୍ ଗର୍ଭର୍ଣ୍ଣର ଏଜେଣ୍ଟ ଥିଲେ । ଯିଏକି ୧୮୪୬ ରେ କୋର୍ପ୍ସ ଅଫ୍ ଗାଇଡ୍ସ ଫୋର୍ସ ତିଆରି କରିଥିଲେ , ସେହି ସମୟରେ ହେରି ଲମ୍ସଡେନ୍ ଙ୍କୁ କମାଣ୍ତେଣ୍ତ ଓ ବିଲିୟମ୍ ହଡସନ୍ ଙ୍କୁ ସେକେଣ୍ତ ଅଫ୍ କମାଣ୍ତ ବନାଯାଈଥିଲା , ଓ ତାଙ୍କୁ ଫୋର୍ସକୁ ବଢାଇବାପାଇଁ ଦାୟିତ୍ୱ ଦିଆଯାଈଥିଲା,  ଆରମ୍ଭ ଦିନରେ ଏହି ଫୋର୍ସ ଜବାନଙ୍କୁ ଲୋକଲ୍ ଡ୍ରେସ୍ ଡ୍ୟୁଟିରେ ଲଗାହେଲା , କିନ୍ତୁ ୧୮୪୭ ରେ ହେରି ଲମ୍ସଡେନ୍ ଖାକି ବର୍ଦିକୁ ଅପଣାଇଲେ ।

BPRD ମ୍ୟାନୁୟାଲ୍ ମୁତାବିକ , ପ୍ରଥମ ଆଧୁନିକତା ପୋଲିସ୍ ଲଣ୍ତନ ମେଟ୍ରୋପୋଲିଟନ୍ ପୋଲିସ୍ ଥିଲା , ସେ ୧୮୨୯ ରେ ଡାର୍କ ବ୍ଲୁ ରଙ୍ଗର ୟୁନିଫର୍ମ ତିଆରି କରିଥିଲେ, ଯାହା ପାରାମିଲିଟାରି ଷ୍ଟାଇଲର ୟୁନିଫର୍ମ ଥିଲା ,ସେହି ସମୟରେ ବ୍ରିଟିଶ୍ ଆର୍ମି ଲାଲ୍ ଓ ଧଳା ରଙ୍ଗର ୟୁନିଫର୍ମ ପିନ୍ଧୁଥିଲେ , ଏହି କାରଣରୁ ପୋଲିସ୍ ବର୍ଦି ବ୍ଲୁ ରଙ୍ଗର ବଛା ଗଲା , ୧୮୫୩ ରେ ପୋଲିସ୍ ସେନାର ଧ୍ୟାନ ରଖିକରି ନିଜ ନ୍ୟୁୟର୍କ ପୋଲିସ୍ ୟୁନିଫର୍ମ ରଙ୍ଗ ବ୍ଲୁ ଆପଣାଇଥିଲେ,  ଯାହାକୁ ଦେଖିକରି ଆମେରିକା ଓ ଅନ୍ୟ ରାଜ୍ୟର ପୋଲିସ୍ ୟୁନିଫର୍ମ ତିଆରି କରିବା ଆରମ୍ଭ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *