June 20, 2025

Odia Express

Here, There and Everywhere

ମରିବାପରେ ମଧ୍ୟ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡିକରି ଚାଲିଯାଇଥିଲେ ଏହି ଅଭିନେତ୍ରୀମାନେ , ନମ୍ବର ୫ ଥିଲେ ସବୁଠାରୁ କମ୍ ବୟସର ହିରୋଇନ..

ବଲିଉଡ୍ ରେ ଅଭିନେତ୍ରୀମାନଙ୍କ ବିଷୟରେ ଅଧିକା ଚର୍ଚ୍ଚା ହୋଇଥାଏ , କାରଣ ତାଙ୍କୁ ଫିଲ୍ମର ଆଧାର ବୋଲି ମାନାଯାଏ , କିଛି ଅଭିନେତ୍ରୀ ଏପରି ଅଛନ୍ତି ଯିଏକି ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରିଥିଲେ , ଆଜି ସେ ଦୁନିଆଁରେ ନାହାନ୍ତି କିନ୍ତୁ ସବୁ ଅଭିନୟ ପାଇଁ ସେ ଫିଲ୍ମ ଜରିଆରେ ଲୋକଙ୍କ ମନରେ ଏକ ଛାପ ଛାଡିଯାଇଛନ୍ତି , ଏଥିରେ କିଛି ଅଭିନେତ୍ରୀ ଅଛନ୍ତି ଯିଏକି କମ୍ ବୟସରେ ସଫଳତା ହାସିଲ୍ କରିଥିଲେ,  ଓ କିଛି ବର୍ଷରେ ଇଣ୍ତଷ୍ଟ୍ରିରେ ରାଜ୍ କରିଥିଲେ,  ମରିବାପରେ ସେ କୋଟିକୋଟି ଟଙ୍କାର ସଂମ୍ପତ୍ତି ଛାଡିଚାଲିଗଲେ , ଏମାନେ କେଉଁ ନା କେଉଁ ଦୁର୍ଘଟଣା ଯୋଗୁଁ ଜୀବନ ହାରିଛନ୍ତି ଯାହା ଇଣ୍ତଷ୍ଟ୍ରିର ଲୋକେ ଭୁଲି ଯାଈଛନ୍ତି ,

ବଲିଉଡ୍ ରେ କିଛି ଏପରି ଅଭିନେତ୍ରି ଅଛନ୍ତି ଯିଏକି ଅଚାନକ ମୃତ୍ୟୁ ବରଣ କଲେ , ଓ ସେ ଦୁନିଆଁରୁ ଅଲବିଦା କହିଦେଲେ , ଏମାନେ ନିଜ ସୁନ୍ଦରତା ପାଇଁ ଜଣାଯାଉଥିଲେ , ତାଙ୍କ ପାଖରେ ଭଲ ସଂମ୍ପତ୍ତି ଥିଲା , ଓ ଏବେ ତାହା ତାଙ୍କ ପରିଜନଙ୍କ ନାଁରେ ଅଛି, ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କର ବିଷୟରେ ।

 

୧) ଦିବ୍ୟା ଭାରତୀ : ବଲିଉଡ୍ ରେ ସୁନ୍ଦରୀ ଅଭିନେତ୍ରି ଦିବ୍ୟା ଭାରତୀ ୧୯ ବର୍ଷ ବୟସରେ ଦୁନିଆଁ ଛାଡି ଚାଲିଯାଇଥିଲେ,  ଯେବେ ଦିବ୍ୟାଙ୍କ ମୃତ୍ୟୁ ହେଲା ତେବେ ବଲିଉଡ୍ ରେ ସଫଳ ଅଭିନେତ୍ରୀମାନେ ସାମିଲ୍ ହୋଇସାରିଥିଲେ । ସୁତ୍ରର ମୁତାବିକ ମୃତ୍ୟୁ ପରେ ଦିବ୍ୟା ଭାରତୀଙ୍କ୍ ପରିବାର ପାଖରେ ପ୍ରାୟ ୭୦ କୋଟି ଟଙ୍କା ଛାଡିଚାଲିଯାଇଥିଲେ ।

 

୨) ଶ୍ରୀଦେବୀ : ହିନ୍ଦୀ ସିନେମାରେ ସବୁଠାରୁ ସୁନ୍ଦରି ଅଭିନେତ୍ରୀ ଓ ପ୍ରଥମ ମହିଳା ସୁପରଷ୍ଟାର୍ ଅଭିନେତ୍ରି ଶ୍ରୀଦେବୀ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି , ନିଜ କ୍ୟାରିୟରର ଆରମ୍ଭ ସେ ୪ ବର୍ଷରୁ କରିଥିଲେ , ଓ ସେ ୨୦୧୮ ରେ ନିଧନ ହୋଇଥିଲେ,  ଶ୍ରୀଦେବୀଙ୍କ ଅଭିନୟ ବହୁତ ଥର୍ ଆମେ ତାଙ୍କ ପୁରୁଣା ଫିଲ୍ମରୁ ପାଇଥାଉ , ଶ୍ରୀଦେବୀଙ୍କର ମୃତ୍ୟୁ ପରେ ତାଙ୍କର ୨୪୭ କୋଟି ଟଙ୍କା ପ୍ରୋପଟି ଝିଅ ଜାହ୍ନବି ଓ ଖୁସି କାପୁରଙ୍କ ନାଁ ହୋଇଥିଲା ।

 

୩) ସୌନ୍ଦର୍ଯ୍ୟା : ୧୯୯୯ ରେ ଆସିଥିବା ସୁର୍ଯ୍ୟବଂଶମ ଅଭିନେତା ଅମିତାଭ ବଚ୍ଚନଙ୍କ ସାଙ୍ଗରେ କାମ କରିଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ୨୦୦୪ ରେ ଏକ ପ୍ଲେନ୍ କ୍ରାସ୍ ଦ୍ୱାରା ହୋଇଥିଲା , ଏମିତି କୁହାଯାଊଛି କି ସୌନ୍ଦର୍ଯ୍ୟାଙ୍କ ପଛରେ ୫୦ କୋଟି ସଂମ୍ପତ୍ତି ଛାଡିଚାଲିଯାଇଥିଲେ ।

 

୪) ରୀମା ଲାଗୁ : ଅଭିନେତ୍ରୀ ରିମା ଲାଗୁ ୨୦୧୭ ରେ ହୃଦ ଘାତ ଜନିତ ମୃତ୍ୟୁ ବରଣ କରିଥିଲେ , ନିଜ କ୍ୟାରିୟର ସମୟରେ ସେ ଗୋଟେରୁ ବଳି ଗୋଟେ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି , ଖବର ମୁତାବିକ ରିମା ଲାଗୁଙ୍କ ପାଖରେ ୧୫ ରୁ ୨୦ କୋଟି ଟଙ୍କାର ସଂମ୍ପତ୍ତି ଥିଲା , ଯାହା ତାଙ୍କ ପରିବାର ଲୋକଙ୍କୁ ମିଳିଲା , ହମ୍ ଆପକେ ହୈ କୋନ୍ , ସାଜନ୍ , ଦୁଲହନ୍ ହମ୍ ଲେ ଜାଏଁଗେ , କଲ୍ ହୋ ନା ହୋ ପରି ବାସ୍ତବ ଫିଲ୍ମରେ ସେ ସଞ୍ଜୟଦତ୍ତଙ୍କ ମା ଭୁମିକାରେ ନିଖୁଣ ଭୁମିକା ଅଭିନୟ କରିଥିଲେ ।

୫) ଜିୟା ଖାଁ ୧୯ ବର୍ଷ ବୟସରେ ଆତ୍ମହତ୍ୟା କରି ନିଜ ଜୀବନ ହାରିଥିଲେ,  ବହୁତ ହିଁ କମ୍ ବୟସରେ ସେ ବହୁତ ଜଲଦି ସଫଳତା ହାସିଲ୍ କରିପାରିଥିଲେ,  ସେ କିନ୍ତୁ ବିବାହ କରିନଥିଲେ,  ପ୍ରେମିକଙ୍କ ଧୋକାରେ ସେ ଦୁନିଆଁକୁ ଅଲବିଦା କହିବାକୁ ବାଧ୍ୟ ହୋଇଥିଲେ,  ମିଡିଆରୁ କିଛି ମିଳିଥିବା ସୂଚନା ମୁତାବିକ ଜିୟାଙ୍କ ପାଖରେ ପ୍ରାୟ ୧୦ ରୁ ୧୫ କୋଟି ସଂମ୍ପତ୍ତି ଥିଲା ଯାହା ଏବେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର ହୋଇଛି ।

Leave a Reply

Your email address will not be published. Required fields are marked *