June 24, 2025

Odia Express

Here, There and Everywhere

ଖରାପ ପ୍ରଦର୍ଶନ ସକାଶେ ଆଗାମୀ ମ୍ୟାଚରୁ ବାହାର ହୋଇଯିବେ ଏହି ଦୁଇ ଭାରତୀୟ ଖେଳାଳୀ , ଟିମ୍ ଉପରେ ବୋଝ ହେଇ ରହିଛନ୍ତି..

ଆଫଗାନିସ୍ଥାନକୁ ୧୧ ରନ୍ ରେ ପରାସ୍ତ କରିବାପରେ ବି ଭାରତୀୟ ଟିମ୍ ଆଗାମୀ ଦୁଇ ମ୍ୟାଚରେ କିଛି ପରିବର୍ତ୍ତନ କରିପାରେ ଜାଣନ୍ତୁ କିପରି । କାଲି ଆଫଗାନିସ୍ଥାନ ସହ ଏହି ମୁକାବଲାରେ ଭାରତୀୟ ବୋଲର୍ ଜବରଦସ୍ତ ପ୍ରଦର୍ଶନ କରିଥିଲେ , ଓ ଭାରତ ୧୧ ରନ୍ ରେ ଜିତ୍ ହାସିଲ୍ କରିଥିଲା , ବ୍ୟାଟ୍ସମ୍ୟାନଙ୍କ ପ୍ଲପ୍ ପ୍ରଦର୍ଶନ ପାଈଁ ବିରାଟ କୋହଲି ବହୁତ ଦୁଃଖିଥିଲେ ,ଓ ଭାରତ କେବଳ ୨୨୪ ରନ୍ କରିପାରିଥିଲା,  ଏହି କାରଣରୁ ଆଗାମୀ ଦୁଇଟି ମ୍ୟାଚରେ ଦୁଇଟି ବ୍ୟାଟ୍ସମ୍ୟାନଙ୍କୁ ଟିମ୍ ଇଣ୍ତିଆ ଧକ୍କା ମାରିକରି ବାହାର କରିପାରେ ।

 

ବିଜୟ ଶଙ୍କର ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ,କିନ୍ତୁ ଏହା ସତ୍ତ୍ୱେ ବି ତାଙ୍କର ଜଲୱା ଦେଖାଇପାରିଲେ ନାହିଁ , ସେ ୪୧ ଟି ବଲରୁ ୨୯ ରନ୍ ବନାଇକରି ଆଉଟ୍ ହୋଇଯାଇଥିଲେ । ଏହି ୱାର୍ଲଡ କପ୍ ରେ ଶଙ୍କର ଦୁଇଟି ମ୍ୟାଚରୁ ଖେଳିବାର ମଉକା ମିଳିଥିଲା,  ନମ୍ବର ୪ ସ୍ଥାନରେ ତାଙ୍କୁ ଖେଳାହୋଇଥିଲା , କିନ୍ତୁ ନିଜ ଭଲ ପ୍ରଦର୍ଶନ ରୁ ଚୟନକର୍ତ୍ତାଙ୍କୁ ସେ ଖୁସ୍ କରାଇପାରିନଥିଲେ।

 

ଆଇପିଏଲ୍ ରେ ଭଲ ପ୍ରଦର୍ଶନ କରି ଟିମ୍ ଇଣ୍ତିଆରେ ଜାଗା ବନାଇଥିବା ଦିନେଶ କାର୍ତ୍ତିକଙ୍କୁ ଆଗାମୀ ମୁକାବଲାରେ ଚୟନ କରିବାର ଆଶା ରଖାଯାଇଛି ,ଲୋକେଶ ରାହୁଲ୍ ଙ୍କ ସର୍ଟ ଭୁଲ୍ ଥିଲା । ସେ ୫୧ ଟି ବଲରୁ ୩୦ ରନ୍ କରିଥିଲେ,  ଏହି କାରଣରୁ ସେ ଆଗାମୀ ମ୍ୟାଚରେ ବାହାର ହୋଇପାରନ୍ତି , ଏହି କାରଣରୁ ରିଷଭ ପନ୍ଥଙ୍କୁ ଦଳରେ ଖେଳାଯାଇପାରେ ,

Leave a Reply

Your email address will not be published. Required fields are marked *