ଭାରତୀୟ ସେନାରେ ଭର୍ତ୍ତି , ୪୫ ବର୍ଷରୁ କମ୍ ବୟସ ହେଇଥିଲେ ଏଭଳି ଭାବେ ଆବେଦନ ପାଇଁ ନିଜର ନାମାଙ୍କନ ଦିଅନ୍ତୁ …
1 min read![](https://odiaexpress.net/wp-content/uploads/2019/06/16-3-735x400.jpg)
ଯଦି ଆପଣ ଭାରତୀୟ ସେନାରେ ନିଜ କ୍ୟାରିୟର ବନାଇବାକୁ ଚାହଁନ୍ତି ତେବେ ଆପଣଙ୍କ ପାଇଁ ଏକ ଶାନଦାର୍ ମଉକା ଅଛି , ଇଣ୍ତିଆନ୍ ଆର୍ମୀରେ ୧୫୦ ଏସ୍ ଏସ୍ ସି ଅଫିସର୍ AFMS ପଦ ପାଇଁ ଆବେଦନ ମଗାଇଛନ୍ତି , ଏହି ପଦରେ ଆବେଦନ କରିବାପାଇଁ ଆପଣଙ୍କ ବୟସ ଅତ୍ୟାଧିକ ୪୫ ବର୍ଷ ହେବା ଜରୁରୀ ।ତାହା ସହ ଏମ ବି ବିଏସ୍ ଡିଗ୍ରୀ ହେବା ଆବଶ୍ୟକ , ପଦ ଉପରେ ଅନ୍ତିମ ଚୟନ ଇଣ୍ଟରଭ୍ୟୁ ଆଧାରରେ ହେବ । ଏହା ଧ୍ୟାନ ରଖିବେ କି ଆଶାର୍ଥୀ ଏମ୍ ବିବିଏସ୍ ଫାଇନାଲ୍ ପରୀକ୍ଷା ପୁର୍ବରୁ କିମ୍ବା ଦ୍ୱିତୀୟ ପ୍ରୟାସରେ ପାସ୍ ହେବା ଜରୂରୀ ।
ପଦର ନାଁ : ଏସ୍ ଏସ୍ ସି ଅଧିକାରୀ (ସେନା ଡେଣ୍ଟାଲ୍ କପର୍ସ , ପଦର ସଂଖ୍ୟା -୬୫ , ବେତନ : ଭାରତୀୟ ସେନାର ନିୟମଗୁଡିକ ଅନୁସାରେ , ଯୋଗ୍ୟତା : ବିଡିଏସ୍ ।ଏମ୍ ଡିଏସ୍ , ଆୟୁସୀମା : ୪୫ ବର୍ଷ , ଚାକିରି ସ୍ଥାନ ଅଖିଳ ଭାରତୀୟ : ଆବେଦନ ଶୁଳ୍କ : ଏହି ପଦ ପାଇଁ ସବୁ ଆଶାର୍ଥି ମାନେ ୨୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ , ଶୁଳ୍କର ପୈଠ ଅନଲାଇନ୍ ମାଧ୍ୟମରେ କରିବାକୁ ହେବ ।