June 22, 2025

Odia Express

Here, There and Everywhere

କ୍ଷେତରେ ହଳ କରିବାକୁ ପହଞ୍ଚିଲେ ସାଂସଦ , ୨ ଘଣ୍ଟାରେ ଅଧା ଏକର କ୍ଷେତକୁ ହଳ କରିଦେଲେ ଆଉ କହିଲେ ଏହା ମୋର ସମ୍ପତି ଅଟେ..

ସାଂସଦ ହେବାପରେ ଚୁନ୍ନିଲାଲ ସାହୁଙ୍କ ରହିବା ଚଳିବା ପୂର୍ବ ପରି ଚାଲୁଛି, ବର୍ଷା ହେବା କାରଣରୁ ସକାଳ ଛଅଟା ବେଳେ ହଳ ବଳଦ ଧରି କ୍ଷେତରେ ପହଞ୍ଚିଯାଆନ୍ତି ଜଣେ ସାଧାରଣ ଚାଷୀ ପରି ସେ ସକାଳୁ ମାଟିକୁ ପ୍ରଣାମ କଲେ , ଓ ବଳଦଙ୍କ ପୁଜା କଲେ , ଏହପରେ ଲଙ୍ଗଳ ଧରି ହଳ କରିବାକୁ ଆରମ୍ଭ କଲେ , ପ୍ରାୟ ଦୁଇ ଘଣ୍ଟାରେ ଅଧା ଏକର କ୍ଷେତକୁ ସେ ହଳ କରି ଥିଲେ , ଓ ଥରହା ଲଗାଇପାଇଁ ମଞ୍ଜି ପୋତିଲେ,  ଚୁନ୍ନୀଲାଲ ମୋଙ୍ଗରାପାଲି ଗାଁର ବାସିନ୍ଦା ଅଟନ୍ତି , ସେ କହିଲେ କି ଆମେ ଧରିତ୍ରୀପୁତ୍ର ଅଟୁ , ଆମର ଚାଷ ଜମି ଆମର ପୁଞ୍ଜି ଅଟେ , ସାହୁ ଗଞ୍ଜି ଓ ଗାମୁଛା ପୁରା ଚାଷିର ବେଶଭୁଷା ଅଟେ , ଶ୍ରୀ ସାହୁ ଚାଷୀ ପରିବାର ସହ ଯୋଡି ହୋଇଛନ୍ତି , ଓ ଚାଷ କରିବା ତାଙ୍କର ପୈତୃକ ଭାବେ ମିଳିଛି ତାଙ୍କର ଧରିତ୍ରୀ ଓ ପର୍ଯ୍ୟାବରଣ ପ୍ରେମ କାହାକୁ ଅଛପା ନାହୀଁ ,

 

ଚର୍ଚ୍ଚାରେ ସାହୁ କହିଲେ କି କୃଷି ସଂସ୍କାର ବି ସାମିଲ୍ ଅଛି , ସେ ଛୋଟ ବୟସରେ ଏହାର ସହ ଯୋଡି ହୋଇଛନ୍ତି , ଚାଷୀ କ୍ଷେତି କରିଥାଏ , ଓ ସମସ୍ତଙ୍କ ପେଟ ଭରିଥାଏ , ଓ ସ୍ୱୟଂ ଚାଷ ସହ କୃଷି ସଂବନ୍ଧି ସବୁ କାମ କରିଥାଏ , ରାଜନୀତିରେ ଆସିବା ପରେ ଚାଷୀ ଚାଷ ସହ ଯୋଡୀ ହୋଇଛି, ସେ କୃଷିକୁ ଆଜିବିକା ପ୍ରମୁଖ ସ୍ରୋତ ସହ୍ ଜୀବନ ଶୈଳୀ ତଥା ପରମ୍ପରା ଅଙ୍ଗ ବନାଇଛନ୍ତି ।

Leave a Reply

Your email address will not be published. Required fields are marked *