November 22, 2024

Odia Express

Here, There and Everywhere

ଭାରତରେ ଏପରି ଏକ କୁଅ ଅଛି ଯାହାର ପାଣିରେ ଗାଧେଇଲେ ଶେଷ ହୋଇଯାଏ ଅନେକ ରୋଗ… ଜାଣିରଖନ୍ତୁ ସେ ବିଷୟରରେ..

ପ୍ରକୃତିରେ ଏମିତି ବହୁତ କିଛି ଦେଇଛି କିନ୍ତୁ ଆପଣଙ୍କୁ ଜଣାଅଛି କି ଆଜି ବି ପ୍ରକୃତି ଦେଇଥିବା କିଛି ଜିନିଷ ଆମ ପୃଥିବୀରେ ମହଜୁତ ଅଛି । ଯାହାର ରହସ୍ୟ ବୈଜ୍ଞାନିକମାନେ ବି ବୁଝାଇପାରିଲେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗାର ବିଷୟରେ ପରିଚୟ କରାଇବୁ ଯାହା ଏକ ଅତି ପୁରୁଣା କୁଅ ଅଟେ , କୁହାଯାଉଛି କି ତାହାର ପାଣିରେ ଗାଧୋଇଲେ ଆପଣଙ୍କ ସବୁ ପ୍ରକାରର ରୋଗ ଠିକ୍ ହୋଇଯିବ , ଏହା ଶୁଣିବାକୁ ଟିକିଏ ଅଜବ ଲାଗୁଥିବ କିନ୍ତୁ ଏହି କଥା ସତ ଅଟେ , ଏହି କୁଅର ମାନ୍ୟତା ଅଛି କି ଏହି କୁଅର ପାଣିରୁ ଗାଧୋଇଲେ ସବୁ ରୋଗ ଭଲ ହୋଇଯାଏ ।

କହିଦେବୁ କି ଏହି କୁଅ ମେରଠର ହସ୍ତିନାପୁରରେ ପାଣ୍ତବ କିଲ୍ଲାରେ ସ୍ଥିତ ଅଛି , ଏହି ସମୟରେ ଏଠାରେ କିଲ୍ଲା ନଥିଲା , କିଲ୍ଲା ଏକ ପ୍ରାଚୀନ ଭଙ୍ଗା ମହଲ ପରି ଦେଖାଯାଊଥିଲା , ହସ୍ତିନାପୁର ସହରର ଇତିହାସ ସହ ଯୋଡି ହୋଇଛି ମହାଭାରତ କାଳରେ , ମହାକାବ୍ୟ ଅନୁସାରେ ହସ୍ତିନାପୁର କୌରବଙ୍କ ରାଜଧାନୀ ହେଉଥିଲା ,ପୌରାଣିକ କଥାନୁସାରେ ଏଠାରେ ପାଣ୍ତବ ଓ କୌରବ ମଧ୍ୟରେ ହେଉଥିବା ମହାନ୍ ଯୁଦ୍ଧ , ମହାଭାରତରେ ହୋଇଥିଲା ।

ଏହି ଯୁଦ୍ଧରେ ପାଣ୍ତବ ମାନେ ବିଜୟ ଲାଭ କରିଥିଲେ,  ଓ ସେ ଆଗାମୀ ୩୬ ବର୍ଷ କାଳ ହସ୍ତିନାପୁରରେ ରାଜୁତି କରିଥିଲେ,  ଯେବେ କଳିଯୁଗ ଆରମ୍ଭ ହୋଇନଥିଲା , ତେବେ ଏହି କୁଅ ଏକ ଅନୋଖା ଓ ରହସ୍ୟମୟୀ କୁଅ ବୋଲି ମାନାଯାଉଥିଲା,  ବହୁତ ଜ୍ୟୋତିଷ୍ୟ, ପ୍ରକୃତିବିତ୍ତ, ଭୌଗଳିକ , ଶାରରିକ ଶିଳାଲେଖକ, ଲିଖିତ ପ୍ରମାଣ ଏହି ଯୁଦ୍ଧର ସମର୍ଥନ କରୁଥିବାର ମିଳିଥିଲା, ଯାହା ଏହାର ବୈଧତା ପ୍ରମାଣିତ କରିଥାଏ , ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ଏହି ସହରକୁ ବହୁତ ଭାଗରେ ବିଭକ୍ତ କରାଯାଈଛି, ଓ ବହୁତ ମନ୍ଦିର ସ୍ମାରକ ଜଣାପଡିଛି ।

 

ଆପଣଙ୍କୁ କହିଦେବୁ କି ହସ୍ତିନାପୁର କୌରବଙ୍କର ଓ ପାଣ୍ତବଙ୍କର ରାଜଧାନୀ ଏହି ଧର୍ମ ନଗରୀ ନାଁରେ ଜଣାଯାଉଥିଲା,  ଏହି କୁଅ ବିଷୟରେ କୁହାଯାଏ କି ଏଠାରେ ଦ୍ରୋପଦୀ ଓ ପାଣ୍ତବ ଲୋକ ଗାଧୋଉଥିଲେ, ଓ ଏହି କୁଅ ସେଠାରେ ଏକ ଟିଳରେ ସ୍ଥିତ ଅଛି , ଏହି କୁଅର ପାଣିରେ ସ୍ନାନ କରିଲେ ବହୁତ ଲାଭ ମିଳିଥାଏ ।

ସେମିତି ଏହି କୁଅକୁ ଦେଖିଲେ ଆପଣଙ୍କୁ ଅଳିଆ ଆବର୍ଜନା ପୁର୍ଣ୍ଣ ଲାଗିବ , କିନ୍ତୁ ଏହା ସତ୍ତ୍ୱେ ବି ଲୋକ ଆସି ସ୍ନାନ କରନ୍ତି , ତାଙ୍କର ମାନିବା କଥା କି ଏହା ଶରୀରର ବହୁତ ରୋଗକୁ ଭଲ କରିପାରେ । ଏତିକି ନୁହେଁ ସେହି ଟିଲା ପାଖରେ ଏକ ମଜହାର ଅଛି, ଯାହା ବହୁତ ପ୍ରସିଦ୍ଧ ହୋଇଛି , ସେଠାରେ ଲୋକଙ୍କର ସବୁ ମନୋକାମନା ପୂରା ହୁଏ , ଯଦି ଆପଣ କେବେ ହସ୍ତିନାପୁର ଆସନ୍ତି ,ତେବେ ଏହି କୁଅକୁ ନିଶ୍ଚିତ ଦେଖିନେବେ । ଏମିତି ଭାରତରେ ବହୁତ କୁଅ ଅଛି ଯାହା ତାଙ୍କର ବିଶେଷ୍ୱତାକୁ ନେଇ ଚାଲୁଛି ।

 

 

Leave a Reply

Your email address will not be published. Required fields are marked *