June 26, 2025

Odia Express

Here, There and Everywhere

ଏହି ପତ୍ରକୁ ରାତିରେ ନିଜ ପାଦରେ ଲଗାଇଦିଅନ୍ତୁ ମୂଳରୁ ଶେଷ ହୋଇଯିବ ସୁଗର୍ ପରି ବେମାରୀ…ଏବେ ଦେଖି ନିୟନ୍ତୁ

ଆଜିର କର୍ମବ୍ୟସ୍ତ ଜୀବନରେ ଯିଏ ହେଲେ ବି ରୋଗରେ ଗ୍ରସ୍ତ ହେଉଛେ । ଏହି ରୋଗଗୁଡିକରୁ ବଞ୍ଚିବାପାଇଁ ଆମେ ନାନା ପ୍ରକାରର ମେଡିସିନ୍ ଖାଇଥାନ୍ତି , ଏହି ରୋଗଗୁଡିକ ମଧ୍ୟରେ କିଛି ଏପରି ରୋଗ ହୋଇଥାଏ , ଯାହା ଚିକିତ୍ସା କରିଲେ ଠିକ୍ ହୋଇଯାଏ କିନ୍ତୁ କିଛି ରୋଗ ହୋଇଥାଏ , ଯାହାର ଚିକିତ୍ସା ଲଗେଇବା ପରେ ବି ତାହା ମୂଳରୁ ଶେଷ ହୋଇନଥାଏ , ସେମିତି ଯଦି ସୁଗର୍ କଥା କହିବା ତେବେ ଏହି ରୋଗ ଅଧାରୁ ଅଧିକ ଲୋକଙ୍କୁ ଗ୍ରସିତ ହୋଇଛନ୍ତି , ଏହି ରୋଗକୁ ଯେତେ ବି ଚିକିତ୍ସା କରିଲେ ବି ଏହାର ଚିକିତ୍ସା ହୋଇପାରେ ନାହିଁ  ଆପଣଙ୍କୁ କହିଦେବୁ କି ସୁଗର୍ ଦ୍ୱାରା ଗ୍ରସିତ ହୋଇଥିବା ଲୋକେ ନାନା ପ୍ରକାରର ଅସୁବିଧା ଭୋଗିଥାନ୍ତି ,

 

କହିଦେବୁ କି ସୁଗର୍ ଦ୍ୱାରା ବ୍ୟକ୍ତିର ଶରୀରରୁ ନିର୍ଜଳିତ ହୋଇଯାଇଥାଏ, ଏମିତିରେ ବହୁତ ଶୋଷ ଲାଗିଥାଏ , ଏହା ଛଡା କହିଦେବୁ କି ରକ୍ତରେ ଅତିରିକ୍ତ ସୁଗର୍ ଉପସ୍ଥିତି ହେବା ଦ୍ୱାରା ଏହା ରକ୍ତକୁ ସଫା କରିବାପାଈଁ ଅଧିକା କାମ କରିଥାଏ , ଏହା ମୁତ୍ର ଦାରା ଅତିରିକ୍ତ ସୁଗରକୁ ଶରୀରକୁ ବାହାର କରିଦିଏ , ଏହି କାରଣରୁ ବାରମ୍ବାର ପରିଶ୍ରା ଆସିଥାଏ ,  ଅଧିକା ଶୋଷ ଲାଗେ , ବାରମ୍ବାର ପରିଶ୍ରା କରିବା ଦ୍ୱାରା ଏହା ଡାଇବେଟିଜ୍ ରୋଗର ଲକ୍ଷଣ ହୋଇପାରେ , ସୁଗର୍ ସମୟରେ ଶରୀରରେ କୋଷିକା ଗୁଡୀକ ଗ୍ଲୁକୋଜ ପହଞ୍ଚିପାରେ ନାହିଁ , ଯାହା ଦ୍ୱାରା ଶରୀର ଦୁର୍ବଳ ଲାଗିଥାଏ , ଓ ଥକାପଣ ଲାଗେ । ଓ ଜଲଦି ଭୋକ ବି ଲାଗେ ।

 

ଆଜି ଆମେ ଏକ ଉପାୟ ନେଇକରି ଆସିଛୁ ଯାହାକୁ ପ୍ରୟୋଗ କଲେ ଆପଣଙ୍କୁ ଏହି ରୋଗରୁ ମୁକ୍ତି ମିଳିପାରିବ , ଏତିକି ନୁହେଁ ଏହା ଦ୍ୱାରା କୌଣସି ସାଇଡ୍ ଇଫେକ୍ଟ ବି ହୁଏ ନାହିଁ , ଏଥିପାଇଁ ଆପଣଙ୍କୁ ଅରଖ ପତ୍ର ଆବଶ୍ୟକତା ପଡିପାରେ ।

ସବୁ ଠାରୁ ପ୍ରଥମେ ଆପଣଙ୍କୁ ଅରଖ ପତ୍ରକୁ ନେଇ ତାହା ଉପରେ ହାଲକା ଡେମ୍ଫକୁ କାଟିଦିଅନ୍ତୁ , ଏବେ ଆପଣ ଅରଖ ପତ୍ରକୁ ନିଜ ପାଦ ତଳେ ବାନ୍ଧିଦିଅନ୍ତୁ , ଅରଖ ପତ୍ର ଆପଣଙ୍କୁ ତଳ ପଟେ ଲାଗିରହିବା ଦରକାର ,

 

ଏହାପରେ ଆପଣ ଅରଖ ପତ୍ରକୁ ରାତିରେ ବାନ୍ଧି ଏହି ପ୍ରକାରର ନିଜ ତଳ ପାଦରେ ବାନ୍ଧି କରି ରଖନ୍ତୁ , ଆପଣ ଏହି ଫଟୋରେ ଦେଖିପାରିବେ କି ସକାଳୁ ଏହି ପତ୍ରକୁ ଖୋଲି ଦିଅନ୍ତୁ , ଏହି ପ୍ରକିୟାକୁ ଲଗାତାର ୨୦ ଦିନ ଯାଏଁ ଲଗାଇ କାଢିବେ , ଏହା ଦ୍ୱାରା ସୁଗର୍ ପରି ସମସ୍ୟା ଦୂର ହୋଇଯିବ ।

ଏହା ଯେଉଁ ବ୍ୟକ୍ତିର ହାଇ ବ୍ଲଡ୍ ପ୍ରେସର୍ ଅଛି ,ସେମାନେ ଖାଦ୍ୟ ପଦାର୍ଥ , ଯେଉଁଥିରେ ଫାଇବର୍ ଫ୍ୟାଟ୍ କମ୍ ଥିବ , ନେବା ଉଚିତ୍ , ସବୁ ବ୍ୟକ୍ତି ଯେଉଁଥିରେ ହାଇ ବ୍ଲଡ୍ ପ୍ରେସର୍ ହୋଇପାରେ , ଡାକ୍ତର ଉପଦେଶ ନେବା ଉଚିତ୍ ।

Leave a Reply

Your email address will not be published. Required fields are marked *