June 26, 2025

Odia Express

Here, There and Everywhere

ଜିମ୍ ଡ୍ରେସ ପିନ୍ଧିକରି ରାସ୍ତାରେ ଦେଖାଗଲେ ଜାହ୍ନବି – ଏତେ ସୁନ୍ଦର ଲାଗୁଥିଲେ ଯେ ଆପଣ ମଧ୍ୟ ତାଙ୍କୁ ଦେଖିଲେ ତାଙ୍କର ପ୍ରଶଂସକ ହେଇଯିବେ..

ମରାଠି ସୁପରହିଟ୍ ଫିଲ୍ମ ସୈରାତର ହିନ୍ଦୀ ରିମେକ୍ ଧଡକରୁ ବଲିଉଡ୍ ରେ ପାଦ ଦେଇଥିବା ଅଭିନେତ୍ରୀ ଜାହ୍ନବି ଯିଏକି ବିଗତ ବଲିଉଡ୍ ଦୁନିଆଁର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କର ଝିଅ ଅଟନ୍ତି , ସେ ଏବେ ବହୁତ ଫିଲ୍ମରେ ବ୍ୟସ୍ତ ଅଛନ୍ତି , ତାହା ସହ ସେ ଏବେ ନିଜ ଫିଟନେସ୍ କୁ ନେଇକରି ବହୁତ ଯତ୍ନବାନ ବି ଅଟନ୍ତି , ଅଭିନେତ୍ରୀ ଜାହ୍ନବୀ କାପୁର ଏହି ଦିନ ଜିମ୍ ଯାଇ ନିଜ ବଡିକୁ ବହୁତ ଫିଟ୍ ରଖୁଛନ୍ତି ।

 

କହିଦେବୁ କି ଏବେ କିଛି ଦିନ ହେବ ତାଙ୍କୁ ବାହାରେ ଦେଖାଯାଇଥିଲା , ଏମିତି ସେ ବହୁତ ସୁନ୍ଦର ଲାଗୁଥିଲେ , ଏହି ସମୟରେ ଜାହ୍ନବୀ ଚେରି ଓ ରେଡ୍ କଲରର ସର୍ଟ୍ସ ସହ ସ୍ପେଗଡି ପିନ୍ଧିଥିଲେ , ତାହା ସହ ୟେଲୋ କଲରର ବ୍ୟାଗ୍ ବି ଧରିଥିଲେ ।

ଜାହ୍ନବୀଙ୍କ ଅପକମିଙ୍ଗ୍ ଫିଲ୍ମର କଥା କହିଲେ ସେ ବହୁତ ଜଲଦି ଗୁଞ୍ଜନ ସକସେନାଙ୍କ ବାୟୋପିକ୍ ଫିଲ୍ମରେ ନଜର ଆସିବେ , ତାହା ସହ ଜାହ୍ନବି କରନ୍ ଜୋହର୍ ଙ୍କ ଫିଲ୍ମ ତଖତ୍ ରେ ବି ନଜର ଆସିବେ , ଏହ୍ ଛଡା ଜାହ୍ନବୀ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *