ଏହି ଘରୋଇ ଉପାୟ ଦ୍ୱାରା କେବଳ ୫ ଦିନରେ ଠିକ୍ କରନ୍ତୁ ୨୧ ଏମ୍ ଏମ୍ ର ଷ୍ଟୋନ୍ କୁ , ତାହା କେବଳ ମାତ୍ରା ୪୦ ଟଙ୍କା ଖର୍ଚ୍ଚ କରି..
1 min readଆୟୁର୍ବେଦ ଚମତ୍କାର ବିଷୟରେ ସମସ୍ତେ ଜାଣିଛନ୍ତି ଯାହାଙ୍କୁ ପୁରା ଦୁନିଆଁରେ ମନ ଅଛି, ଭାରତର ଆୟୁର୍ବେଦ ପଦ୍ଧତି ବ୍ୟବହାର କରି ବଡ ବଡ ରୋଗର ଚିକିତ୍ସା କମ୍ ସମୟରେ ଓ କମ୍ ପଇସାରେ କରାଯାଇପାରିବ , ଡାକ୍ତରଙ୍କ ମାନିବା କଥା କି ଗାଲରେ ବ୍ଲାଡର୍ ଷ୍ଟୋନ୍ ଅର୍ଥାତ୍ ପିତ୍ତର ଥଳି ଷ୍ଟୋନ୍ କିଛି ବି ଚିକିତ୍ସା ହୋଇପାରିବ ନାହିଁ , ଏହି ଉପାୟ ଜରିଆରେ କେବଳ ଗୋଟେ ନୁହେଁ ବରଂ ରୋଗର ଚିକିତ୍ସା କରାଯାଇପାରିବ , ଏହାର ଜରିଆରେ ବହୁତ ଡାକ୍ତର ୫ ହଜାରରୁ ୧୦ ହଜାର ଟଙ୍କା ଚିକିତ୍ସା କରାଇଥାନ୍ତି , ଯେବେ କି ବାସ୍ତବିକ ଦାମ୍ କେବଳ ୩୦-୪୦ ଟଙ୍କା ଅଟେ , ଏହାର ପ୍ରୟୋଗ ଗାଲ ବ୍ଲାଡର୍ ଓ କିଡନୀ ଷ୍ଟୋନ୍ ବାହାର କରିବାପାଇଁ କରାଯାଇପାରିବ , ଓ ବହୁତ ସହଜ ବି ଅଟେ ।
ଏହାର ପ୍ରୟୋଗ ଯେଉଁ ଲୋକମାନେ କରିଛନ୍ତି , ସେ କେଉଁ ଛୋଟ ବ୍ୟକ୍ତିର ଲୋକ ନଥିଲେ । ଡାକ୍ତର ବିନ୍ଦୁ ପ୍ରକାଶ ମିଶ୍ର, ଯିଏକି ମହର୍ଷୀ ଦୟାନନ୍ଦ କଲେଜର ମୁମ୍ବାଇରେ ମ୍ୟାଥ୍ ପ୍ରଫେସର୍ ଅଛନ୍ତି , ସେ ୟୁନିଭରସିଟି ସିନେଟ୍ ର ସଦସ୍ୟ ଅଛନ୍ତି , ତାଙ୍କୁ ୨୧ ଏମ୍ ଏମ୍ ର ଷ୍ଟୋନ୍ ୮ ବର୍ଷର ଗାଲ ବ୍ଲାଡର୍ ଥିଲା , ଭୟାନକ କଷ୍ଟ ହେଉଥିଲା , ଡାକ୍ତର ତାଙ୍କୁ ଅପରେସନ୍ କରିବାର ଉପଦେଶ ଦେଇଥିଲେ । କିନ୍ତୁ ସେ ଆୟୁର୍ବେଦ ସାହାରା ନେଇକରି ଚିକିତ୍ସା କରାଇଥିଲେ , ଆୟୁର୍ବେଦ ରୁ ତାଙ୍କର ଷ୍ଟୋନ୍ କେବଳ ୫ ଦିନରେ ଠିକ୍ ହୋଇଗଲା ।
ଆପଣ ଜାଣିବାକୁ ବ୍ୟଗ୍ର ହେଉଥିବେ କି କେଉଁ ସେ ଆୟୁର୍ବେଦୀକ ଔଷଧୀ ଅଛି , ଏହା କେଉଁ ଅନ୍ୟ କିଛି ନୁହେଁ ମନ୍ଦାର ଫୁଲର ପାଉଡର୍ ଅଟେ । ଏହି ଫୁଲ ସବୁ ଜାଗାରେ ମିଳିଯାଇଥାଏ । ଯଦି କେଉଁଠି ନ ମିଳେ ତେବେ ଗୁଗୁଲ୍ କଲେ ଏହା Hibiscus powder ନାଁ ଦେଇ ସର୍ଚ୍ଚ କଲେ ମିଳିଯିବ , ଯଦି ଆପଣ ଅନ୍ ଲାଇନ୍ କିଣିବାକୁ ଚାହୁଁଛନ୍ତି ତେବେ ଏହି କଥାର ଧ୍ୟାନ ରଖନ୍ତୁ କି ଆପଣଙ୍କୁ ଏହାର ଅର୍ଗାନିକ୍ ମନ୍ଦାର ଫୁଲର ପାଉଡର୍ ମିଳିବ ତ ଆହୁରି ଭଲ ହେବ , ଏହା ସବୁଠାରୁ ବଢିଆ ହୋଇଥାଏ , ଓ ବହୁତ କାରଗାର୍ ହୋଇଥାଏ ।
ମନ୍ଦାର ଫୁଲର ପାଉଡରକୁ ଆପଣ ରାତିରେ ଶୋଇବା ସମୟରେ ଗୋଟେ ଚାମଚ ଓ ଖାଇବା ପୁର୍ବରୁ ଗୋଟେ କିମ୍ବା ଦୁଇଟି ଚାମଚ ପାଣିରେ ମିଶାଇ ପିଇପାରିବେ , ଏହାର ସ୍ୱାଦ ଟିକେ କଡା ହୋଇଥାଏ , ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରି ହୋଇଥାଏ , ସେମିତି ଏହା ସ୍ୱାଦିଷ୍ଟ ବି ହେବା ଜରୁରୀ ହୋଇଥାଏ । କିନ୍ତୁ ଏହା ଏତେ କଡା ହୋଇନଥାଏ କି ଏହାକୁ ଖାଇପାରିବେ ନାହିଁ , ଏହାକୁ ଖାଇସାରିବାପରେ କିଛି ବି ଖାଇବେ କିମ୍ବା ପିଇବେ ନାହିଁ ,ଯଦି ଷ୍ଟୋନ୍ ଆକାର ବଡ ହୋଇଥାଏ , ତେବେ କଷ୍ଟ ହୋଇଥାଏ , ଏହାକୁ ଖାଇବାପରେ ଷ୍ଟୋନ୍ ଭାଙ୍ଗିଥାଏ , ଓ ଏହାର କାରଣରୁ କଷ୍ଟ ବି ହୋଇଥାଏ ।
ଏହାର ପ୍ରୟୋଗ କଲା ବେଳେ ରଖନ୍ତୁ ସାବଧନତା : ପାଳଙ୍ଗ, ଟମାଟୋ, କାକୁଡି, ଭେଣ୍ତି ଇତ୍ୟାଦିର ସେବନ କରନ୍ତୁ ନାହିଁ , ଯଦି ଆପଣଙ୍କ ଷ୍ଟୋନ୍ ଆକାର ବଡ ହୋଇଥାଏ , ଏହା ଭାଙ୍ଗିବା ସମୟରେ କଷ୍ଟ ଦେଇଥାଏ , ଆପଣ ଏହାର ପ୍ରୟୋଗ ଦେଖିକରି କରନ୍ତୁ , ଯଦି ଆପଣ କେଉଁ ଚିକିତ୍ସକ ଉପସ୍ଥିତିରେ ଏହାର ସେବନ କଲେ ବି ଆହୁରି ଭଲ ।