June 20, 2025

Odia Express

Here, There and Everywhere

ରାତିରେ ଭାତ ଖାଉଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା ..ଯାହାକୁ ଜାଣିକରି ବିଶ୍ୱାସ କରିପାରିବେନି ଆପଣ

ଆମେ ସମସ୍ତ ଭାରତୀୟ ଘରେ ମୁଖ୍ୟ ରୁପରେ ଖାଇବାରେ ଚାଉଳକୁ ବେଶୀ ପସନ୍ଦ କରାଯାଏ , ସେମିତି ଆମେ ସମସ୍ତେ ଜାଣିଛେ କି ଭାରତୀୟ ଖାଇବାରେ ଏକ ପ୍ରମୁଖ ଖାଦ୍ୟ ହୋଇସାରିବା ପରେ ବି ଆମେ ଚାଉଳ ବିଷୟରେ କିଛି ବିଶେଷ କଥା ବିଷୟରେ ଜାଣିନଥାଉ , ହଁ ଆଜ୍ଞା ଆମେ ସମସ୍ତେ ଏହା ଜାଣିଛେ କି ଚାଉଳ ଆମ ମୋଟାପା ଦୂର କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଚାଉଳ ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଆପଣ କେବେ ଶୁଣିନଥିବେ , ଆଜି ଆମେ ଆପଣଙ୍କୁ ଚାଉଳର କିଛି ବିଶେଷ ଗୁଣ ବିଷୟରେ କହିବାକୁ ଯାଉଛୁ , ଯାହା ଶରୀର ପାଇଁ କ୍ଷତି କାରକ ନୁହେଁ ବରଂ ଲାଭକାରୀ ହୋଇଥାଏ । ଖରା ଦିନରେ ଯଦି ପୁରି ଜାଗାରେ ଚାଉଳ ଭାତ ଖାଇଲେ ଏହା ବହୁତ ସ୍ୱାସ୍ଥ୍ୟକର ହୋଇଥାଏ , କିନ୍ତୁ ଏହା ସତ୍ତ୍ୱେ ଲୋକ ମନରେ ଚାଉଳକୁ ନେଇକରି ଭୁଲ୍ ଧାରଣା ରହିଥାଏ , ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇଯାଏ ,

 

ସେମିତି କି ଆମେ ସମସ୍ତେ ଜାଣିଛେ କି ଦୁନିଆଁରେ ଏକ ବଡ ଭାଗ ଚାଉଳ ଉପରେ ନିର୍ଭର କରିଥାଏ , ଏଥିପାଇଁ ଆମେ ଆପଣଙ୍କୁ ଆଜି କହିବୁ ଚାଉଳର ଭାତ ଖାଇଲେ କଣ ମୁଖ୍ୟ ଫାଇଦା ହୋଇଥାଏ । ଚାଉଳରେ ଭିଟାମିନ୍ ଓ ମିନେରାଲ୍ସ ମିଳିଥାଏ , ଯାହା ପେଟ ଖରାପ ହେଲେ ଓ ପତଳା ଝାଡା ହେଲେ ଚାଉଳ ଖାଈବାକୁ କୁହାଯାଏ , କିନ୍ତୁ ଏହି ବ୍ରାଉନ୍ ରାଇସ୍ ସେବନ କରିବା ସ୍ୱାସ୍ଥ୍ୟ ହିସାବରେ ଭଲ ହୋଇଥାଏ , ବ୍ରାଉନ୍ ରାଇସ୍ କିନ୍ତୁ ଡାଇବେଟିଜ୍ ଓ ଆସ୍ତମା ରୋଗୀଙ୍କ ପାଇଁ ହିତକର ନୁହେଁ , ଚାଊଲକୁ ଖାଇଲେ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା ଯୋଗାଇ ଥାଏ । ଚାଉଳ ଖାଇଲେ ଶରୀରକୁ ଏନର୍ଜୀ ମିଳିଥାଏ ।

 

ଏହା ଶରୀରକୁ କାର୍ବୋହାଇଡ୍ରେଡ୍ ମିଳିଥାଏ , ଯେଉଁଥିରେ ବ୍ରେନ୍ ଭଲ ଭାବେ କାମ କରିଥାଏ , ଏହକୁ ଖାଇଲେ ଶରୀର୍ ଆକ୍ଟିଭ୍ ରହିଥାଏ ,  ଚାଉଳକୁ ସେବନ ଗରମ ଦିନରେ କରିବା ଉଚିତ୍ , କାରଣ ଏହାକୁ ଖାଈଲେ ଶରୀରକୁ ଥଣ୍ତା ମିଳିଥାଏ , ରାତିରେ ଚାଉଳର ଡାଲି ସହ ଖାଇଲେ ଆପଣ ପେଟରେ ପାଚନ କ୍ରିୟା ନିୟନ୍ତ୍ରିତ ରହିଥାଏ , ଲେପ୍ଟିନ୍ କାର୍ଯ୍ୟକ୍ଷମତା ବଢାଇବାରେ କାମ କରିଥାଏ , ଯେଉଁଥିରେ ଓଜନ ନିୟନ୍ତ୍ରିତ ରହିଥାଏ । ଚାଉଳକୁ ଭଲ୍ ମାତ୍ରାରେ ଖାଇଲେ କାର୍ବୋହାଇଡ୍ରେଡ୍ ମିଳିଥାଏ , ଯାହାକି ଶରୀରରେ ଉର୍ଜା ବଢାଇବା କାମ କରିଥାଏ , ଏହି ଉର୍ଜା ଶରୀରର ସବୁ ଭାଗକୁ ମିଳିଥାଏ , ମସ୍ତିଷ୍କ ଏହି ଉର୍ଜାକୁ ଶରୀରରେ ସଂଞ୍ଚାଳନ କରିଥାଏ , ଚାଉଳରେ ଉର୍ଜା ଉପାଚୟ କ୍ରିୟା ବି ନିୟନ୍ତ୍ରିତ କରିଥାଏ ।

 

ଚାଉଳରେ ସୋଡିୟମ୍ ମାତ୍ରା ବରାବର ହୋଇଥାଏ , ଏହା ସେହି ଲୋକଙ୍କ ପାଇଁ ସବୁଠାରୁ ଅଧିକା ଲାଭକାରୀ ହୋଇଥାଏ , ଯାହାଙ୍କୁ ବ୍ଲଡ୍ ପ୍ରେସର୍ ଓ ଡିପ୍ରେସନ୍ ସମସ୍ୟା ଥାଏ , ଚାଉଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ଅଟେ ,ଏଥିରେ ନା ତ ହାନିକାରକ ଫ୍ୟାଟ୍ ଥାଏ , ନା ହି କୋଲେଷ୍ଟ୍ରୋଲ୍ ଓ ନା ହିଁ ସୋଡିୟମ୍ , ଏହା ଏକ ବ୍ୟାଲାନ୍ସ ଡାଇଟ୍ ଅଟେ । ଚାଉଳରେ ମେଥିଓନିନ୍ , ଭିଟାମିନ୍ ବି୧ , ଓ ରେଜିଷ୍ଟେଣ୍ଟ ଷ୍ଟାର୍ଚ୍ଚ ମିଳିଥାଏ , ଯାହା ମେଥିଓନିନ୍ ପରି ଏକ ଏମିନୋ ଏସିଡ୍ ହୋଇଥାଏ , ଓ ମେଥିଓନିନ୍ ସଲଫର ପ୍ରଚୁର ମାତ୍ରାରେ ମିଳିଥାଏ ,ଯାହା ତ୍ୱଚାକୁ ବହୁତ ସମସ୍ୟାରୁ ମୁକ୍ତି ଦେଇଥାଏ ,

 

ଚାଉଳର ସେବନ କରିଲେ ସବୁଠାରୁ ଚମତ୍କାରୀ ଲାଭ ଏହା ବି ଅଟେ , ଯାହା କ୍ୟାନ୍ସର ପରି ଘାତକ ରୋଗକୁ ଦୁର କରିଥାଏ , ତାହା ସହ ସ୍ୱାସ୍ଥ୍ୟକୁ ସୁସ୍ଥ୍ୟ ରଖିଥାଏ , ଓ ଖରାପ ବ୍ୟାକ୍ଟେରିଆକୁ ଶେଷ କରିଦିଏ , ଚାଉଳରେ ବିଭିନ୍ନ ପ୍ରକାରର ଭିଟାମିନ୍ ଓ ମିନେରାଲ୍ସ ଖଜଣା ଅଟେ ,ଏଥିରେ ନିୟାସିନ୍ , ଭିଟାମିନ୍ ଡି , କ୍ୟାଲସିୟମ୍ ,ଆଇରନ୍ , ଥାୟମିନ୍ , ରାଇବୋ ଫ୍ଲେବିନ୍ ପର୍ଯ୍ୟାପ୍ତ ମାତ୍ରାରେ ହୋଇଥାଏ , ଚାଉଳରେ ଅଧିକା ମାତ୍ରାରେ ଫାଇବର୍ ଥାଏ , ଯାହା ପାଚନ ତନ୍ତ୍ରକୁ ଚଳାଇବାରେ ସାହାଯ୍ୟ କରେ , ଫାଇବର୍ ଆପଣଙ୍କ ଡାଇବେଟିଜ୍ କୁ ଦୂର କରିଥାଏ ।

Leave a Reply

Your email address will not be published. Required fields are marked *