February 6, 2025

Odia Express

Here, There and Everywhere

ଭୁବନେଶ୍ୱର କୁମାରଙ୍କ ଜୀବନର ଏହି ୫ ଟି କଥା ବହୁତ କମ୍ ଲୋକ ଜାଣିଛନ୍ତି , ଆପଣ ଜାଣିଲେ ବି ନିଶ୍ଚୟ ଚକିତ ହୋଇଯିବେ..

1 min read

ଟିମ୍ ଇଣ୍ତିଆର ପ୍ରମୁଖ ବୋଲର୍ ହିସାବରେ ଭୁବନେଶ୍ୱର କୁମାର ଜଣାଯାଆନ୍ତି , ଭୁବନେଶ୍ୱର କୁମାର ଘରୋଇ କ୍ରିକେଟ୍ ରେ ଉତ୍ତର ପ୍ରଦେଶ ତରଫରୁ ଖେଳିଥିଲେ , ଭୁବନେଶ୍ୱର କୁମାରଙ୍କ ଏବେ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ବହୁତ ବଢିଆ ରହିଥିଲା , ଭାରତୀୟ ଟୀମ୍ ର ଏହି ସ୍ୱିଙ୍ଗ୍ ବୋଲର ୨୧ ଟି ଟେଷ୍ଟ ମ୍ୟାଚରୁ ୨୬ ରନ୍ ଓସତ୍ ରୁ ୬୩ ରନ୍ ଅର୍ଜନ କରିଥିଲେ , ୱାନ୍ ଡେ କ୍ରିକେଟ୍ ରେ ସେ ୧୦୭ ଟି ମ୍ୟାଚରୁ ୩୫ ରନ୍ ଓସତକୁ ୧୨୩ ଟି ୱିକେଟ୍ ହାସିଲ୍ କରିଥିଲେ ।ଟି-ଟ୍ୱେଣ୍ଟି କ୍ରିକେଟ୍ ରେ ଭୁବନେଶ୍ୱର କୁମାର ୩୭ ଟି ମ୍ୟାଚରୁ ୯୩୦ ରନ୍ କରିପ୍ରାୟ ୨୬ ଓସତରେ ୩୬ ଟି ୱିକେଟ୍ ନେଇଥିଲେ, ସେ ବୋଲିଙ୍ଗ୍ ସହ ଭଲ ବ୍ୟାଟିଙ୍ଗ୍ ବି କରନ୍ତି

 

ଭୁବନେଶ୍ୱର କୁମାରଙ୍କୁ ଭୁବି ବୋଲି ଡାକିଥାନ୍ତି , ତାଙ୍କର ଉଚ୍ଚତା ୫ ଫୁଟ୍ ୧୦ ଇଞ୍ଚ ଅଟେ , ଓ ସେ ୫ ଜାନୁୟାରୀ ୧୯୯୦କୁ ଉତ୍ତର ପ୍ରଦେଶର ମୈରଠରେ ଜନ୍ମ ଗ୍ରହଣ କରିଥିଲେ , ସେ ଜଣେ ଶାନ୍ତ ସ୍ୱଭାବର ଖେଳାଳୀ ଅଟନ୍ତି ।ଭୁବନେଶ୍ୱର କୁମାର ଟି ଟ୍ୱେଣ୍ଟି ରେ ୱେଷ୍ଟଈଣ୍ତିଜ୍ ବିପକ୍ଷୟରେ ଗୋଟେ ମ୍ୟାଚ୍ ରେ ୩ ଓଭରରେ ମାତ୍ର ୩ ରନ୍ ଖର୍ଚ୍ଚ କରିଥିଲେ, ଓ ଏହା ବି ଏକ ଦିବସିୟ ମ୍ୟାଚ୍ ରେ ବି ଦେଖାଇଥିଲେ,  ଦକ୍ଷିଣଆଫ୍ରିକା ବିରୁଦ୍ଧରେ ସେ ୩ ଓଭରରେ ୩ ରନ୍ ଦେଇଥିଲେ,  କହିଦେବୁ କି ଭୁବନେଶ୍ୱର ସଚିନଙ୍କୁ ରଣଜୀ କ୍ରିକେଟ୍ ରେ ଶୁନ୍ୟ ରନ୍ ରେ ଆଉଟ୍ କରିଥିବା ଏକ ମାତ୍ର ବୋଲର୍ ଅଟନ୍ତି ।

 

ଭୁବନେଶ୍ୱର କୁମାରଙ୍କ ବଡ ଭାଇ ନାଁ ଶିଜାନ ଅଟେ , ଭୁବନେଶ୍ୱର କୁମାରଙ୍କ ଫେବରାଇଟ୍ କ୍ରିକେଟ୍ ଖେଳାଳୀ ୱାସିମ୍ ଅକରମ୍, ପ୍ରବୀଣକୁମାର ଓ ଏବି ଡେଭିଲିୟର୍ସ ଅଟନ୍ତି , ଆପଣଙ୍କୁ କହିଦେବୁକି ତାଙ୍କ ସ୍ତ୍ରୀଙ୍କ ନାଁ ନୁପୁର ନାଗର ଅଟେ , ଭୁବନେଶ୍ୱର କୁମାର ନିଜ ପସନ୍ଦର ଅଭିନେତା ହିସାବରେ ଅମୀର ଖାଁ ଓ ହିରୋଇନ୍ ଆଲିଆ ଭଟ୍ଟଙ୍କୁ ପସନ୍ଦ କରନିତ୍ , ଓ ତାଙ୍କର ପସନ୍ଦର ଫିଲ୍ମ ଥ୍ରୀ ଇଡିୟଟ୍ ଅଟେ , ଭୁବନେଶ୍ୱର କୁମାର ତିନି ପ୍ରାରୁପରୁ ନିଜ ପ୍ରଥମ ୱିକେଟ୍ ବୋଲ୍ଡ ଆଉଟ୍ କରି ଏକ ମାତ୍ର ବୋଲର୍ ସ୍ଥାନ ପାଇପାରିଛନ୍ତି ।

 

 

Leave a Reply

Your email address will not be published. Required fields are marked *