ନାକ ଅଗରେ ରାଗ ନେଇକରି ଜନ୍ମ ନେଇଥାନ୍ତି ଏହି ୬ ଟି ନାଁ ଥିବା ଝିଅ , ଏମାନଙ୍କ ରାଗ ଉପରୁ ବଞ୍ଚିକରି ରୁହନ୍ତୁ…
1 min readସେମିତି ହିଁ ସେକସ୍ପିୟର୍ ଏହି କଥା କହିଥିଲେ କି ଦୁନିଆଁରେ ଯେ କୌଣସି ବ୍ୟକ୍ତି ନାଁରେ କିଛି ମାଇନା ରଖେ ନାହିଁ କିନ୍ତୁ ଜ୍ୟୋତିଷ୍ୟ ଶାସ୍ତ୍ର ଦୁନିଆଁରେ ଏହି ନାଁର ବହୁତ ମହତ୍ତ୍ୱ ଅଛି , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ନାଁର ପ୍ରଥମ ଅକ୍ଷର ଯେ କୌଣସି ବ୍ୟକ୍ତିର ସ୍ୱଭାବ ବିଷୟରେ ଜଣା ପଡିଯାଏ , ତା ଜୀବନରେ ସୁଖ ଓ ଦୁଃଖ କିପରି ଆସିବ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବାକୁ ଯାଉଛୁ ଯାହାଙ୍କୁ ଏହି ଅକ୍ଷର ନାଁ ଥିବା ଝିଅଙ୍କୁ ସବୁଠାରୁ ଅଧିକା କ୍ରୋଧୀ ହିସାବରେ କୁହାଯାଇଛି , ଜ୍ୟୋତିଷ୍ୟ ଶାସ୍ତ୍ରରେ ଏହି କଥା ବିଷୟରେ କୁହାଯାଇଛି କି B,H,L,P,R ଓ,S ନାମକ ଝିଅମାନେ ଅଧିକା ରାଗୀ ହୋଇଥାନ୍ତି , ତେବେ ଆସନ୍ତୁ ସେହି B,H,L,P,R ଓ,S ନାମକ ଝିଅମାନଙ୍କର ସ୍ୱଭାବ କିପରି ହୋଇଥାଏ ।
ଏହି କଥା ତ ସମସ୍ତେ ମାନିଥାନ୍ତି କି ଜନ୍ମର ସମୟ ଓ ସ୍ଥାନ ପ୍ରଭାବ ସବୁ ବ୍ୟକ୍ତିର ସ୍ୱଭାବରେ ପଡିଥାଏ , କିନ୍ତୁ ଜନ୍ମ ନେବା ପରେ ଯାହା ନାଁ ରଖାଯାଏ ତାହାର ପ୍ରଭାବ ତାର ସ୍ୱଭାବରେ ପଡିଥାଏ , କିଛି ଏପରି ଲୋକ ହୋଇଥାନ୍ତି ଯାହାଙ୍କର ନାଁ ଅକ୍ଷର ସମାନ ହୋଇଥାଏ , କିନ୍ତୁ ସ୍ୱଭାବ ଏକା ପରି ହୋଇଥାଏ , ଆଜି ଆମେ ଆପଣଙ୍କୁ B,H,L,P,R ଓ,S ନାମକ ଝିଅମାନଙ୍କର ରାଗ ସ୍ୱଭାବ ବିଷୟରେ କହିବାକୁ ଯାଉଛୁ , ଏହି ନାଁର ଝିଅମାନେ ବହୁତ ରାଗୁଆ ହୋଇଥାନ୍ତି , ସେମାନଙ୍କ ମଧ୍ୟରେ କିଛି ଭଲ ଗୁଣ ବି ଥାଏ ।
B ନାମକ ଝିଅଙ୍କର ସ୍ୱଭାବ : ଯେଉଁ ଝିଅମାନଙ୍କର ନାଁ ବି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟ ଖୋଲା ପ୍ରକୃତିର ହୋଇଥାନ୍ତି , କିନ୍ତୁ କଥା କଥାରେ ରାଗ ଆସିବା ତାଙ୍କର ସବୁଠାରୁ ବଡ ଅସୁବିଧା ଅଟେ , ସେମାନେ ନିଜ ରାଗ ଅନ୍ୟମାନଙ୍କ ଉପରେ ସୁଝାଇଥାନ୍ତି , ସେମାନେ ଅଧିକା ରାଗି ହୋଇଥିଲେ ମଧ୍ୟ ଭଲ ମଣିଷ ହୋଇଥାନ୍ତି ।
H ନାମକ ଝିଅମାନଙ୍କର ସ୍ୱଭାବ : ଏହି ଝିଅମାନେ ଅନ୍ୟ ମାନଙ୍କ ସହ ମିଶିକରି ରହିବା ପସନ୍ଦ କରନ୍ତି , ତାଙ୍କର ଘର ଓ ପରିବାରଙ୍କ ଦାୟିତ୍ୱ ବେଶୀ ରଖନ୍ତି , ସେମାନେ ନିଜ ପରିବାରର ମାନ ସମ୍ମାନ ପାଈଁ ଯେ କୌଣସି କାମ କରିପାରନ୍ତି , କିନ୍ତୁ କଥା କଥାରେ ରାଗିବା ତାଙ୍କର ସବୁଠାରୁ ବଡ ଖରାପ ସ୍ୱଭାବ ମାନିଥାଉ , ସେମାନେ ନିଜ ରାଗ ଉପରେ କାବୁ କରିପାରନ୍ତି ନାହିଁ , ଯାହା ଦ୍ୱାରା ତାଙ୍କର କ୍ଷତି ହୋଇଥାଏ ।
L ନାମକ ଝିଅମାନଙ୍କର ସ୍ୱଭାବ : ଏହି ଝିଅମାନେ ଏମିତି କେଉଁ କାମ କରିବା ପସନ୍ଦ କରନ୍ତି ନାହିଁ , ଯାହା ଦ୍ୱାରା ତାଙ୍କର ଛବି କାହା ଆଗରେ ଖରାପ ହେଉ , ଏମିତି ଝିଅ ସବୁ କାମ କରିବାରେ ଆଗୁଆ ରୁହନ୍ତି , ସେମାନେ ନୁଆ ନୁଆ ଜିନିଷ କରିବାରେ ଇଚ୍ଛା ରଖିଥାନ୍ତି , କିନ୍ତୁ ତାଙ୍କର ରାଗ ନାକ ଅଗରେ ଥାଏ , କିନ୍ତୁ ହୃଦୟର ବହୁତ ଭଲ ହୋଇଥାନ୍ତି ।
P ନାମକ ଝିଅମାନଙ୍କର ସ୍ୱଭାବ : ଏହି ନାଁରେ ଝିଅମାନେ ବହୁତ ରାଗି ହୋଇଥାନ୍ତି , ଏମାନଙ୍କ ସ୍ୱଭାବ ଅଧିକା କଥାବାର୍ତ୍ତା କରୁଥିବା କିମ୍ବା ବିଲକୁଲ୍ ଶାନ୍ତ ସ୍ୱଭାବର ହୋଇଥାଏ , ଏହି ନାଁର ଝିଅମାନଙ୍କୁ କମ୍ କଥାବାର୍ତ୍ତା , ଓ ନିଜ ଦୁନିଆଁରେ ରହିବା ପସନ୍ଦ ଲାଗିଥାଏ , କେବେ ସେମାନେ ନିଜ ରାଗ ନିଜ ମଧ୍ୟରେ ସୁଝେଇ ଥାନ୍ତି , ଓ ସେମାନେ ସେଥିରୁ କ୍ଷତି ବି କରିଦେଇଥାନ୍ତି ,
R ନାମକ ଝିଅମାନଙ୍କର ସ୍ୱଭାବ : ଏହି ନାଁ ଝିଅମାନେ ବହୁତ ସୁନ୍ଦର ହେବା ସହ ବହୁତ ତେଜ୍ ମସ୍ତିଷ୍କ ମଧ୍ୟ ହୋଇଥାନ୍ତି , ଯାହା ଦ୍ୱାରା ଲୋକେ ଅଧିକାଂଶ ଆକର୍ଷିତ ହୋଇଥାନ୍ତି , ଏମିତି ମହିଳାମାନେ ସମାଜ ପାଇଁ କାର୍ଯ୍ୟ କରିଥାନ୍ତି , କିନ୍ତୁ ତାଙ୍କର ରାଗ ସବୁଠାରୁ ବଡ ଦୂର୍ବଳତା ଅଟେ , ତାଙ୍କର ରାଗ ଓ ଭଲ ପାଇବା ବି ଥାଏ , ସେମାନେ ନିଜ ଦୁଃଖ ଲୁଚାଇପାରନ୍ତି ନାହିଁ ।
S ନାମକ ଝିଅମାନଙ୍କର ସ୍ୱଭାବ : ଏହି ନାଁ ର ଝିଅମାନେ ପ୍ରେମ ମାମଲାରେ ବହୁତ ଭଲ ହୋଇଥାନ୍ତି , କିନ୍ତୁ ଶତ୍ରୁତା ବି ବହୁତ ଭଲ ଭାବେ ନିଭାଇଥାନ୍ତି ଏମାନେ ଦେଖିବାକୁ ଦୟାଳୁ ଲାଗିଥାନ୍ତି , କିନ୍ତୁ ରାଗ ବହୁତ ଅଧିକା ହୋଇଥାଏ , ଏମାନଙ୍କର ରାଗ ସକାଶେ ଲୋକେ ତାଙ୍କ ଠାରୁ ଦୂରେଇ ରୁହନ୍ତି ।