କପିଳ ଦେବ କହିଲେ ଯୁବରାଜ ସିଂ ଙ୍କୁ ଭଲ ବିଦାୟ ମିଳିବା ଦରକାର ଥିଲା , ସେ ଜଣେ ଭଲ ଆଦର୍ଶ ଅଟନ୍ତି – କିନ୍ତୁ ଏହି କାରଣ ପାଇଁ..
![](https://odiaexpress.net/wp-content/uploads/2019/06/16-10.jpg)
ଭାରତ ପ୍ରଥମ ବିଶ୍ୱକପ୍ ଦେଇଥିବା କପିଲ ଦେବ କହିଲେ କି ଯୁବରାଜ ସିଂଙ୍କୁ ଭଲ ବିଦାୟ ମିଲିବା ଦରକାର , କପିଲ୍ କହିଲେ କି ଯୁବରାଜ ସିଂ ଭାରତର ନିଜ ଅଲଟାଇମ୍ ୧୧ ୱାନ୍ ଡେ ଟିମ୍ ଜାଗାରେ ଦେବେ , ଓ ସେ ମଇଦାନ ଉପରେ ବିଦାୟ ମିଲିବା ଦରକାର ଥିଲା ,ଯୁବରାଜ ସୋମବାର ଦିନ ମୁମ୍ବାଇର ଏକ ହୋଟେଲ୍ ରେ ପ୍ରେସ୍ କନଫରେନ୍ସ ଦ୍ୱାରା ସନ୍ୟାସ ଘୋଷଣା କରିଥିଲେ , ଯାହାପରେ ଦୁନିଆଁ ସାରା ଖେଳାଳୀ ଶୁଭକାମନା ଦେଇଥିଲେ, କପିଲ କହିଲେ କି ମୁଁ କହିବାକୁ ଚାହୁଁଛି କି ଯୁବରାଜ ସିଂ ଜଣେ ବଢିଆ କ୍ରିକେଟିୟର୍ ଅଟନ୍ତି , ଯଦି ଭାରତ ନିଜ ଅଲଟାଇମ୍ ୧୧ ୱାନ୍ ଡେ ଟିମ୍ କରିବି ତେବେ ଯୁବରାଜଙ୍କୁ ନିଶ୍ଚିତ ସାମିଲ୍ କରିବି , କାରଣ ସେ ଜଣେ ଭଲ ଖେଳାଳୀ ଅଟନ୍ତି ,
କପିଲ୍ କହିଲେ କି ଯୁବରାଜ ପରି ଖେଳାଳୀ ମଇଦାନରେ ବିଦାଇ ମିଳିବା ଦରକାର , ଏହା ଦେଖିବାକୁ ଚାହୁଁଛି , ସେ ଏକ ଶାନଦାର୍ ପାଳି ଖେଳିଥିଲେ , ଆମେ ଦେଶରେ ଯୁବରାଜଙ୍କ ପରି ଲିଡର୍ ଦରକାର କାରଣ ଆସୁଥିବା ପିଢି ତାଙ୍କୁ ଆଦର୍ଶ ବୋଲି ମାନନ୍ତି , ଓ ନିଜ କ୍ୟାରିୟରରେ ଯାହା ବି ସଫଳତା ହାସିଲ୍ କରିଥିଲେ , ତାଙ୍କୁ ମୁଁ ଶୁଭକାମନା ଦେବାକୁ ଚାହୁଁଛି ।
କହିଦେବୁ କି ଯୁବରାଜ ସିଂ ଦେଶ ପାଇଁ ୧୭ ବର୍ଷ କ୍ରିକେଟ୍ ଖେଳିଥିଲେ , ସିମିତ ଓଭର କ୍ରିକେଟ୍ ରେ ସେ ଅନ୍ତିମ ଥର ୨୦୧୭ ଦେଖାଯାଈଥିଲେ, ଯୁବରାଜ ୨୦୦୦ ମସିହାରେ ପ୍ରଥମ ୱାନ୍ ଡେ , ୨୦୦୩ ରେ ପ୍ରଥମ ଟେଷ୍ତ , ଓ ୨୦୦୭ ର ପ୍ରଥମ ଟି ଟ୍ୱେଣ୍ଟି ଖେଳିଥିଲେ ,
ଚଣ୍ତିଗଡରେ ୧୯୮୧ ରେ ଜନ୍ମ ନେଇଥିବା ଯୁବରାଜ ଭାରତ ପାଇଁ ୪୦ ଟି ଟେଷ୍ଟ, ୩୦୪ ୱାନ୍ ଡେ ଓ ୫୮ ଟି ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ , ଟେଷ୍ଟରେ ଯୁବରାଜ ତିନି ଶତକ ଓ ୧୧ ଟି ଅର୍ଥଶତକ ସାହାଯ୍ୟରେ ୧୯୦୦ ରନ୍ କରିଥିଲେ , ଯେବେ କି ୱାନ୍ ଡେ ସେ ୧୪ ଟି ଶତକ, ୫୨ ଟି ଅର୍ଦ୍ଧ ଶତକ ସାହାଯ୍ୟରେ ୮୭୦୧ ରନ୍ କରିଥିଲେ ।