କଂଗ୍ରେସ ହାରିଲେ ଲଣ୍ଡା ହେଇଯିବି କହିବା ମହଙ୍ଗା ପଡିଲା ଏହି ଲୋକଙ୍କୁ, ଏପରି ଅବସ୍ଥା ହେଲା ଦେଖିଲେ ଆପଣ କହିବେ..
ନିର୍ବାଚନ ଶେଷ ହୋଇଗଲେ ନେତା ମାନଙ୍କର ସବୁ ଭୁଲ୍ ଠିକ୍ କଥା ଆଲୋଚନା ହୋଇଯାଏ , ରାସ୍ତାରେ ସମର୍ଥକ ଏକେଲା ହୋଇଥାନ୍ତି , ସେମିତି ସମର୍ଥକ ଯିଏ ନେତାମାନଙ୍କୁ ପ୍ରଚାର କରନ୍ତି ଓ ସର୍ତ୍ତ ଲଗାନ୍ତି , ଆଖପାଖ ଲୋକ ସର୍ତ୍ତ ବହୁତ ଅଲଗା ହୋଇଥାଏ , ଏମିତି ଏକ ମାମଲା ଆସିଛି ମଧ୍ୟପ୍ରଦେଶର ରାଜଗଡ ରୁ କଂଗ୍ରେସ ସମର୍ଥକ ଚକ୍କରରେ ସମସ୍ତଙ୍କ ଆଗରେ ଲଣ୍ତାହୋଇଯାଇଥିଲେ ,
ମଧ୍ୟପ୍ରଦେଶରେ ୨୯ ଟି ସିଟି ରୁ ୨୮ ସିଟ୍ ରେ ବିଜେପି ଜବରଦସ୍ତ ଜିତ୍ ହାସିଲ୍ କରିଥିଲା , ଛିଦୱାଡା ସିଟ୍ ରୁ ମୁଖ୍ୟମନ୍ତ୍ରି କମଳନାଥଙ୍କ ପୁଅ ନକୁଳ ନାଥ ଜିତ୍ ଦର୍ଜ କରାଇଥିଲେ , ମଧ୍ୟପ୍ରଦେଶରେ ରେଜଲ୍ଟ ଆସିବା ଚର୍ଚ୍ଚାର ବିଷୟ ହୋଇଥିଳା , ଫଳାଫଳ ରାଜଗଡରେ କଂଗ୍ରେସ ନେତା ବାପୁଲାଲ ଓ ବିଜେପି ନେତା ରାମବାବୁ ମଣ୍ତଲୋଇ ମଧ୍ୟରେ ଏକ ଅଦ୍ଭୁତ ଶର୍ତ୍ତ ଲାଗିଥିଲା ।
ଯଦି କଂଗ୍ରେସ ଜିତିଲା ତେବେ ବିଜେପି ନେତା ରାମବାବୁ ଲଣ୍ତା ହେବେ , ଓ ଯଦି ବିଜେପି ଜିତିଲା ତେବେ କଂଗ୍ରେସ ନେତା ବାପୁଲାଲ ସେନ୍ ନିଜ ବାଳ ଲଣ୍ତା ହେବେ ।
ଦେଶସାରା ବିଜେପିକୁ ବହୁତ ଭୋଟ ମିଳିଛି , କଂଗ୍ରେସ ନେତା ବାପୁଲାଲ ସେନ ଶୁକ୍ରବାର କୁ ହରାନା ଗାଁରେ ଲଣ୍ତା ହୋଇଥିଲେ, ଓ ଖରାପ ଏହାକି ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସାମ୍ନାରେ ଏହା କରିଥିଲେ, ବାପୁଲାଲ ସେନ୍ ମଧ୍ୟପ୍ରଦେଶରେ କଂଗ୍ରେସ ହାର୍ ପଛରେ ରାହୁଲ୍ ଗାନ୍ଧୀଙ୍କ ୧୦ ଦିନ କର୍ଜ କ୍ଷମା ବାଲାକୁ ଦୋଷୀ ମାନିଛନ୍ତି , ତାଙ୍କର କହିବା କଥା କି ରାହୁଲ୍ ଙ୍କୁ ୧୦ ଦିନ ଜାଗାରେ ୩ ମାସର ସମୟ ଦେବା ଥିଲା , କାରଣ ସଠିକ୍ ସମୟରେ ଚାଷୀମାନଙ୍କୁ କର୍ଜ ମାଫି କରାଯାଇପାରିବ ନାହିଁ , ଚାଷୀମାନେ ରାଗିଥିଲେ , ଓ ଏହାର ପରିଣତି କଂଗ୍ରେସ ପାର୍ଟିକୁ ଭୋଗିବାକୁ ପଡିଲା ।
ଉଜ୍ଜେନରେ କଂଗ୍ରେସର ସହର ମହାମନ୍ତ୍ରୀ ଲଣ୍ତା ହୋଇଥିଲେ , କଂଗ୍ରେସ ସହର ମହାମନ୍ତ୍ରୀ ଧର୍ମେନ୍ଦ୍ର ଭଟନାଗର ତିନି ଦିନ ପୂର୍ବରୁ ଜୋଶ୍ ରେ ଆସି ବଡ ଘୋଷଣା କରିଥିଲେ , କହିଥିଲେ , ଯଦି କଂଗ୍ରେସ ସରକାର ନ ଆସିଲା ତେବେ କାର୍ଯ୍ୟାଳୟରେ ମୁଣ୍ତ ଲଣ୍ତା ହୋଇଯିବି , ଏବେ ସରକାର ହେଲା ନାହିଁ , ଭଟନାଗର ଯାହା କଲେ ତାହା ଆମେ ପୂର୍ବରୁ କହିଦେଇଥିଲୁ ।