February 6, 2025

Odia Express

Here, There and Everywhere

ମୋଦି ସରକାର ସାଧାରଣ ଜନତାଙ୍କୁ ଦେଲେ ଏହି ବଡ ଉପହାର – RBI ବ୍ୟାଙ୍କ ର ଏକ ବଡ ଉପହାର ଦେଲେ , RTGS ଓ NEFT ଲେଣଦେଣରେ ହେବ ସମ୍ପୂର୍ଣ୍ଣ ମାଗଣା ଆଉ ମିଳିବ..

ଅନଲାଇନ୍ ଟ୍ରାଞ୍ଜାକସନ୍ କରୁଥିବା ଲୋକଙ୍କ ପାଇଁ ଆର୍ ବି ଆଇ ବୈଠକରେ ଏକ ଖୁସିଖବର ମିଳିଛି, ରିଜର୍ଭ ବ୍ୟାଙ୍କ୍ ଆର୍ ଟିଜିଏସ୍ ଓ ଏନ୍ ଇଏଫ୍ ଟି ଲେଣଦେଣ ଉପରେ ଶୁଳ୍କ ହଟାଇଦେଇଛନ୍ତି , ଏହାର ମତଲବ ଏହା ହେଲା କି ଏବେ ଆର୍ ଟିଜିଏସ୍ ଓ ଏନ୍ ଇଏଫ୍ଟି ଜରିଆରେ ଟ୍ରାଞ୍ଜାକ୍ସସନ୍ କରିଲେ କାହାପାଈଁ ଏକ୍ସଟ୍ରା ଚାର୍ଜ ଦେବାକୁ ହେବ ନାହିଁ ।ମୋଦୀ ସରକାରଙ୍କ ଅନ୍ୟ କାର୍ଯ୍ୟକାଳରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ପ୍ରଥମ ଉପହାର ଦେଇଛନ୍ତି , ଆର୍ ବି ଆଇ ଆଉଥରେ ଏକ ବିଶେଷ ଛାଡ ଦେଇଛନ୍ତି , ଆର୍ ବି ଆଇ ସମୀକ୍ଷା ବୈଠକରେ ୦,୨୫ ବେସ୍ ପଏଣ୍ଟରେ ଛାଡ ହୋଇଛି, ଏହା ସହ ଏବେ ନୁଆ ରେପୋ ରେଟ୍ ୫,୭୫% ହୋଇଯାଈଛି, ନରେନ୍ଦ୍ର ମୋଦୀ ଙ୍କ ଅନୁବାଇ ରେ ସରକାର ଆଉଥରର କାର୍ଯ୍ୟକାଳରେ ପ୍ରଥମ ମୌଦ୍ରିକ ସମୀକ୍ଷା ବୈଠକ ଥିଲା ।

 

ଆର୍ ବି ଆଇ ଗତ ଦୁଇଟି ବୈଠକରେ ଏମ୍ ପିସି ରେଟ୍ କ୍ରମଶଃ ୦,୨୫% ଦର ଛାଡ କରିଛି, ମାନେ ଜୁନ୍ ରୁ ଲଗାତାରଏହା ତୃତୀୟ ଥର ବ୍ୟାଙ୍କ୍ ରେପୋ ରେଟ୍ କମାଇଛନ୍ତି , ସେପଟେ ରିଜର୍ଭ ବ୍ୟାଙ୍କ୍ ଇତିହାସରେ ଏହା ପ୍ରଥମଥର ଅଟେ ଯେବେ ଆର୍ ବିଆଇ ଗଭର୍ନର୍ ନିଯୁକ୍ତି ପରେ ଲଗାତାର ତୃତୀୟଥର ରେପୋ ରେଟ୍ କମିଛି, କହିଦେବୁ କି ଗତ ଡିସେମ୍ବର ମାସରେ ଉର୍ଜିତ୍ ପଟେଲ୍ ଙ୍କ ଇସ୍ତଫାପରେ ଶକ୍ତିକାନ୍ତ ଦାସ ଆର୍ ବି ଆଇ ଗଭର୍ଣ୍ଣର ନିଯୁକ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *